ରୁଷିଆର ପ୍ରତିଶୋଧ, ୟୁକ୍ରେନ ଉପରେ ଶହ ଶହ ଡ୍ରୋନ୍-କ୍ଷେପଣାସ୍ତ୍ର ମାଡ଼, ଧ୍ୱଂସ ହେଲା… କ୍ୱିଭ,୭।୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ସାଧାରଣ ନାଗରିକଙ୍କ ଜୀବନକୁ ଦୋହଲାଇ ଦେଇଛି। ଶୁକ୍ରବାର ସକାଳେ ରୁଷିଆ ୟୁକ୍ରେନର ଅନେକ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ କରିଥିଲା, ଯେଉଁଥିରେ ଖାରକିଭ ସବୁଠାରୁ ଅଧିକ...