ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ମୁହଁ ଖୋଲିଲେ ହାର୍ଦ୍ଦିକ, ଅଧିନାୟକତ୍ୱକୁ ନେଇ କଲେ ବଡ଼ ଖୁଲାସା: ଚାରିଆଡେ ଚର୍ଚ୍ଚା
ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ଡିଲ ହୋଇଛି। ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଛନ୍ତି। ଅନ୍ୟପଟେ…
ମୁମ୍ବାଇ ଇଣ୍ଡିଆନ୍ସ ଛାଡି ପଞ୍ଜାବ କିଙ୍ଗ୍ସ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା: ଏତିକି କୋଟି ଟଙ୍କାରେ କିଣିଲା ପଞ୍ଜାବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଟ୍ରେଡ ଡିଲ କ୍ରିକେଟ ଜଗତରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ହାର୍ଦ୍ଦିକ ପଞ୍ଜାବ କିଙ୍ଗ୍ସକୁ ଯିବା ଏବଂ ଅର୍ଶଦୀପ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ…
ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍ଟେନ୍! ଜାଣନ୍ତୁ କ’ଣ ହେଲା ଫାଇନାଲ
ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍ ଛାଡ଼ି ପଞ୍ଜାବର ହାତ ଧରିଛନ୍ତି। ଦଳରେ ଯୋଗଦେବା ମାତ୍ରେ ଏକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ବର୍ତ୍ତମାନର…
ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯିବା ନିଶ୍ଚିତ! ମୁମ୍ବାଇ ଇଣ୍ଡିଆନ୍ସ (MI) ପାଇଁ ଖେଳିବେ ଅର୍ଶଦୀପ; ଆସିଲା ଅଦଳବଦଳ ଚୁକ୍ତି ସମ୍ବନ୍ଧୀୟ ଅପଡେଟ
ନୂଆଦିଲ୍ଲୀ,୩।୧୧: ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯାଇପାରନ୍ତି। ହଁ, ଆପଣ ଠିକ ଶୁଣିଛନ୍ତି, ହାର୍ଦ୍ଦିକଙ୍କୁ ଅନ୍ୟ ଦଳକୁ ପଠାଇବା (ଟ୍ରେଡ) ପ୍ରକ୍ରିୟାରେ ହଠାf ପଞ୍ଜାବ ଫ୍ରାଞ୍ଚାଇଜ ସାମିଲ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକଙ୍କୁ ନେଇ ଏକ ଚୁକ୍ତି ଚୂଡ଼ାନ୍ତ କରିବା ନିମନ୍ତେ…
ପରାଜୟ ପରେ ରିଷଭ ପନ୍ତଙ୍କ ବଡ଼ ବୟାନ: ‘ଜିତିବା ପାଇଁ, ପଞ୍ଜାବ କିଙ୍ଗସ…’
ନୂଆଦିଲ୍ଲୀ,୨୦।୪: ରବିବାର IPL 2026ର ୨୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୫୪ରନରେ ପରାଜୟ ବରଣ କରିଛି। LSG ଅଧିନାୟକ ରିଷଭ ପନ୍ତ କହିଛନ୍ତି ଯେ ପରାଜୟର ଗୋଟିଏ କାରଣ ଚିହ୍ନଟ କରିବା ବହୁତ…
ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…
ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ପଞ୍ଜାବ କିଙ୍ଗ୍ସ ଗତ ଗୁରୁବାର ପାଞ୍ଚ ଥରର…
ମୋତେ ଚାପୁଡ଼ା ମାରିବା ଉଚିତ୍ ଥିଲା… ଆୟାରଙ୍କୁ ନେଇ କାହିଁକି ଏମିତି କହିଲେ ଶଶାଙ୍କ ସିଂ
ନୂଆଦିଲ୍ଲୀ,୯।୬:IPL 2025 ଶେଷ ହୋଇସାରିଛି। କିନ୍ତୁ ମ୍ୟାଚ ସହିତ ଜଡିତ କଥା ଏବେ ବି ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି। କ୍ୱାଲିଫାୟର-୨ରେ ଶଶାଙ୍କ ସିଂହ ରନ ଆଉଟ ହେବା ପରେ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟାସ ଆୟର ବହୁତ ରାଗିଯାଇଥିଲେ ଏବଂ…
IPL ଗୋଟିଏ ମ୍ୟାଚରୁ କେତେ ରୋଜଗାର କରନ୍ତି ମୁମ୍ବାଇ ମାଲିକାଣୀ ନୀତା ଅମ୍ବାନୀ: ପ୍ରୀତି ଜିଣ୍ଟାଙ୍କ ରୋଜଗାର…
ନୂଆଦିଲ୍ଲୀ,୨।୬: IPL 2025ର କ୍ୱାଲିଫାୟର-୨ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତି ପଞ୍ଜାବ ଦଳ ଫାଇନାଲରେ ପହଞ୍ଚିଛି ଏବଂ ଏହି IPL ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଏବେ ୩…
ଭାଙ୍ଗି ପଡ଼ିଲେ ପଞ୍ଜାବ ମାଲିକାଣୀ: ଦେଲେ ଏମିତି ପ୍ରତିକ୍ରିୟା
ନୂଆଦିଲ୍ଲୀ,୩୦।୫: IPL କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା। ଏହାଦେଖି ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର…
IPL 2025 ପ୍ରଥମ କ୍ୱାଲିଫାୟାର: ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ, ବାଙ୍ଗାଲୋର ଆଗରେ ୧୦୨ ରନର ଟାର୍ଗେଟ
ନୂଆଦିଲ୍ଲୀ,୨୯।୫: ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଉଥିବା IPL 2025 ର ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (PBKS) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷରେ ମାତ୍ର ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ ହୋଇଛି। ଫଳରେ, RCB କୁ ଫାଇନାଲରେ ପ୍ରବେଶ…
ଇତିହାସ ରଚିଲେ ଶ୍ରେୟସ ଆୟର: ପ୍ରଥମ ଅଧିନାୟକ ଭାବେ କଲେ ଏମିତି କାରନାମା
ନୂଆଦିଲ୍ଲୀ,୧୯।୫: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗସ ଦଳ ଆଇପିଏଲ 2025 ପ୍ଲେଅଫରେ ନିଜର ସ୍ଥାନ ନିଶ୍ଚିତ କରିଛି। ଗତବର୍ଷ ଆୟର ତାଙ୍କ ଅଧିନାୟକତ୍ୱରେ KKRକୁ ଚାମ୍ପିଅନ କରିଥିଲେ। ଏଥର ସେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି। ପଞ୍ଜାବ କିଙ୍ଗସ ରାଜସ୍ଥାନ…
ପଞ୍ଜାବ ମାଲିକାଣୀଙ୍କୁ ଝଟ୍କା ଦେଲା BCCI: PBKS vs DC ମ୍ୟାଚ୍କୁ ନେଇ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୩।୫: IPL 2025 ସ୍ଥଗିତ ହେବା ପୂର୍ବରୁ, ଧର୍ମଶାଳାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ବନ୍ଦ କରିଦିଆଯାଇଥିଲା। ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରୁଥିଲା ଏବଂ ଯେତେବେଳେ ମ୍ୟାଚ ବନ୍ଦ ହୋଇଥିଲା, ସେମାନଙ୍କର ସ୍କୋର…

