ପେଟ୍ରୋଲ ରେଟ୍ ବଢିବା ଭିତରେ ବିଜୁଳି ହେଲା କାଳ, ଏସବୁ ଇଲାକାରେ ଘଣ୍ଟାଘଣ୍ଟା ଯାଏ ହେବ ପାଓ଼୍ବାର କଟ୍ ନୂଆଦିଲ୍ଲୀ,୧୫।୫: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଗରମ ଏବଂ ବର୍ଦ୍ଧିତ ତାପମାତ୍ରା ମଧ୍ୟରେ, ଆଜି ବିଦ୍ୟୁତ କାଟ ବାସିନ୍ଦାଙ୍କ ଅସୁବିଧାକୁ ଆହୁରି ବଢ଼ାଇପାରେ। ରିପୋର୍ଟ ଅନୁଯାୟୀ, ବିଦ୍ୟୁତ୍ତ ବଣ୍ଟନ କମ୍ପାନୀଗୁଡ଼ିକ (ଡିସ୍କମ୍ସ) ଆଜି ମଇ 15 ଦିଲ୍ଲୀର ବିଭିନ୍ନ ସ୍ଥାନରେ ‘ଯୋଜନାବଦ୍ଧ…