ପ୍ରଶାନ୍ତଙ୍କୁ ନେଇ ଅଡ଼ୁଆରେ ଭାଜପା
ଖୋର୍ଦ୍ଧା,୧୪ା୩ (ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ବହିଷ୍କୃତ ହେବା ପରେ ପୁଣି ଦଳକୁ ଫେରିବେ ବୋଲି ଆଶା ବାନ୍ଧିଥିଲେ। ଦଳୀୟ କର୍ମୀ, ନେତାଙ୍କ ସହ ସୁସମ୍ପର୍କ ସତ୍ତ୍ୱେ ଚେଷ୍ଟା କରି ମଧ୍ୟ ଦଳକୁ ଫେରିପାରି ନ...
ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି…
ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ଚିନ୍ତାରେ ପଡ଼ିଯାଇଛନ୍ତି ନେତା। ରାଜ୍ୟର ୩ ପ୍ରମୁଖ ଦଳର ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରି ଦ୍ୱନ୍ଦ୍ୱରେ ପଡିଗଲେଣି। ଯଦି ମେଣ୍ଟ ନ...
ମେଣ୍ଟ ଚର୍ଚ୍ଚା ଥମୁନି, ଏଣେ ମିଶ୍ରଣ ପର୍ବ ବନ୍ଦ
ଭୁବନେଶ୍ୱର, ୧୨।୩: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର୍ ଚଳାଇଥିଲେ। ହେଲେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା...
ଭାଜପାରେ କାର୍ତ୍ତିକ, ସୁବିଧାଜନକ ସ୍ଥିତିରେ ବିଭୂତି
କାମାକ୍ଷାନଗର, ୧୦ା୩ (ଅମଜାଦ ଖାନ୍): ଚାରିଆଡ଼େ ନିର୍ବାଚନୀ ପବନ ବହୁଛି। ନିଲମ୍ବନ, ବହିଷ୍କାର, ଦଳଡିଆଁ, ମିଶ୍ରଣପର୍ବ ଆଦି ଜାରି ରହିଛି। ବିଭିନ୍ନ ଦଳରେ ଟିକେଟକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ପୁଣି ବିଜେଡି-ଭାଜପା ମେଣ୍ଟ ଆଲୋଚନାକୁ ନେଇ ବହୁକଥା ଶୁଣିବାକୁ...
ଆଶାୟୀଙ୍କଠୁ ଆଗରେ ଅରବିନ୍ଦ
କେନ୍ଦ୍ରାପଡ଼ା,୧୦ା୩(ଜଗନ୍ନାଥ ଧଳ): ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ସାମିଲ ହେବା ପରେ କେନ୍ଦ୍ରାପଡ଼ା ଜିଲା ପାଟକୁରା ରାଜନୀତି ଚଳଚଞ୍ଚଳ ହୋଇଛି । ଗତ ୨୪ ବର୍ଷ ହେଲା ପ୍ରାୟ...
ନୂଆ ତତ୍ପର, ପୁରୁଖା ଛାନିଆ
ବରଗଡ଼, ୧୦।୩ (ପ୍ରେମାନନ୍ଦ ଖମାରୀ): ଓଡ଼ିଶାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଚାରିଆଡ଼େ ହୁରି ପଡ଼ିଛି। ହେଲେ ବରଗଡ଼ ଜିଲାରେ ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜ ଢଙ୍ଗରେ ନିର୍ବାଚନୀ ସଜବାଜ...
ଦଳ ଚାହିଁଲେ ଚାନ୍ଦବାଲିରୁ ଲଢ଼ିବି: ମନମୋହନ
ଚାନ୍ଦବାଲି,୧୦।୩ (କିଷାନ ପାତ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଚାନ୍ଦବାଲି ଗସ୍ତରେ ଆସିଥିବା ବେଳେ ଏନ୍ଏସିସ୍ଥିତ ଭାଜପା କାର୍ଯ୍ୟାଳୟରେ...
ଫେରାଦ ହେଲା ଭାଜପା: ୩ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଥିବା ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ
ଭୁୁବନେଶ୍ୱର,୯ା୩(ଅନିଲ ଦାସ): ଆଗକୁ ଲୋକ ସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସରକାରୀ ଦଳ କଳବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି। ଏଣୁ ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ପାଇଁ ୩...
‘ଏକାକୀ ଲୋକ ସଭା ନିର୍ବାଚନ ଲଢ଼ିବ ବିଏସ୍ପି, କଂଗ୍ରେସ ସହ ମେଣ୍ଟ ଖବର ଗୁଜବ’
ନୂଆଦିଲ୍ଲୀ,୯।୩: କଂଗ୍ରେସ ସହ ମେଣ୍ଟ ନେଇ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସ୍ପି) ସୁପ୍ରିମୋ ମାୟାବତୀ। ଏହି ଖବର ଗୁଜବ। ତାଙ୍କ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ସେ କୌଣସି...
‘ଲୋକ ସଭା ନିର୍ବାଚନରେ ୩୭୦ରୁ ଅଧିକ ଆସନରେ ଜିତିବ ଭାଜପା’
ନୂଆଦିଲ୍ଲୀ,୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ପଦ୍ମ ବିଭୂଷଣ ତୁଳସୀ ପୀଠାଧୀଶ୍ୱର ସ୍ବାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ବଡ଼ ଭବିଷ୍ୟବାଣୀ କରିଛନ୍ତି। ନିର୍ବାଚନରେ ଭାଜପା ୩୭୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶ ମେହରରେ ମା’...
ଭାଜପା-ବିଜେଡି ମେଣ୍ଟ ହେଲେ କେଉଁଠୁ କିଏ ପଡ଼ିବେ ବାଦ୍? ଚିନ୍ତାରେ ପଡ଼ିଗଲେଣି ନେତା
ଭୁବନେଶ୍ୱର,୮।୩: ଲୋକ ସଭା ନିର୍ବାଚନକୁ ନେଇ ଓଡ଼ିଶାର ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଥିଲା। କିଛି ନେତା ଦଳବଦଳ କରୁଥିବା ବେଳେ ଶାସନ କ୍ଷମତାରେ ଥିବା ବିଜେଡି ପକ୍ଷରୁ ଲୋଭନୀୟ ଯୋଜନାମାନ ଅଣାଯାଉଥିବା ଅଭିଯୋଗ ହେଉଥିଲା। ହେଲେ କିଛି...
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର ପୁଣି ଟ୍ରମ୍ପ୍-ବାଇଡେନ୍ ଲଢ଼େଇ…
ଓ୍ବାଶିଂଟନ୍,୭।୩: ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରିପବ୍ଲିକାନ୍ ପାର୍ଟିରୁ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି। ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ଆସନ୍ତା...
Archives


