Tag Archives: PAKISTAN

ଉବୁଟୁବୁ ହେଉଛି ପାକିସ୍ତାନ-ଚାଇନା! ଗଲାଣି ଶହ ଶହ ଲୋକଙ୍କ ଜୀବନ

ଇସଲାମାବାଦ/ବେଜିଂ,୪।୮: ବର୍ଷା ଯୋଗୁ ସବୁଠି ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଗୋଟିଏ ପଟେ ଭାରତର ବିଭିନ୍ନ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ତାନରେ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ଚାଇନା ମଧ୍ୟ ବନ୍ୟା ଯୋଗୁ ବିଚଳିତ…

ଆମେରିକାକୁ ଧୋକା ଦେଲା ପାକିସ୍ତାନ? ଇରାନ ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ସପୋର୍ଟ କଲେ ଶହବାଜ

ଇସଲାମାବାଦ,୪।୮: ଆମେରିକା ସମ୍ପ୍ରତି ଇରାନର ଫୋର୍ଡୋ ଏବଂ ଇସଫାହାନ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଏହା B-2 ବୋମାବର୍ଷୀ ବିମାନରୁ ବିଧ୍ୱଂସକାରୀ ବୋମା ପକାଇଥିଲା। ପାକିସ୍ତାନ ଏବେ ସେହି ଉଦ୍ଦେଶ୍ୟ ବିରୋଧରେ ଠିଆ ହୋଇଛି ଯେଉଁ ଉଦ୍ଦେଶ୍ୟରେ ଆମେରିକା ଆକ୍ରମଣ…

୨୪ ଘଣ୍ଟାରେ ୨ଥର ଭୂକମ୍ପ, ଭୟରେ ରାତିସାରା ବାହାରେ ରହିଲେ ଲୋକେ

ଇସଲାମାବାଦ,୩।୮: ପାକିସ୍ତାନର ଅନେକ ସ୍ଥାନରେ ରବିବାର (ଅଗଷ୍ଟ ୩, ୨୦୨୫) ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ପାକିସ୍ତାନର ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର (NSMC) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ୫.୧ ମାପ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରାୱତରୁ ୧୫…

ବଡ଼ କାରନାମା ହାସଲ କଲା ପାକିସ୍ତାନ: ଚାଇନା ସହ ମିଶି…

ଇସଲାମାବାଦ୍‌,୩୧।୭: ଚାଇନା ସହାୟତାରେ ପାକିସ୍ତାନ ଏକ ବଡ଼ ସଫଳତା ହାସଲ କରିଛି। ଏହା ଏକ ରିମୋଟ ସେନ୍ସିଂ ସାଟେଲାଇଟ (PRSS-01) ଉତକ୍ଷେପଣ କରିଛି। ଏହାକୁ ଚାଇନାର ଜିଚାଙ୍ଗ ସାଟେଲାଇଟ ଲଞ୍ଚିଂ ସେଣ୍ଟର୍ରୁ ଉତକ୍ଷେପଣ କରାଯାଇଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏକ୍ସରେ…

ଉତ୍‌ଫୁଲିତ ହୋଇପଡ଼ିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ଟ୍ରମ୍ପଙ୍କୁ କହିଲେ, ଧନ୍ୟବାଦ

ଓ୍ବାଶିଂଟନ୍‌,୩୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ପାକିସ୍ତାନ ସହିତ ଏକ ଐତିହାସିକ ଟ୍ରେଡ୍‌ ଡିଲ୍‌ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅନ୍ୟପକ୍ଷରେ ସେ ଭାରତ ଉପରେ ୨୫% ଟାରିଫ୍‌ ଏବଂ ଅତିରିକ୍ତ ଟାରିଫ୍‌ ଲାଗୁ କରିବା ବିଷୟରେ କହିଥିଲେ।…

ପାକିସ୍ତାନକୁ ୪୪୦ ଭୋଲ୍ଟର ଆଉ ଏକ ବଡ଼ ଝଟକା ଦେଲା ଭାରତ

ନୂଆଦିଲ୍ଲୀ/ଇସଲାମାବାଦ,୩୧।୭: ଭାରତ ପୁଣି ଥରେ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି। କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ରାମବନ ଜିଲାରେ ଚେନାବ ନଦୀ ଉପରେ ୧୮୫୬ ମେଗାୱାଟ ସାୱଲକୋଟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଭାରତ ପୂର୍ବରୁ ସିନ୍ଧୁ ଜଳ…

ବେଇମାନ ଟ୍ରମ୍ପ, ଭାରତକୁ ଝଟକା ଦେବା ପରେ ପାକିସ୍ତାନ ସହ ହାତ ମିଳାଇ ବଡ଼ କଥା କହିଲା ଆମେରିକା

ଓ୍ବାଶିଂଟନ,୩୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସହିତ ହାତ ମିଳାଇ ଭାରତକୁ ଚକିତ କରିଛନ୍ତି। ଗୁରୁବାର (୩୧ ଜୁଲାଇ) ଟ୍ରମ୍ପ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ପାକିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣିଥିରେ ଜାଫର ଏକ୍ସପ୍ରେସ! ବିସ୍ଫୋରଣରେ ୩ ବଗି ଲାଇନ ଚ୍ୟୁତ

ଇସଲାମାବାଦ,୨୯।୭: ପାକିସ୍ତାନର ଦକ୍ଷିଣ-ପୂର୍ବ ପ୍ରଦେଶ ସିନ୍ଧରେ ସୋମବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ବିସ୍ଫୋରଣ ଯୋଗୁ ଜାଫର ଏକ୍ସପ୍ରେସ ଟ୍ରେନର ତିନୋଟି କୋଚ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ପାକିସ୍ତାନ ରେଲଓ୍ବେ ଏବଂ ସ୍ଥାନୀୟ ପ୍ରଶାସନ ଏହି…

ଭାରତ-ପାକିସ୍ତାନ ଏସିଆ କପ୍‌ ୨୦୨୫ ମ୍ୟାଚ୍‌ ବାତିଲ ହେବ ନାହିଁ: ସୂତ୍ର

ନୂଆଦିଲ୍ଲୀ,୨୯।୭: ଏସିଆ କପ୍‌ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ମ୍ୟାଚ୍‌କୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ପ୍ରକାଶ ପାଇଛି। ତେବେ, ଉଚ୍ଚ ପଦସ୍ଥ ସୂତ୍ର ଅନୁଯାୟୀ, ଏହି ମ୍ୟାଚ୍‌ ବାତିଲ ହେବ ନାହିଁ।…

କାର୍‌ଗିଲ ଯୁଦ୍ଧରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା, ଜାଣନ୍ତୁ ଭାରତ ନା ପାକିସ୍ତାନ କାହାର ହୋଇଥିଲା ଅଧିକ କ୍ଷତି…

କାର୍‌ଗିଲ ଯୁଦ୍ଧ କେବଳ ଏକ ସାମରିକ ସଂଘର୍ଷ ନ ଥିଲା, ଏହା ଭାରତର ସାର୍ବଭୌମତ୍ୱ, ରଣନୈତିକ ବୁଦ୍ଧି ଏବଂ ସୈନିକଙ୍କ ଅଦମ୍ୟ ସାହସର ପରୀକ୍ଷା ଥିଲା। ମେ’ ୧୯୯୯ରେ ଯେତେବେଳେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀମାନେ ମିଶି କାର୍‌ଗିଲର ଉଚ୍ଚ ଶିଖରଗୁଡ଼ିକୁ…

ପାକିସ୍ତାନକୁ ଧନ୍ୟବାଦ ଦେଲା ଆମେରିକା: ପହଲଗାମ ଆତଙ୍କବାଦୀ ଆକ୍ରମଣର ୩ ମାସ ପରେ କାହିଁକି ଏମିତି କହିଲା, ଜାଣନ୍ତୁ

ୱାଶିଂଟନ,୨୬।୭: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ୱାଶିଂଟନରେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କୁ ଭେଟିଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଲକ୍ଷ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଜାରି…

ହାତ ମିଳାଇଲେ ପାକିସ୍ତାନ-ବାଂଲାଦେଶ, ଭାରତ ପାଇଁ ସୃଷ୍ଟି ହେଲା ଟେନସନ, ବାଜିଲା ସତର୍କ ଘଣ୍ଟି

ଢାକା,୨୫।୭: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସାମ୍ପ୍ରତିକ ଭିଜାମୁକ୍ତ ଚୁକ୍ତିନାମା ଦକ୍ଷିଣ ଏସିଆରେ କୂଟନୈତିକ ସମୀକରଣକୁ ଏକ ନୂତନ ଦିଗଦର୍ଶନ ଦେଇଛି। ଦଶନ୍ଧି ପୁରୁଣା ଦୂରତାକୁ ପଛରେ ପକାଇ, ଏହି ଦୁଇ ଦେଶ କୂଟନୈତିକ ଏବଂ ସରକାରୀ ପାସପୋର୍ଟ ଧାରକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?