Tag Archives: PAKISTAN

ପୁଣି ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ କଲେ ନାହିଁ, ତେଜିଲା ବିବାଦ

ଦୁବାଇ,୨୧।୯: ଏସିଆ କପ ୨୦୨୫ ସୁପର-୪ ମ୍ୟାଚରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଟସ୍ ସମୟରେ ପୁନର୍ବାର ହ୍ୟାଣ୍ଡସେକ କରିନଥିଲେ। ଏହା ପୂର୍ବ ମ୍ୟାଚରେ ମଧ୍ୟ ଦେଖାଯାଇଥିଲା, ଯେତେବେଳେ ଭାରତୀୟ ଦଳ ମ୍ୟାଚ…

ଏସିଆ କପ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଆବୁଧାବି,୨୧।୯: ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷ ମ୍ୟାଚରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ପୁନର୍ବାର ପାକିସ୍ତାନ ଅଧିନାୟକ ସଲମାନଙ୍କ ସହ ପାରମ୍ପରିକ ହ୍ୟାଣ୍ଡସେକ କରିନଥିଲେ। ସୂର୍ଯ୍ୟକୁମାର କହିଛନ୍ତି, “ଆମେ ପ୍ରଥମେ…

ନିଜ ଦେଶ ସମ୍ଭାଳି ପାରୁନି ପାକିସ୍ତାନ, ହେଲେ ଅନ୍ୟକୁ ପରମାଣୁ ବୋମା ଦେବାକୁ ଦେଲାଣି ପ୍ରସ୍ତାବ

ଇସଲମାବାଦ,୨୦।୯: ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଆବଶ୍ୟକ ହେଲେ, ଦେଶର ପରମାଣୁ କାର୍ଯ୍ୟକ୍ରମ ସାଉଦି ଆରବକୁ…

ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ICC: ରିପୋର୍ଟ

ଦୁବାଇ,୧୮ା୯: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିରୋଧରେ ଏସିଆ କପରେ ଏକାଧିକ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ବିଚାର କରୁଛି। ବୁଧବାର ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ ପୂର୍ବରୁ ପିସିବି ମ୍ୟାଚ ରେଫରୀ ଆଣ୍ଡି…

ମୁଇଜୁଙ୍କ ଉପରେ ସୁନା କଳସ ଢାଲିଲା ଭାରତ, କଲା ଏମିତି କାମ ପାକିସ୍ତାନକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଲୀ,୧୮।୯: ଭାରତୀୟ ହାଇ କମିଶନ ଗୁରୁବାର (ସେପ୍ଟେମ୍ବର ୧୮, ୨୦୨୫)ରେ ଘୋଷଣା କରିଛନ୍ତି ଯେ ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ଭାବରେ ମାଳଦ୍ୱୀପର ୫୦ ନିୟୁତ ଆମେରିକୀୟ ଡଲାର ସରକାରୀ ବଣ୍ଡ (ଟି-ବିଲ)କୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛି।…

ପାକିସ୍ତାନ ମୁଣ୍ଡ କାମ କରୁନି, ବଏକଟ ଖବର ମଧ୍ୟରେ ଏସିଆ କପ୍ ଅୟୋଜକଙ୍କୁ କଲା ଏପରି ଅନୁରୋଧ

ଦୁବାଇ,୧୭।୯: ଶେଷରେ ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରେ UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍ ମ୍ୟାଚ ଖେଳିବାକୁ ଷ୍ଟାଡିୟମ ଅଭିମୁଖେ ବାହାରିଛି। ପୂର୍ବରୁ ଭାରତ ବିପକ୍ଷ ମ୍ୟାଚରେ ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ହାତ ମିଳାଇବା ବିବାଦ ପରେ…

ପାକିସ୍ତାନ ଏସିଆ କପ୍‌ରୁ ଓହରିଲା: ଭାରତ ସହ ହ୍ୟାଣ୍ଡସେକ ବିବାଦ ପରେ ବଏକଟ

ଦୁବାଇ,୧୭।୯: ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରୁ ଓହରି ଯାଇଛି। ଭାରତ ବିପକ୍ଷ ମ୍ୟାଚ ସମୟରେ ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ହ୍ୟାଣ୍ଡସେକ ବିବାଦ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସଲମାନ ଆଘାଙ୍କ ନେତୃତ୍ୱାଧୀନ ଦଳକୁ UAE…

ପାକିସ୍ତାନ ଏସିଆ କପ୍‌ରୁ ଓହରିଲା: ଭାରତ ସହ ହ୍ୟାଣ୍ଡସେକ ବିବାଦ ପରେ ମୁହଁ ଲୁଚାଇ ପଳାଇଲା

ଦୁବାଇ,୧୭।୯: ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରେ ଯୁଏଇ ବିପକ୍ଷ ଶେଷ ଗ୍ରୁପ୍ ମ୍ୟାଚ ବଏକଟ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ଉପୁଜିଥିବା ହାତ ମିଳାଇବା ବିବାଦ…

ଏସିଆ କପ୍‌ରୁ ବାହାରିଯିବ ପାକିସ୍ତାନ! ହ୍ୟାଣ୍ଡଶେକ୍‌ ବିବାଦ ପରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ PCB

ଦୁବାଇ,୧୬।୯: ଏସିଆ କପ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ହାଣ୍ଡଶେକ ନ କରିବାର ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହି ମାମଲାରେ ପଛାଇବାକୁ ପ୍ରସ୍ତୁତ ନାହିଁ। ରିପୋର୍ଟ ଅନୁଯାୟୀ, ମ୍ୟାଚ୍‌ର ଦିନକ ପୂର୍ବରୁ ହେବାକୁ ଥିବା ପ୍ରେସ କନ୍ଫରେନ୍ସକୁ ଟିମ…

PCBକୁ ICCର ଶକ୍ତ ଧକ୍କା, ପାକିସ୍ତାନ ଏବେ କରିବ କ’ଣ?

ନୂଆଦିଲ୍ଲୀ,୧୬।୯: ଏସିଆ କପ ୨୦୨୫ରେ ‘ହ୍ୟାଣ୍ଡସେକ ନାହିଁ’ ବିବାଦ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଦାବିକୁ ICC ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। PCB ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବା ପାଇଁ ଦାବି କରିଥିଲା, କିନ୍ତୁ ICC…

ଖୋଲାଖୋଲି ଭାବେ ପାକିସ୍ତାନକୁ ବେଇଜ୍ଜତ କଲେ ଗାଙ୍ଗୁଲି

କୋଲକାତା,୧୬।୯: ୨୦୨୫ ଏସିଆ କପରେ ଭାରତ ବିପକ୍ଷରେ ପାକିସ୍ତାନକୁ ଯେତେ ହାଇଭୋଲଟେଜ ମ୍ୟାଚ ବର୍ଣ୍ଣନା କରାଯାଉ, କିନ୍ତୁ ବାସ୍ତବତା ହେଉଛି ଯେ ପାକିସ୍ତାନ କ୍ରିକେଟର ସ୍ତର ବର୍ତ୍ତମାନ ବହୁତ ହ୍ରାସ ପାଇଛି। ଭାରତ ବିଶ୍ୱର ନମ୍ବର-୧ ଦଳ, ଯାହାର ‘ବି’ କିମ୍ବା…

ଏସିଆ କପ୍‌ ହାଣ୍ଡସେକ୍‌ ବିବାଦ: ଟୁର୍ଣ୍ଣାମେଣ୍ଟ ବଏକଟ୍‌ କରିପାରେ ପାକିସ୍ତାନ

ଦୁବାଇ,୧୫।୯: ଏସିଆ କପ୍‌ ୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ହାଣ୍ଡସେକ୍‌ ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାଣ୍ଡସେକ୍‌ ନ କରିବା ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମ୍ୟାଚ୍‌ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଦାୟୀ କରି ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?