Tag Archives: PAKISTAN

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ ଭିନ୍ନ କାହାଣୀ କହିଥାଏ। ଜାତୀୟ ବିଧାନସଭା ଭିତରେ ଏକ ଛୋଟ ଘଟଣା ଏବେ ସୋସିଆଲ…

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ ଓ ଉନ୍ନତ ସେବା ପ୍ରଦାନ ପାଇଁ ଛୋଟ ଛୋଟ ପ୍ରଦେଶ ଗଠନ କରିବାକୁ ବର୍ତ୍ତମାନର…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ ଏହାର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପରୀକ୍ଷା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ସେ…

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌ ସୟେଦ ମୁନିରଙ୍କୁ ଦେଶର ପ୍ରଥମ ସିଡିଏଫ୍‌ ରୂପେ ଆଗାମୀ ୫ ବର୍ଷ ପାଇଁ ନିଯୁକ୍ତି…

‘ଆତଙ୍କବାଦ ବିରୋଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବା…’, ମୋଦି-ପୁଟିନଙ୍କ ମିଳିତ ବିବୃତ୍ତିରେ ପହଲଗାମ ଆକ୍ରମଣର ଉଲ୍ଲେଖ, ଛାନିଆ ହେଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୫।୧୨: ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। ପହଲଗାମ ଆକ୍ରମଣକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆତଙ୍କବାଦ ବିରୁଦ୍ଧରେ…

ପୁଟିନଙ୍କ ଭାରତ ଗସ୍ତକୁ ଦେଖି ଚିଡି ଗଲାଣି ପାକିସ୍ତାନ, କହିଲା ଆମର ବି ଏଠିକୁ ଆସୁଛନ୍ତି ରାଜା…

ଇସଲାମାବାଦ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାକିସ୍ତାନବାସୀଙ୍କୁ ଚିନ୍ତାରେ ପକାଇବା ସହ ବିଚଳିତ କରିଛି ଯେ ପୁଟିନ କାହିଁକି କେବେ ସେମାନଙ୍କ ଦେଶକୁ ଯାଆନ୍ତି ନାହିଁ। ନିଜର ବିରକ୍ତି ଲୁଚାଇବା ପାଇଁ, ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଅନେକ…

‘ବୃହତ୍ତର ଆଫଗାନିସ୍ତାନ’ ମାନଚିତ୍ର ପ୍ରଦର୍ଶନ କଲା ତାଲିବାନ: ରାଗରେ ନାଲି ହୋଇଗଲା ପାକିସ୍ତାନ

ଭୁବନେଶ୍ୱର,୪।୧୨: ଆଫଗାନିସ୍ତାନର ତାଲିବାନ ଶାସକମାନେ ନାଙ୍ଗରହାର ପ୍ରଦେଶରେ ଜଣେ ପ୍ରମୁଖ ପସ୍ତୋ କବି ମତିଉଲ୍ଲା ତୁରାବଙ୍କ କବର ଉପରେ ଏକ ବିବାଦୀୟ “ବୃହତ୍ତର ଆଫଗାନିସ୍ତାନ” ମାନଚିତ୍ର ସ୍ଥାପନ କରିଛନ୍ତି। ଏହି ମାନଚିତ୍ରରେ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବୃହତ ଅଂଶ ଏବଂ…

ପୁଟିନ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ରୁଷିଆରୁ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଶିଲେ ପାକିସ୍ତାନକୁ ଲାଗିବ ଝଟକା

ନୂଆଦିଲ୍ଲୀ,୩।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର ଏବଂ ଶୁକ୍ରବାର (ଡିସେମ୍ବର ୪-୫, ୨୦୨୫) ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ଆସୁଛନ୍ତି। ତଥାପି, ପୁଟିନ୍‌ଙ୍କ ଗସ୍ତ ପୂର୍ବରୁ, ରୁଷିଆ ସଂସଦ (ଡୁମା) ମଙ୍ଗଳବାର (ଡିସେମ୍ବର ୨, ୨୦୨୫) ଭାରତ ସହିତ…

ପାକିସ୍ତାନରେ ବଢୁଛି ମହିଳାଙ୍କ ଉପରେ ନିର୍ଯ୍ୟାତନା! ବଳାତ୍କାରୀଙ୍କୁ ମିଳୁନି ଦଣ୍ଡ, ଡରାଉଛି ସଂଖ୍ୟା

ଇସଲାମାବାଦ,୩।୧୨: ପାକିସ୍ତାନରେ ମହିଳାମାନଙ୍କ ଅବସ୍ଥା ଅତ୍ୟନ୍ତ ଭୟଙ୍କର ରହିଛି। ମହିଳାମାନଙ୍କ ବିରୁଦ୍ଧରେ ହିଂସା ନିରନ୍ତର ବୃଦ୍ଧି ପାଉଛି। ସାହିଲ ନାମକ ଏକ ସଂଗଠନ ଏହାର ରିପୋର୍ଟରେ ଦାବି କରିଛି ଯେ ୨୦୨୫ ର ପ୍ରଥମ ୧୧ ମାସରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ…

ଶ୍ରୀଲଙ୍କାକୁ ଏକ୍ସପାଏରି ରିଲିଫ୍ ସାମଗ୍ରୀ ପଠାଇ ପାକିସ୍ତାନ ନିନ୍ଦିତ, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ,୨।୧୨: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ସହାୟତା ପଠାଇବାର ପାକିସ୍ତାନର ଉଦ୍ୟମ ବଡ଼ ଧରଣର ଲଜ୍ଜାର କାରଣ ହୋଇଛି। ପାକିସ୍ତାନର ହାଇ କମିଶନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ରିଲିଫ୍ ପ୍ୟାକେଜ୍‌ର ଫଟୋରେ ସାମଗ୍ରୀର ଏକ୍ସପାଏରି ତାରିଖ ପୂର୍ବରୁ ସରିଯାଇଥିବା ଦେଖିବାକୁ…

ଇମ୍ରାନଙ୍କୁ ନେଇ ପାକିସ୍ତାନରେ ହଙ୍ଗାମା! ରାଓ୍ବଲପିଣ୍ଡିରେ ୧୪୪ ଧାରା ଜାରି

ଇସଲାମାବାଦ,୨।୧୨: ପାକିସ୍ତାନ ସରକାର ରାୱଲପିଣ୍ଡି ଜିଲାରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟ ଏବଂ ଉପସ୍ଥିତି ବିଷୟରେ ଗୁଜବ ତୀବ୍ର ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଶାସନ ଭୟ କରିଥିଲା ଯେ…

ଆତ୍ମଘାତୀ ଆକ୍ରମଣରେ ଥରି ଉଠିଲା ପାକିସ୍ତାନ, BLF ର ସାମରିକ ଘାଟିକୁ ଟାର୍ଗେଟ

ଇସଲାମାବାଦ,୧।୧୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ନୋକୁଣ୍ଡି ଅଞ୍ଚଳରେ ଫ୍ରଣ୍ଟିୟର୍‌ କର୍ପସ (FC) ମୁଖ୍ୟାଳୟ ନିକଟରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ରେକୋ ଡିକ ଏବଂ ସନ୍ଦକ ଖଣି ପ୍ରକଳ୍ପ ସହିତ ଜଡିତ ବିଦେଶୀ ବିଶେଷଜ୍ଞ, ଇଞ୍ଜିନିୟର ଏବଂ କର୍ମଚାରୀଙ୍କ କାର୍ଯ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?