ପାକିସ୍ତାନ ପାଇଁ ଏକାସାଙ୍ଗେ ୪ ଖେଳାଳି କଲେ ଡେବ୍ୟୁ, ୨୦ ବର୍ଷୀୟ ବ୍ୟାଟରଙ୍କୁ ମିଳିଲା ଓପନିଂ ସୁଯୋଗ
ରାୱଲପିଣ୍ଡି,୯।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମୁକାବିଲା ସୋମବାରଠାରୁ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ…

