‘ପ୍ରତି ସିଲିଣ୍ଡର ପ୍ରାୟ ୭ଶହ ଟଙ୍କା କ୍ଷତି’: ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧି ଉପରେ ସରକାରଙ୍କ ବିବୃତ୍ତି , ପାକିସ୍ତାନ-ଆମେରିକା ସହ ତୁଳନା ନୂଆଦିଲ୍ଲୀ,୭।୬: କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୯ଟଙ୍କା ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତିକୁ ସମର୍ଥନ କରି ସରକାର ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ ଆନ୍ତର୍ଜାତୀୟ ଗ୍ୟାସ ମୂଲ୍ୟରେ ତୀବ୍ର ବୃଦ୍ଧି ସତ୍ତ୍ୱେ, ଭାରତରେ ପରିବାରଗୁଡ଼ିକ ଅନ୍ୟ…