ପାକିସ୍ତାନର ଅର୍ଥନୀତି ଠାରୁ ବଡ଼ ଟାଟା ଗ୍ରୁପର ବଜାର ମୂଲ୍ୟ: ରିପୋର୍ଟ ନୂଆଦିଲ୍ଲୀ,୧୯।୨: ଟାଟା ଗ୍ରୁପ୍ କମ୍ପାନୀଗୁଡିକର ମିଳିତ ବଜାର ମୂଲ୍ୟ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ଅତିକ୍ରମ କରିଛି। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଲୁଣ-ଟୁ-ସଫ୍ଟୱେର୍ କମ୍ପାନୀ ମାଧ୍ୟମରେ ଭାରତର ସବୁ ଘରେ ପହଞ୍ଚିଥିବା ଟାଟା ଗ୍ରୁପ୍ ବଜାର...