ବରିଷ୍ଠ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ, ଗଢ଼ିଥିଲେ ଅକ୍ଷୟ କୁମାର-ଗୋବିନ୍ଦାଙ୍କ କ୍ୟାରିୟର ନୂଆଦିଲ୍ଲୀ,୪ା୬: ବଲିଉଡରୁ ଦୁଃଖଦ ଖରାପ ଖବର ଆସିଛି । ଚଳଚ୍ଚିତ୍ର ଶିଳ୍ପ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି । ଚଳଚ୍ଚିତ୍ର ପ୍ରଯୋଜକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)ର ପୂର୍ବତନ ଅଧ୍ୟକ୍ଷ ପହଲାଜ ନିହାଲାନିଙ୍କ ଦେହାନ୍ତ ହୋଇଛି । ସେ…