ବାଜିଲା ନିର୍ବାଚନ ବିଗୁଲ୍: ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି, କଂଗ୍ରେସର ନଜର
ବାଲିଗୁଡ଼ା,୧୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ୍। ବାଲିଗୁଡ଼ା ବିଧାନସଭା କ୍ଷେତ୍ରରେ ମେ’ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତିର ପେଡ଼ି ଖୋଲିବେ। କେଉଁ ବର୍ଗର ଲୋକଙ୍କୁ କିଭଳି…
ଓଡ଼ିଶାରେ ଚାରି ପର୍ଯ୍ୟାୟରେ ହେବ ମତଦାନ, ନେତା ବାଛିବେ ୩.୩୨ କୋଟି ଭୋଟର
ଭୁବନେଶ୍ୱର,୧୬।୩: ଲୋକ ସଭା ଏବଂ ଓଡ଼ିଶା ସମେତ ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସମଗ୍ର ଭାରତରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିଲା ବେଳେ ଓଡ଼ିଶାରେ ବିଧାନସଭା ଏବଂ ୨୧ ଟି…
ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ
ଭୁବନେଶ୍ୱର,୧୬ା୩: ଶନିବାର ଭାରତ ନିର୍ବାଚନ ଆୟୋଗ ରାଜ୍ୟରେ ୨୧ଟି ଲୋକ ସଭା ଏବଂ ୧୪୭ ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା…
ନିର୍ବାଚନରେ ଆଦର୍ଶ ଆଚରଣ ବିଧି କ’ଣ? ଲାଗୁ ହେବା ପରେ କାହା ଉପରେ ଲାଗିଯାଏ ପ୍ରତିବନ୍ଧକ? ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ସହ ଓଡ଼ିଶା ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦେଶରେ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ୍ ୪ରେ ଫଳାଫଳ ଆସିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ସାରା…
ଭୋଟ ପରିଚୟ ନ ଥିଲେ ବି ଦେଇପାରିବେ ଭୋଟ୍? ଜାଣନ୍ତୁ କ’ଣ ରହିଛି ବ୍ୟବସ୍ଥା
ନୂଆଦିଲ୍ଲୀ,୧୬।୩: ଆସନ୍ତା ସାଧାରଣ ନିର୍ବାଚନ ଲାଗି ବାଜିଛି ବିଗୁଲ। ଏପ୍ରିଲ ୧୯ ତାରିଖରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯିବ। ୨୦୨୪ରେ ୭ଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳବାସୀ ଭୋଟ ଦେବେ। ଓଡ଼ିଶା ବିଷୟରେ…
ନିଜ ନିର୍ବାଚନ ମଣ୍ଡଳୀରେ କେବେ ହେବ ଭୋଟ୍, ଜାଣି ରଖନ୍ତୁ…
ଭୁବନେଶ୍ୱର,୧୬ା୩: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍ମିଟ୍ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ…
ଘୋଷଣା ହେଲା ନିର୍ବାଚନ ତାରିଖ, ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ୍
ଭୁବନେଶ୍ୱର,୧୬ା୩: ବାଜିଲା ନିର୍ବାଚନୀ ବିଗୁଲ୍। ଶନିବାର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍ମିଟ୍ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ଲୋକ ସଭା ଏବଂ ଓଡ଼ିଶା ବିଧାନସଭା…
ଏଣିକି ବନ୍ୟପ୍ରାଣୀଙ୍କ ସହ ଫଟୋ-ଭିଡିଓ ପୋଷ୍ଟ କଲେ ବନ୍ଧା ହେବେ, ହୋଇପାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍
ଭୁବନେଶ୍ୱର, ୧୫।୩(ଅସମାପିକା ସାହୁ) -ସୋସିଆଲ ମିଡିଆରେ ସଂରକ୍ଷିତ ବନ୍ୟପ୍ରାଣୀ (ଜୀବିତ, ମୃତ ବା ଅଙ୍ଗପ୍ରତ୍ୟଙ୍ଗ)ଙ୍କ ସହିତ ଫଟୋ ଉଠାଇ ପୋଷ୍ଟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଉଭୟ ମଣିଷ ଓ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସମ୍ଭାବନା ରହୁଥିବାରୁ ରାଜ୍ୟ…
ଅର୍ଚ୍ଚନା-ଜଗବନ୍ଧୁଙ୍କୁ ୪ ଘଣ୍ଟା ଜେରା, ଗଣମାଧ୍ୟମକୁ କହିଲେ…
ଭୁବନେଶ୍ୱର,୧୫।୩(ସତ୍ୟଜିତ୍ ରାଉତ): ହନିଟ୍ରାପ୍ ମାମଲାରେ ଛନ୍ଦିହୋଇଥିବା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଜେରା ହୋଇଛନ୍ତି। ଅପରାହ୍ନ ପ୍ରାୟ ୧ଟା ୩୦ରେ ଆୟକର ଅଫିସକୁ ଅର୍ଚ୍ଚନା ଓ ଜଗବନ୍ଧୁ ଯାଇ ୪ ଘଣ୍ଟା…
ଭାଜପାରୁ ଇସ୍ତଫା ଦେଲେ ଲାଲା, ଇରାନୀ
ନୟାଗଡ଼,୧୫ା୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପା ନେତ୍ରୀ ଇରାନୀ ରାୟ ଓ ଭାଜପାର ପୂର୍ବତନ ଜିଲା ସଭାପତି ଲାଲା ମନୋଜ ରାୟ ପ୍ରାଥମିକ ସଦସ୍ୟ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ଦମ୍ପତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଜାତୀୟ…
ଆସନ୍ତା ୨୦ ଯାଏ ଘଡ଼ଘଡ଼ି ସହ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୫।୩(ଅନୁରାଧା ମହାରଣା): ରାଜ୍ୟରେ ତାତି ସହ ଗୁଳୁଗୁଳି ଜାରି ରହିଥିତ୍ବାବେଳେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେଉଛି। ତେବେ ଆସନ୍ତା ୫ଦିନ ଅର୍ଥାତ୍ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ଓ ବର୍ଷା ପରିମାଣ ବଢ଼ିବ। ୩ଦିନ ପରେ ତାପମାତ୍ରାରେ…
ଟ୍ରାଫିକ୍ କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC, ଜାଣନ୍ତୁ କିପରି କରିବେ ଆବେଦନ
ଭୁବନେଶ୍ୱର,୧୫ା୩: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି, କମର୍ସ ଏବଂ ଟ୍ରାନ୍ସପୋର୍ଟ (ଟ୍ରାନ୍ସପୋର୍ଟ) ବିଭାଗ ଅଧୀନରେ ଟ୍ରାଫିକ୍ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟ ଆଶାୟୀମାନେ ଅନଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରି…

