Tag Archives: odisha

ମାହାଙ୍ଗାରୁ ଲଢ଼ିବେ ପ୍ରତାପ ଜେନାଙ୍କ ପୁଅ 

ଭୁବନେଶ୍ୱର,୪।୩: ଆସନ୍ତା ବିଧାନସଭା ନିର୍ବାଚନ ଲାଗି ବୁଧବାର ବିଜେଡି ପକ୍ଷରୁ ୨୭ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ କେନ୍ଦ୍ରାପଡ଼ାର ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ମିଳିଛି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ। ବିଧାନସଭା ନିର୍ବାଚନରେ…

ପାରଳାଖେମୁଣ୍ଡିରୁ ରୂପେଶ, ମୋହନାରୁ ଅନ୍ତର୍ଯ୍ୟାମୀ ଲଢ଼ିବେ ବିଧାନସଭା ନିର୍ବାଚନ

ପାରଳାଖେମୁଣ୍ଡି,୩ା୪(ଗିରିଧାରୀ ପରିଚ୍ଛା): ବହୁପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବାକିଥିବା ସମସ୍ତ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ଲୋକ ସଭା ଆସନ ପାଇଁ…

ଭୁବନେଶ୍ୱର ୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି; ଗୋଟିଏରେ ଛିଡ଼ୁନି ଅଙ୍କ

ଭୁବନେଶ୍ୱର,୪।୩: ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଧବାର ୨୭ଜଣ ପ୍ରାର୍ଥୀଙ୍କ ନାମକୁ ଘୋଷଣା କରିଛନ୍ତି। ଏଥିରେ ଭୁବନେଶ୍ୱରର ୩ ଆସନରୁ…

ନୃଶଂସ ଭାବେ ବେକ କାଟି ହତ୍ୟା କରି ଫିଙ୍ଗିଦେଲେ, ରକ୍ତ ଜୁଡୁବୁଡ଼ୁ ମୃତଦେହ ଜବତ କଲା ପୁରୀ ପୋଲିସ

ପୁରୀ,୩।୪(ଅଜିତ୍‌ ମହାନ୍ତି): ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଚକ୍ରତୀର୍ଥ ରୋଡ ସମୁଦ୍ର କୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜବତ କରାଯାଇଛି। ମୃତ…

ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଲା ହାଇଓ୍ବା, ୭ ବାଇକ୍‌ ଚୁରମାର୍‌ ; ମାଲିକ ଗୁରୁତର

ତିଗିରିଆ, ୩।୪(ଜାଫର ଖାଁ ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସ୍ଥିତ ମଙ୍ଗଳାବଜାରରେ ବୁଧବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ଆଠଗଡ ପଟୁ ବଡମ୍ବା ଆଡକୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ୩ ଦୋକାନ ଭାଙ୍ଗିବା…

ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଗଲା

ତିଗିରିଆ, ୩।୪(ଜାଫର ଖାଁ ): ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ବାଲିପୁଟ ଗ୍ରାମର ବସନ୍ତ ଦେହୁରୀ(୬୨)। ସୂଚନାନୁଯାୟୀ, ବସନ୍ତ କାଳୀଚିଆବଲ୍ଲଭ ଜଙ୍ଗଲ ସଂଲଗ୍ନ…

ଆଉ ୧୭ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଏବେ ବି ସସ୍‌ପେନ୍ସରେ ଆମେଠି-ରାଏବରେଲି

ନୂଆଦିଲ୍ଲୀ,୨ା୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେଥିରେ ଓଡ଼ିଶାରୁ ୮ ଜଣ ଥିବାବେଳେ ଆନ୍ଧ୍ରରୁ ୫, ବିହାରରୁ ୩ ଏବଂ ପଶ୍ଚିମବଙ୍ଗରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ…

ବିଜେପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସନତଙ୍କ ଉପରେ ଭାଜପାର ଭରସା

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେଡିରେ ମିଶିଥିଲେ । ଏହି ମିଶ୍ରଣ ପରେ ଆସନଟି ବିଜେଡି…

ଆଗକୁ ତାତି ସାଙ୍ଗକୁ କଲବଲ କରିବ ଗୁଳୁଗୁଳି, ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର,୨।୪: ଏପ୍ରିଲ ଆରମ୍ଭରୁ କଲବଲ କରୁଛି ତାତି। ଦିନରେ ମୁଣ୍ଡଫଟା ଖରା ସାଙ୍ଗକୁ ରାତିରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଉଛି। ତେବେ ଚଳିତ ଗ୍ରୀଷ୍ମଋତୁରେ ସାମାନ୍ୟରୁ ଯଥେଷ୍ଟ ଅଧିକ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।…

ସସ୍‌ପେଣ୍ଡ ଭୟରେ କ’ଣ ମୋ’ ପୁଅ ପାଇଁ ପ୍ରଚାର କରିବି ନାହିଁ? ପ୍ରଶ୍ନ କରି ଜବାବ ରଖିଲେ ସୁର…

ଭୁବନେଶ୍ୱର,୨।୪: ବାପା କଂଗ୍ରେସର ବରିଷ୍ଠ ନେତା, ହେଲେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପୁଅ। ଏହାକୁ ନେଇ ପରିବାର ସହ ଦଳ ପକ୍ଷରୁ ନାନାଦି ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ନିକଟରେ ଏକ…

ଭାଜପା କାର୍ଯ୍ୟାଳୟରେ ହଙ୍ଗାମା, ଟିକେଟ ନ ମିଳିବାରୁ ତାତିଲେ ଧର୍ମଶାଳା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ…

ଭୁବନେଶ୍ୱର,୨।୪: ଆଗାମୀ ବିଧାନସଭା ନିର୍ବାଚନ ଲାଗି ଭାଜପା ମଙ୍ଗଳବାର ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏଥିରେ ଧର୍ମଶାଳା ଆସନରେ ସ୍ମୃତିରେଖା ପହିଙ୍କୁ ଟିକେଟ ମିଳିଛି। ଏହାକୁ ନେଇ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ମାନେ…

ସକାଳୁଆ ଅଙ୍ଗନୱାଡି, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତି

ଭୁବନେଶ୍ୱର,୧।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ସକାଳ ୭ଟା ରୁ ୧୧.୩୦ ଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?