Tag Archives: odisha

OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ: ଚାକିରି ଅଶାୟୀଙ୍କ ମୃତ୍ୟ

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ଓଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରୀକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପରୀକ୍ଷା ଦୌଡ଼ ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି।…

ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ଆମର ପ୍ରାଥମିକତ: କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୪ା୩: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଓ ଯୁବସେବା ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଆଗାମୀ ଦିନରେ ବ୍ଲକ ସ୍ତରରେ ନିର୍ମାଣ ହେବାକୁ ଥିବା…

ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି: ସୀମାରେ ଅନୁପ୍ରବେଶ ନେଇ କଡା ଚେତାବନୀ

ଭୁବନେଶ୍ୱର,୩ା୩: ନଦୀପଠାର ସୀମାବର୍ତ୍ତୀ ଅଞ୍ଚଳରୁ ବାଲି ଉତ୍ତୋଳନକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ସୋମବାର ସୁବର୍ଣ୍ଣରେଖା ନଦୀ କୂଳରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ କ୍ଷେତ୍ରୀୟ ସୀମା ଚିହ୍ନଟ ପାଇଁ ଏକ ମିଳିତ ଅଭ୍ୟାସ ଆରମ୍ଭ ହୋଇଛି। ରାଜ୍ୟ…

କ୍ରୀଡ଼ା ଛାତ୍ରାବାସରେ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨ା୩: କଳିଙ୍ଗ ଷ୍ଟାଡିୟମରେ ଥିବା କ୍ରୀଡା ଛାତ୍ରାବାସର ନାବାଳକ ଅନ୍ତେବାସୀଙ୍କ ଦ୍ୱାରା କରାଯାଇଥିବା ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। କ୍ରୀଡା ଏବଂ ଯୁବ ସେବା ବିଭାଗର ଏକ…

୫୦ ଜଣ ଆଦିବାସୀ ଛାତ୍ରଙ୍କୁ ପାଇଲଟ୍ ତାଲିମ ପ୍ରଦାନ କରିବେ ଓଡ଼ିଶା ସରକାର

ଭୂବନେଶ୍ୱର,୨ା୩: ଓଡିଶା ସରକାର ୫୦ ଜଣ ଆଦିବାସୀ ଛାତ୍ର, ଅଧିକାଂଶ ମହିଳାଙ୍କୁ ପ୍ରାରମ୍ଭିକ ପାଇଲଟ୍ ତାଲିମ ପ୍ରଦାନ କରିବେ। ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ସମ୍ପ୍ରତି ତାଲିମ ପ୍ରଦାନ କରିବା ପାଇଁ ଏକ ବୃତ୍ତିଗତ ସଂସ୍ଥା ନିଯୁକ୍ତି କରିବା…

ସୁଭଦ୍ରା: ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ

ଭୁବନେଶ୍ୱର,୧ା୩ (ଅନୁରାଧା ମହାରଣା) – ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ। ସେହିପରି ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ…

MMR, IMR ରେ ବ୍ୟାପକ ହ୍ରାସ: କର୍କଟ ଚିକିତ୍ସା ପାଇଁ ଓଡ଼ିଶା, ଆୟୁଷ୍ମାନ ଭାରତକୁ ପ୍ରଶଂସା କଲେ ଜେପି ନଡ୍ଡା

ପୁରୀ,୨୮।୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)କୁ ପ୍ରଶଂସା କରିଛନ୍ତି। ସାରା ଦେଶରେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଭାରତର ଜନସ୍ୱାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବାରେ NHM ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ପୁରୀରେ ଆୟୋଜିତ…

ପଶୁପାଳନ ପାଇଁ ବଡ଼ ଘୋଷଣା କଲେ ଓଡ଼ିଶା ସରକାର, ମାଗଣାରେ ମିଳିବ…

ଭୁବନେଶ୍ୱର,୨୬ା୨: ପଶୁପାଳନ କ୍ଷେତ୍ରର ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ୧ ମାର୍ଚ୍ଚ, ୨୦୨୫ ରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। “ରାଜ୍ୟବାସୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ, ସରକାର ଏକ ଯୁଗାନ୍ତକାରୀ…

ମାଟ୍ରିକ ଦ୍ୱିତୀୟ ଭାଷା ପରୀକ୍ଷା: ୮ ଅସାଧୁ ପରୀକ୍ଷାର୍ଥୀଙ୍କୁ ଧରିଲା AI

କଟକ,୨୫ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ସୋମବାର ଦ୍ୱିତୀୟ ଭାଷା (ଇଂଲିଶ ଓ ହିନ୍ଦୀ) ପରୀକ୍ଷାରେ ୮ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ମାଲ୍‌ପ୍ରାକ୍ଟିସ୍‌ ହୋଇଛନ୍ତି। ଏହି ପରୀକ୍ଷାର୍ଥୀମାନେ ହଲ୍‌ ମଧ୍ୟରେ କପି କରୁଥିବାବେଳେ…

ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା, ଜାଣନ୍ତୁ ଓଡ଼ିଶାର କେତେ କୃଷି ହେଲେ ଉପକୃତ

ଭୁବନେଶ୍ୱର, ୨୪ା୨: ସୋମବାର କୃଷକଙ୍କ ପାଇଁ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ୧୯ତମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୩୪.୯୮ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି। ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ ଏହା ସୂଚନା…

୨୦୩୨ରେ ପୃଥିବୀ ସହ ଧକ୍କା ହୋଇପାରେ: ଓଡ଼ିଶା ସମେତ ୭ ରାଜ୍ୟକୁ ଆଷ୍ଟେରଏଡ୍‌ ଭୟ

ଓ୍ବାଶିଂଟନ୍‌, ୨୩ା୨: ୧୩୦ରୁ ୩୦୦ ଫୁଟ ଲମ୍ବା ଆଷ୍ଟେରଏଡ୍‌ ‘ଓ୍ବାଇଆର୍‌୪’ ସମ୍ପ୍ରତି ପୃଥିବୀ ଆଡ଼କୁ ମାଡ଼ିଆସୁଛି। ୨୦୩୨ରେ ଏହି ଆଷ୍ଟେରଏଡ୍‌ ପୃଥିବୀ ସହ ଧକ୍କା ହେବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏହାଦ୍ୱାରା ମହାରାଷ୍ଟ୍ର, ଉତ୍ତର ତେଲଙ୍ଗାନା, ଦକ୍ଷିଣ ମଧ୍ୟପ୍ରଦେଶ,…

ମୂଲ୍ୟବାନ ସମ୍ପତ୍ତି କିଣିବା ପାଇଁ ସରକାରଙ୍କଠାରୁ ଅନୁମତି ନେବେ ଓଡ଼ିଶା ସରକାରୀ କର୍ମଚାରୀ

ଭୁବନେଶ୍ୱର,୨୧।୨: ଏଣିକି ଓଡିଶା ସରକାର କର୍ମଚାରୀମାନେ କୌଣସି ମୂଲ୍ୟବାନ ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କୁ ସୂଚନା ଦେବେ। ରାଜ୍ୟ ସରକାର କର୍ମଚାରୀମାନଙ୍କୁ ସେମାନଙ୍କର ଦୁଇ ମାସର ମୂଳ ଦରମା ଠାରୁ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି ସହିତ ଜଡିତ ଯେକୌଣସି କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?