ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ: କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
ଲାଞ୍ଜିଗଡ଼,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ ମୃତ୍ୟୁ ଘଟୁଛି l ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନକାପାଲିଠାରେ ଦୁଇ ମାସ ତଳେ…
CBSE Result: ଯୁକ୍ତ ୨ରେ କଳାହାଣ୍ଡି ଜିଲା ଟପ୍ପର ହେଲେ ତେଜସ୍ବିନୀ ସୁନା
ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ): ସିବିଏସଇ ଯୁକ୍ତ ୨ ପରୀକ୍ଷାରେ କଳାହାଣ୍ଡି ଜିଲା ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ଛାତ୍ରୀ ତେଜସ୍ବିନୀ ସୁନା ସର୍ବମୋଟ ୪୮୫ (୯୭%)ମାର୍କ ରଖି କଳାହାଣ୍ଡି ଜିଲା ଟପ୍ପର ହୋଇଛନ୍ତି। ତାଙ୍କ ବାପା ସହଦେବ ସୁନା ବୁଢୀଖମନ ପ୍ରାଥମିକ…
CBSE Result: କ୍ରିଷ୍ଣା ବିକାଶ ଗ୍ରୁପ୍ ଛାତ୍ରଛାତ୍ରୀଙ୍କ ସଫଳତା, ଖୁସିରେ ସେଲଫି ନେଲେ ଚେୟାରମ୍ୟାନ୍
ବରଗଡ଼,୧୩।(ପ୍ରେମାନନ୍ଦ ଖମାରୀ)- ଚଳିତ ବର୍ଷ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୩ ଜଣ- ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨୬ ଜଣ ଛାତ୍ରୀଛାତ୍ର ୯୫% ଏବଂ ଦଶମରେ ୧୦୧ଜଣ, ଦ୍ୱାଦଶରେ ୮୪ ଜଣ ଛାତ୍ରୀଛାତ୍ର…
CBSE Result: ଦଶମରେ କୋରାପୁଟ ଜିଲା ଟପ୍ପର ହେଲେ ପ୍ରତୀକ ସାହୁ
କୋରାପୁଟ,୧୩।୫(ଅମିତାଭ ବେହେରା): ମଙ୍ଗଳବାର ଘୋଷିତ ସିବିଏସ୍ଇ ୧୦ମ ପରୀକ୍ଷାରେ କୋରାପୁଟ ଜିଲା ଟପ୍ପର ହୋଇଛନ୍ତି ପ୍ରତୀକ ସାହୁ। ସେ ହେଲେ ପିତା ହେଉଛନ୍ତି ସଚ୍ଚିଦାନନ୍ଦ ସାହୁ ଓ ମାତା -ରଞ୍ଜିତା ସାହୁ ଜେଜେବାପା -ବାବାଜୀଚରଣ ସାହୁ (ପୂର୍ବତନ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ)ଙ୍କ…
CBSE Result: ଦଶମରେ କଳାହାଣ୍ଡି ଟପ୍ପର ହେଲେ ଅନିକେତ ପଣ୍ଡା
ଭବାନୀପାଟଣା, ୧୩।୫(ଉତ୍ତମ କୁମାର ଦାଶ)-ସିବିଏସଇ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲା ଜୁନାଗଡ ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ର ଛାତ୍ର ଅନିକେତ ପଣ୍ଡା ଜିଲା ଟପ୍ପର ହୋଇ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ସେ ସର୍ବମୋଟ…
CBSE Result:ସଂସ୍କାର ସ୍କୁଲର ରେକର୍ଡ଼ ସଫଳତା, କମର୍ସରେ ରିୟା ଅଗ୍ରୱାଲ ପଶ୍ଚିମ ଓଡ଼ିଶା ଟପ୍ପର
ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ)- ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ସଂସ୍କାର ଇଣ୍ଟର ନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ର ପୂର୍ବବର୍ଷର ରେକର୍ଡ଼କୁ ଭଙ୍ଗ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉକ୍ତ ସ୍କୁଲର ଦ୍ୱାଦଶ ଶ୍ରେଣୀ କମର୍ସ…
CBSE Result: କେନ୍ଦ୍ରୀୟ ବିଦ୍ୟାଳୟର ଆଦର୍ଶ, ସେଣ୍ଟଆନ୍ସର ଭାବନା ଟପ୍ପର
ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ)-ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ପକ୍ଷରୁ ମଙ୍ଗଳବାର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସେଣ୍ଟଆନ୍ସ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ଫଳ ଭଲ ହୋଇଛି ।…
ବଙ୍ଗୋପସାଗରରେ ଉଡ଼ିଲା ଡ୍ରୋନ୍, ଜଳପଥ ଦେଇ ଆସୁଥିବା ସନ୍ଦିଗ୍ଧଙ୍କ ଉପରେ ନଜର; Video
ଭୋଗରାଇ, ୧ ୩ l୫ ( ପ୍ରଦୀପ ଦାସ ): ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦ ଟାରେ ପ୍ରତିରକ୍ଷା ବିଭାଗ ଓ ତାଳସାରୀ ମେରାଇନ ଥାନା ସହଯୋଗରେ ଏକ ବଡ଼ ଡ୍ରୋନ…
ବୋଉ ଫୋନ୍ କରି କହିଲା…‘ହସ୍ପିଟାଲରେ ଆଖି ବୁଜି ଦେଲେ ତୋ ସ୍ତ୍ରୀ ଆଉ ପୁଅ’
ଦିଗପହଣ୍ଡି,୧୩। ୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ ତାଙ୍କ ନବଜାତ ଶିଶୁପୁତ୍ର ମୃତ୍ୟୁବରଣ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି…
ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଲୋକକଳା ସ୍ଥାନିତ, ଖୁସିବ୍ୟକ୍ତ କରୁଛନ୍ତି ଭକ୍ତ
ଗଞ୍ଜାମ,୬।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଛି । ଏହି ଉପଲକ୍ଷେ ମଙ୍ଗଳବାର ଋଷୁକୂଲ୍ୟା ନଦୀ ଘାଟରେ ପହଞ୍ଚି ମା’ ଗଙ୍ଗାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ…
ମନ୍ଦିର ପାଖରେ ବାଇକ୍କୁ ପଛରୁ ଧକ୍କା ଦେଲା ବାଇକ୍, ଆହତଙ୍କ ପରିଚୟ ଖୋଜୁଛି ପୋଲିସ
ଭଞ୍ଜନଗର,୯।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରସାଦ ମୁଖ୍ୟ ରାସ୍ତାର ସୋରାଦେବି ମନ୍ଦିର ପାଖରେ ଶୁକ୍ରବାର ରାତି ୮ଟାରେ ଗୋଟିଏ ବାଇକକୁ ଆଉ ଗୋଟିଏ ବାଇକ ପଛଆଡୁ ଧକ୍କା ଦେଇଥିଲା। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ପ୍ରଥମ…
କାମ କରୁନି ସ୍ବାସ୍ଥ୍ୟକେନ୍ଦ୍ର ଲିଫ୍ଟ, ଅଧାରେ ଫସି ରହିଲେ ଅଧିକାରୀ
ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାର ଚିକିତ୍ସାଳୟରେ କେବଳ ସ୍ବାସ୍ଥ୍ୟସେବା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟ ଅଚଳ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। କିନ୍ତୁ ପୁରୁଣା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଅର୍ଥାତ…

