Tag Archives: odisha

ବଜ୍ରପାତ ମୃତ୍ୟୁ ରୋକିବ ତାଳ ଗଛ, ଚଳିତ ବର୍ଷ ପୋତାଯାଉଛି ୭୮ ହଜାର ତାଳ ମଞ୍ଜି

ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗତବର୍ଷ ବର୍ଷା ଋତୁରେ ମୂଜାଗଡ, ଗାଲେରି, ତାରସିଂ, ଜଗନ୍ନାଥପ୍ରସାଦ ଏବଂ କେନ୍ଦ୍ରୀୟ ବନାଞ୍ଚଳ ଅଧିନରେ ୬୮ ହଜାର ତାଳଗଛ ଲଗାଯାଇଥିଲା। ଚଳିତ ବର୍ଷ ଆଉ ୭୮ ହଜାର ତାଳଗଛ…

‘କରିଥିବା କର୍ମର ଫଳ ଭୋଗୁଛନ୍ତି’ ଅମରେଶଙ୍କୁ ନେଇ ଏତେ ବଡ଼ କଥା କହିଦେଲେ ଅର୍ଚ୍ଚନା

ଭୁବନେଶ୍ୱର,୨୭।୭: ବଳାତ୍କାର ମାମଲାରେ ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କୁ ପଚାରିଲେ ସେ ସବୁ କହିପାରିବେ। ୧୦୦% ଅର୍ଚ୍ଚନା ନାଗ ମୋତେ ଫସାଇ…

ଜେଲ ଯିବାବେଳେ ଅମରେଶ ଜେନାଙ୍କ ଚାଞ୍ଚଲ୍ୟକାର ବୟାନ, କହିଲେ ଅର୍ଚ୍ଚନା ନାଗ ମୋତେ…

ଭୁବନେଶ୍ୱର,୨୭।୭: ବଳାତ୍କାର ମାମଲାରେ ଗିରଫ ହେବା ପରେ ଏବେ ଜେଲ ଗଲେ ଅମରେଶ ଜେନା। ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କୁ ପଚାରିଲେ…

ଘରେ ଏହି ସବୁ ଜିନିଷ ଥିଲେ କଟିବ ରାଶନ କାର୍ଡ, ସରକାରଙ୍କ ଗାଇଡଲାଇନ, ଚେକ୍‌ କରିନିଅନ୍ତୁ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୭।୭: ଆଜି ମଧ୍ୟ, ଆମ ଦେଶରେ ଏପରି ଅନେକ ଲାଭଦାୟକ ଏବଂ କଲ୍ୟାଣକାରୀ ଯୋଜନା ଚାଲିଛି ଯାହା ମାଧ୍ୟମରେ ଗରିବ ଏବଂ ଗରିବ ବର୍ଗକୁ ଲାଭ ଯୋଗାଇ ଦିଆଯାଏ। କେନ୍ଦ୍ର ସରକାର ଅନେକ ଯୋଜନାରେ ଆର୍ଥିକ ସୁବିଧା ପ୍ରଦାନ କରନ୍ତି। ଯେତେବେଳେ,…

ପ୍ରେମିକା ମା’ଙ୍କଠାରୁ ମାଡ଼ ଖାଇବା ପରଠାରୁ ନିଖୋଜ ଥିଲେ ନାବାଳକ, ଗଛରୁ ଝୁଲନ୍ତା ମୃତଦେହ ଠାବ, ଘରଲୋକେ…

ଥୁଆମୂଳ ରାମପୁର,୨୬।୭(ଦୁର୍ଗା କୀର୍ତ୍ତି): ପ୍ରେମିକାଙ୍କ ସହ ଗପୁଥିଲେ। ହଠାତ ସେଠାରେ ତାଙ୍କ ମା’ ପହଞ୍ଚିବା ପରେ ନାବାଳକଙ୍କୁ ମାରପିଟ ସହ ଗାଳିଗୁଲଜ କରିଥିଲେ। ଏହାପରଠାରୁ ନାବାଳକଜଣଙ୍କ ନିଖୋଜ ହୋଇଯାଇଥିଲେ। ଘର ଲୋକେ ଥାନାରେ ଆଶ୍ରା ନେବା ପରେ ଶନିବାର ତାଙ୍କ ଝୁଲନ୍ତା…

ବିନା ଦରଖାସ୍ତରେ ଛୁଟିରେ ଥିଲେ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୨୬।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନସ୍ଥ ବିକ୍ରମପୁର ଗ୍ରାମଠାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ରଙ୍ଗେଈଲୁଣ୍ଡା ବିଇଓ ଚାକିରି ରୁ ନିଲମ୍ବିତ କରାଯାଇଛି ନେଇ ସୂଚନା ମିଳିଛି। ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ହେଲେ ଦମୟନ୍ତୀ କହଁର ବୋଲି ଜଣାପଡ଼ିଛି…

ବରଗଡ଼ ପୋଲିସର ବଡ଼ ଆକ୍ସନ: ୧୯୭୦ ବୋତଲ କଫ ସିରପ ସହ ନିଶାବଟିକା ଜବତ, ୩ଜଣଙ୍କୁ ବାନ୍ଧିଲା…

ବରଗଡ଼, ୨୬।୭(ପ୍ରେମାନନ୍ଦ ଖମାରୀ) – ବରଗଡ଼ ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର କରିଛି। ଶନିବାର ସକାଳେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହରରୁ ୧୯୭୦ ବୋତଲ କଫ ସିରପ ଏବଂ ୧ହଜାର ନିଶା ବଟିକା ଜବତ କରିଛି।…

ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ‘ଶ୍ରେୟାଶିଂ’, ୨୦ ମାସ ବୟସରେ…

ସାକ୍ଷୀଗୋପାଳ,୨୫।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରି ନ ଥିବା ୨୦ ମାସ ବୟସର ଶିଶୁ କନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଡିଆ ବୁକ୍ସ ଅଫ ରେକର୍ଡସରେ ସ୍ଥାନ…

ଗୋପାଳପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ

ଗୋପାଳପୁର,୨୫।୭(ନବୀନ ରାଜ ଆଚାରୀ): କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ଓ କଂଗ୍ରେସ ଦଳକୁ ବଳତ୍କାରୀ ଦଳ ବୋଲି ବିବୃତି ଦେଇଥିବା ରାଜ୍ୟ ଭାଜପା ଯୁବମୋର୍ଚ୍ଚାର ଅଭିଳାଷ ପଣ୍ଡାଙ୍କୁ ଗିରଫ କରିବା ଦାବି ଜୋର ଧରିଲା।…

‘ଇଞ୍ଚେ ଜମି କାହାରି ଦଖଲକୁ ଛଡାଯିବ ନାହିଁ’: ରାଜମାତା ବିଦ୍ୟାଳୟର ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭାରେ…

ଦିଗପହଣ୍ଡି,୨୫।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ସଂଲଗ୍ନ ରାଜମାତା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ବିଦ୍ୟାଳୟ ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କୈଳାଶ ଷଡ଼ଙ୍ଗୀ, ତପନ କୁମାର ମିଶ୍ର, ଭି. ସୁଦର୍ଶନ ରାଜୁ, ଏ.…

ପରୀକ୍ଷା ଦେବାରୁ ଛାତ୍ରୀଙ୍କୁ ବାରଣ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଆପାର୍ଟମେଣ୍ଟରୁ ଡେଇଁ ଓଡ଼ିଆ ଛାତ୍ରୀଙ୍କ ଆତ୍ମହତ୍ୟା 

ଭଞ୍ଜନଗର,୨୫।୭(ବାବୁଲା ପ୍ରଧାନ)-ହାଇଦ୍ରାବାଦର ମୀରାପୁର  ଅଞ୍ଚଳରେ ଜଣେ  ଦଶମ ଶ୍ରେଣୀ ଓଡ଼ିଆ ମେଧାବୀ ଛାତ୍ରୀ ଗୁରୁବାର ପରିବାର ସହ ରହୁଥିବା ଆପାର୍ଟମେଣ୍ଟର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ମାଟ୍ରିକ ମାସିକ ପରୀକ୍ଷା ଦେବାରୁ ବଞ୍ଚିତ କରିବା ଯୋଗୁ…

ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ: ସସ୍ଥାୟୀ ଜୀବନଶୈଳୀ ଓ ଅକ୍ଷୟ ଶକ୍ତି ଉପରେ…

କର୍ଲାମୁଣ୍ଡା,୨୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ତେରେସିଙ୍ଗାଠାରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରି ବିଭିନ୍ନ ଶକ୍ତିର ଉତ୍ସ ପ୍ରଦର୍ଶନ କରିଥିଲେ। ତେରେସିଙ୍ଗା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri