ଡେଙ୍ଗୁ: ଅବହେଳା ହୋଇପାରେ ଘାତକ ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍ ମଶା କାମୁଡ଼ିବା ଯୋଗୁ ବ୍ୟାପିଥାଏ। ତେଣୁ ସୁରକ୍ଷା ଦୃଷ୍ଟିରୁ ଶରୀରର ଖୋଲାସ୍ଥାନରେ ମଶା…