Tag Archives: NEET 2024

NEET ପେପର ଲିକ୍‌ ମାମଲାରେ ଭୁବନେଶ଼୍ବର ଲିଙ୍କ୍‌, ଜଣେ ଗିରଫ

ଭୁବନେଶ଼୍ବର, ୦୬।୦୮: ବହୁ ଚର୍ଚ୍ଚିତ ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଭୁବନେଶ଼୍ବର ଲିଙ୍କ୍‌ ସାମ୍ନାକୁ ଆସିଛି । ଏହି ମାମଲାରେ ଭୁବନେଶ଼୍ବରରୁ ଜଣଙ୍କୁ ଗିରିଫ କରିଛି ସବିଆଇ । ସୁଶାନ୍ତ ସାମନ୍ତ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ…

ନିଟ୍‌ ପେପର ଲିକ୍‌ ମାମଲାରେ CBIକୁ ବଡ଼ ସଫଳତା, ପୋଖରୀରୁ ମିଳିଲା ୭ ଫୋନ୍‌

ଧନବାଦ,୨୭।୦୭: ନିଟ୍‌ ପେପର ଲିକ୍‌ ମାମଲାରେ ଶୁକ୍ରବାର ସିବିଆଇର ଏକ ଟିମ୍‌ ଧନବାଦରୁ ପବନ କୁମାର ନାମକ ଜଣେ ଯୁବକକୁ ଗିରଫ କରିଛି । ପବନ ଏବଂ ଅନ୍ୟଜଣେ ଯୁବକଙ୍କ ସହ ସିବିଇଆଇ ଟିମ୍‌ ନିକଟସ୍ଥ ଏକ ପୋଖରୀରୁ ଲିକ୍‌ ସମ଼୍ବନ୍ଧୀୟ…

ଏନ୍‌ଇଇଟି-ୟୁଜି: ପ୍ରଶ୍ନପତ୍ର ଚୋରି କରିଥିବା ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ,୧୭ା୭ : ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଟ୍ରଙ୍କ୍‌ରୁ ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ପାଟନାରୁ ଗିରଫ କରିଛି। ଚୋରିରେ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଜଣେ…

ଘୁଞ୍ଚିଲା ନିଟ୍‌ ଶୁଣାଣି, ଏହି ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୧ା୭: ସୁପ୍ରିମକୋର୍ଟରେ ଗୁରୁବାର ହେବାକୁ ଥିବା ନିଟ୍‌ ଶୁଣାଣି ସ୍ଥଗିତ ରଖାଯାଇଛି। ଜୁଲାଇ ୮ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର ଏହି…

NEET ୟୁଜି ପେପର ଲିକ୍‌ ଘଟଣା ସତ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୦୮।୦୭: NEET ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍‌ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପ୍ରଶ୍ନ ଏହା ଯେ…

NEETକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପୁନର୍ବାର ହେବନାହିଁ ପରୀକ୍ଷା

ନୂଆଦିଲ୍ଲୀ, ୫।୭: ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ନିଟ୍‌ ମାମଲାରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର କହିଛି ଯେ, ନିଟ୍‌ ଅନୀୟମିତତାକୁ ନେଇ ହୋଇଥିବା ତଦନ୍ତରେ ସେମିତି କିଛି ପ୍ରମାଣ ମିଳିନାହିଁ…

ରାଜ୍ୟସଭାରେ ଖସିପଡ଼ିଲେ କଂଗ୍ରେସର ମହିଳା ଏମ୍‌ପି, ତାପରେ…

ନୂଆଦିଲ୍ଲୀ, ୨୬।୦୬: ନିଟ୍‌ ମୁଦ୍ଦାକୁ ନେଇ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ବିପକ୍ଷ ଦଳ ମଧ୍ୟ ସରକାରଙ୍କୁ ଛାଡ଼ି ନାହାନ୍ତି । ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏହାରି ମଧ୍ୟରେ କଂଗ୍ରେସ…

ପରୀକ୍ଷା ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ କରିବାକୁ ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୬: ଏନ୍‌ଇଇଟି-ୟୁଜି ସମେତ ଅନ୍ୟାନ୍ୟ ପରୀକ୍ଷା ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକରେ ଆଲୋଚନା ହୋଇଥିଲା। ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ ଇସ୍ରୋର ପୂର୍ବତନ…

ସିବିଆଇ ହାତରେ ୧୦୦୦ ପୃଷ୍ଠାର ପ୍ରମାଣ

ଅହମଦାବାଦ,୨୬ା୬ : ଗୁଜରାଟ ସରକାର ଏନ୍‌ଇଇଟି-ୟୁଜି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିବାର ଦିନକ ପରେ ଏହାର ଏକ ଟିମ୍‌ ସୋମବାର ଗୋଧ୍ରାରେ ପହଞ୍ଚତ୍ ସ୍ଥାନୀୟ ପୋଲିସଠାରୁ ୧୦୦୦ ପୃଷ୍ଠାରୁ ଊର୍ଦ୍ଧ୍ୱ କାଗଜପତ୍ର ଗ୍ରହଣ କରିଛି।…

NEET ମାମଲାରେ ସାମ୍ନାକୁ ଆସିଲା ବଡ଼ ସତ, ୩୫ ଛାତ୍ରଙ୍କୁ…

ନୂଆଦିଲ୍ଲୀ, ୨୪।୬: NEET ପେପର୍‌ ଲିକ୍‌ ମାମଲାରେ ବଡ଼ ସତ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଚିଣ୍ଟୁ କୁମାରକୁ ପଚରାଉଚରା ବେଳେ ବିହାର ଅର୍ଥନୈତିକ ଅପରାଧ ଶାଖା ପୋଲିସ୍‌ ହାତରେ ବଡ଼ ସୂଚନା ଲାଗିଛି । ନିଟ୍‌ ପେପର ଲିକ୍‌ରେ…

NEET ବିବାଦ: ଆକ୍ସନ ମୋଡରେ ପୋଲିସ୍‌, ଦୁଇ ଶିକ୍ଷକଙ୍କୁ ପଚରାଉଚରା

ନୂଆଦିଲ୍ଲୀ, ୨୩।୬: NEET ୟୁଜି ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିପକ୍ଷ ଦଳ ସରକାରଙ୍କୁ ଏଥିପାଇଁ ଦାୟୀ କରି ରାସ୍ତାକୁ ଓହ୍ଲାଉଛନ୍ତି ।…

NEET ପରୀକ୍ଷାକୁ ନେଇ ଆକ୍ସନ ମୋଡ୍‌ରେ ସରକାର, ୨୪ ଘଣ୍ଟାରେ ୪ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୩।୬: ନିଟ୍‌ ପେପର ଲିକ୍‌କୁ ନେଇ କେନ୍ଦ୍ର ସରକାର ୨୪ ଘଣ୍ଟାରେ ୪ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରବେଶ ପରୀକ୍ଷାରେ ହୋଇଥିବା ଅନିୟମିତତା ପାଇଁ ସରକାର ସିବିଆଇକୁ ଯାଞ୍ଚ ଭାର ଦେଇଛନ୍ତି । ଏହା ପୂର୍ବରୁ ଏହି ମାମଲାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?