Tag Archives: National

କିଏ ସେ ମହୁଆ ମୋଇତ୍ର? ବ୍ୟାଙ୍କିଂ କ୍ୟାରିୟର ଛାଡ଼ି ଆସିଥିଲେ ରାଜନୀତିକୁ; ଭାଜପାକୁ କଟାକ୍ଷ କରି ରହୁଥିଲେ ଚର୍ଚ୍ଚାରେ; ଏବେ ହେଲେ ବହିଷ୍କୃତ…

ନୂଆଦିଲ୍ଲୀ,୯।୧୨: ପାର୍ଲାମେଣ୍ଟରେ ପ୍ରଶ୍ନ ପଚାରିବା ଲାଗି ଲାଞ୍ଚ ନେବା ଅଭିଯୋଗ ଉପରେ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଆସନ୍ତୁ ତାଙ୍କ ରାଜନୈତିକ…

ଆଜି ମୋତେ ବହିଷ୍କୃତ କଲେ, କାଲି ମୋ’ ଘରକୁ ସିବିଆଇ ଆସିବ: ମହୁଆ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ଲୋକ ସଭାରୁ ବହିଷ୍କୃତ ହୋଇଛନ୍ତି। ଶୁକ୍ରବାର ଏଥିକ୍ସ କମିଟିର ଯାଞ୍ଚରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ତାଙ୍କ ଉପରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ…

ଭାଜପା ୫୦ ଆସନରେ ଜିତିଲେ ମୁହଁକଳା କରିବେ ବୋଲି କହିଥିଲେ, ଏବେ କଥା ରଖିବେ କଂଗ୍ରେସ ବିଧାୟକ

ଭୋପାଳ,୫।୧୨: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୫୦ ସିଟ୍‌ରେ ଜିତିଲେ ମୁହଁକଳା କରିବେ ବୋଲି କହିଥିଲେ କଂଗ୍ରେସ ବିଧାୟକ ଫୁଲ ସିଂ ବରେୟା। ଏବେ ତାହା ହୋଇଥିବା ଯୋଗୁ ସେ ତାଙ୍କର ପ୍ରତିଜ୍ଞାକୁ ପାଳନ କରିବେ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି।…

ରାଜ୍ୟବାସୀଙ୍କ ଆଶୀର୍ବାଦ ଯୋଗୁ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ଯାଉଛି ଭାଜପା: ଶିବରାଜ

ଭୋପାଳ,୩।୧୨: ରବିବାର ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବ। ଏହାକୁ ନେଇ ଭୋଟଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନା ଅନୁଯାୟୀ ମଧ୍ୟପ୍ରଦେଶରେ ଭାଜପା ବହୁମତ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଦଳ ୧୧୪ରୁ ଅଧିକ ଆସନରେ ଆଗୁଆ…

Election Result 2023: ମଧ୍ୟପ୍ରଦେଶ-ରାଜସ୍ଥାନରେ ଭାଜପା, ତେଲଙ୍ଗାନା-ଛତିଶଗଡ଼ରେ ଆସିପାରେ କଂଗ୍ରେସ

ନୂଆଦିଲ୍ଲୀ,୩।୧୨: ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ଜନାଦେଶ। ରବିବାର ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇଥିବା ବେଳେ ତାଜା ଅପ୍‌ଡେଟ୍‌ ଅନୁଯାୟୀ ୨ ରାଜ୍ୟରେ ଭାଜପା ଏବଂ…

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ: କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଗଣତି

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ରବିବାର ଆସିବ। ଏନେଇ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟଗଣନା ହେଉଛି। ଏହି ୪ ରାଜ୍ୟର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନରେ…

ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ‘ପନୌତି’ , ଏବେ ଜବାବରେ ରାହୁଲଙ୍କୁ ଭାଜପା କହିଲା ‘ଫ୍ୟୁଜ୍‌ ଟ୍ୟୁବଲାଇଟ୍‌’

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି।…

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଲାଗିଛି ଭୟଙ୍କର ନିଆଁ, ହୁତହୁତ୍‌ ହୋଇ ଜଳୁଛି ବଗି

ଲକ୍ଷ୍ନୌ,୧୫।୧୧: ନୂଆଦିଲ୍ଲୀ-ଦରଭଙ୍ଗା(୦୨୫୭୦) ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଉତ୍ତରପ୍ରଦେଶ ଇଟାଓ୍ବାର ସରାୟ ଭୂପତ ରେଳ ଷ୍ଟେଶନ ନିକଟରେ ଏକ୍ସପ୍ରେସ୍‌ର ୩ ବଗି ହୁତହୁତ୍‌ ହୋଇ ଜଳୁଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚୁଛନ୍ତି। ତେବେ ଖବର…

Ayodhya Deepostav-2023: ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆପଣ ବି ଜାଳି ପାରିବେ ନିଜ ନାମର ଦୀପ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା…

ଲକ୍ଷ୍ନୌ,୧୧।୧୧: ଚଳିତ ବର୍ଷ ଅଯୋଧ୍ୟାରେ ଜଳିବ ୧୪ ଲକ୍ଷ ଦୀପ। ଦୀପାବଳିକୁ ବେଶ ଭବ୍ୟ କରିବା ଲାଗି ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଏଭଳି ପ୍ରସ୍ତୁତି କରି ବିଶ୍ୱ ରେକର୍ଡ କରିବାର ଯୋଜନା କରୁଛି। ତେବେ ଏହି କାର୍ଯ୍ୟକ୍ରମରେ ସାଧାରଣଲୋକେ ଘରେ…

ମାନ୍‌ଝୀଙ୍କ ଚାଞ୍ଚଲ୍ୟକର ବୟାନ: ନୀତୀଶ କୁମାରଙ୍କ ଭୋଜନରେ ମିଶାଯାଉଛି ପାଗଳ କରିଦେଉଥିବା ‘ବିଷାକ୍ତ ପଦାର୍ଥ’, ଯାଞ୍ଚ କରାଯାଉ

ପାଟନା,୧୦।୧୧: ହିନ୍ଦୁସ୍ତାନୀ ଆବାମ୍‌ ମୋର୍ଚ୍ଚା ପ୍ରମୁଖ ଜିତନ ରାମ ମାନ୍‌ଝୀ ଶୁକ୍ରବାର ବଡ଼ ବୟାନ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପରସା ଯାଉଥିବା ଭୋଜନରେ ବିଷାକ୍ତ ପଦାର୍ଥ ମିଶାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ତାଙ୍କ ପଦକୁ ହାତେଇବାକୁ ଚାହୁଁଥିବା…

ଶିଳରେ ବାଟୁଥିଲେ ମା’; କଷ୍ଟ ଦେଖି କୁମ୍ପି ଭାଙ୍ଗି ଧନତେରସରେ ଗ୍ରାଇଣ୍ଡର ଉପହାର ଦେଲେ କୁନି ଝିଅ

ପ୍ରେମଚନ୍ଦଙ୍କ କାହାଣୀ ‘ଇଦ୍‌ଗାହ’ ନିଜର ସାରକଥାକୁ ନେଇ ଆଜିବି ଜନମାନସରେ ଲୋକପ୍ରିୟ ହୋଇ ରହିଛି। ଯେବେ ବି କେହି ଏହି କାହାଣୀ ପଢ଼େ, ହୃଦୟକୁ ଛୁଇଁଯାଏ। ଏହି କାହାଣୀରେ ଜଣେ ପୁଅ ନିଜ ମା’ଙ୍କୁ ଉପହାର ଦେବାକୁ ଏକ ଚିମୁଟା ଦେଇଥିଲେ।…

ଲାଲକୃଷ୍ଣ ଆଡଭାଣୀଙ୍କ ବାସଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନକୁ ନେଇ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା, ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ବୁଧବାର ୯୬ ବର୍ଷରେ ପାଦ ରଖିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପହଞ୍ଚି ଆଡଭାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri