Tag Archives: National

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ

କୋଲକାତା,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ। ମୋଦି ଏବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ମୋଦି ତାଙ୍କୁ ଶୁକ୍ରବାର ରାଜଭବନରେ ଭେଟିଛନ୍ତି। ଗୋଟିଏ ପଟେ ସନ୍ଦେଶଖାଲି ଘଟଣାକୁ ନେଇ ଭାଜପା...

ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା

କୋଲକାତା,୧।୩: ଯଦି ୨୦୨୪ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ ଟିଏମ୍‌ସି ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଘୋଷଣା କରନ୍ତି ତେବେ ମମତା ବାନାର୍ଜୀଙ୍କ ଲାଗି ଏହା ବଡ଼ ଝଟ୍‌କା ହେବ। ଗୋଟିଏ ପଟେ ଅନ୍ୟ ରାଜନୈତିକ...

ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ଜଣାଇଲା ଭାଜପା

ନୂଆଦିଲ୍ଲୀ,୧।୩: ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କୁ ତାଙ୍କ ଜନ୍ମଦିନରେ ନିଆରା ରାଜନୈତିକ ବଧେଇ ଜଣାଇଛି ଭାଜପା। କିଛି ଦିନ ପୂର୍ବେ ଇସ୍ରୋକୁ ଏକ ମିଶନର ଶୁଭେଚ୍ଛା ଦେବାକୁ ଯାଇ ଡିଏମ୍‌କେ ନେତା ଭାରତର ରକେଟରେ ଚାଇନା ପତାକାର ବ୍ୟବହାର କରିଥିଲେ।...

ପଶ୍ଚିମବଙ୍ଗରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖ

କୋଲକାତା,୨୯।୨: ପଶ୍ଚିମବଙ୍ଗ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ୫୫ ଦିନ ପରେ ଗିରଫ ହୋଇଛନ୍ତି ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମ୍‌ସି ନେତା ଶାହଜାହାନ ଶେଖ। ତାଙ୍କୁ ବୁଧବାର ରାତି ୩ଟାରେ ମୀନାଖାନର ଏକ ଅଜ୍ଞାତ ସ୍ଥାନରୁ ଗିରଫ...

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ‘ପତଞ୍ଜଳି’କୁ ଅଦାଲତ ଅବମାନନା ନୋଟିସ୍‌

ନୂଆଦିଲ୍ଲୀ,୨୭।୨: ଯୋଗଗୁରୁ ରାମଦେବଙ୍କ ଅଡ଼ୁଆ ବଢ଼ିଛି। ପତଞ୍ଜଳି ଆୟୁର୍ବେଦ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। ପୂର୍ବରୁ ଉତ୍ପାଦଗୁଡ଼ିକ ଉପରେ ବିଭ୍ରାନ୍ତିକର ବିଜ୍ଞାପନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ...

ନିର୍ବାଚିତ ସରକାରଙ୍କୁ ଭୟଭୀତ କରାଇ ଭାଙ୍ଗିବା କେଉଁ ପ୍ରକାରର ଗଣତନ୍ତ୍ର: ଖାର୍ଗେ

ନୂଆଦିଲ୍ଲୀ,୨୭।୨: ହିମାଚଳ ପ୍ରଦେଶରେ ଯାହା କରାଯାଇଛି ତାହା ଠିକ୍‌ ନୁହେଁ। ଯଦି କେନ୍ଦ୍ର ସରକାର ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାର କାର୍ଯ୍ୟ କରନ୍ତି ତେବେ ଏହା କି ପ୍ରକାର ଗଣତନ୍ତ୍ର? ଏହାପୂର୍ବରୁ ମଧ୍ୟପ୍ରଦେଶ, କର୍ନାଟକ, ମଣିପୁର, ଗୋଆରେ ମଧ୍ୟ ସମାନ ଘଟଣା...

ଦିଲ୍ଲୀର ୪ ଲୋକ ସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା AAP, ନୂଆଦିଲ୍ଲୀରୁ ଲଢ଼ିବେ ସୋମନାଥ

ନୂଆଦିଲ୍ଲୀ,୨୭।୨: ଆମ ଆଦମୀ ପାର୍ଟୀ(ଏଏପି) ଆଗାମୀ ଲୋକ ସଭା ନିର୍ବାଚନ ଲାଗି ୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରୁ ୪ ଦିଲ୍ଲୀର ଥିବା ବେଳେ ଜଣେ ହରିୟାଣାର ରହିଛନ୍ତି। ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ, ଦକ୍ଷିଣ ଦିଲ୍ଲୀରୁ ସାହିରାମ,...

ମାୟାବତୀଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବେ ସମସ୍ତ ଏମ୍‌ପି !

ନୂଆଦିଲ୍ଲୀ,୨୧।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ପ୍ରମୁଖ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିପାରେ। ଦଳର ସମସ୍ତ ୧୦ ଏମ୍‌ପି ଦଳ ଛାଡ଼ିବା ନେଇ ଯୋଜନା କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଭାଜପା ତ କିଛି ସମାଜବାଦୀ ପାର୍ଟୀ ଏବଂ...

ଏଏପି ପ୍ରାର୍ଥୀ କୁଲଦୀପ କୁମାର କିଏ? ଯିଏ ‘ସୁପ୍ରିମ୍‌’ ନିଷ୍ପତ୍ତି ଯୋଗୁ ହେଲେ ଚଣ୍ଡିଗଡ଼ ମେୟର 

ଚଣ୍ଡିଗଡ଼,୨୦।୨: ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏପି ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ସହ ସେ ଚଣ୍ଡିଗଡ଼ରେ ପ୍ରଥମ ଏଏପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ଇତିହାସ ରଚିଛନ୍ତି।...

ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍‌ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି…

ନୂଆଦିଲ୍ଲୀ,୧୭।୨: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ। ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ଥାବ ଆଣି ଶନିବାର ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୩ ଆସନ ପାଇଛନ୍ତି। ଏହାପରେ ଭାଜପା...

‘ପଶ୍ଚିମବଙ୍ଗରେ ଲାଗୁ ରାଷ୍ଟ୍ରପତି ଶାସନ’

କୋଲକାତା,୧୭।୨: ପଶ୍ଚିମବଙ୍ଗର ଉତ୍ତର ପରଗାନା ଜିଲାସ୍ଥିତ ସନ୍ଦେଶଖାଲି ଯୌନ ଉତ୍ପୀଡନ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଏବେ କଥା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଯାଏ ପହଞ୍ଚିଛି। ଏସ୍‌ସି ପ୍ୟାନେଲ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri