Tag Archives: National

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ ପାଠକଙ୍କ ‘ଭାରତ-ପାକିସ୍ତାନ’ ବୟାନକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି। ଅଖିଳେଶ କହିଛନ୍ତି ଆମେ ସମାଜବାଦୀ…

ଭାଜପାକୁ ୬୦ କୋଟି ଦେଇଛନ୍ତି ସରଥ ରେଡ୍ଡୀ

ନୂଆଦିଲ୍ଲୀ,୨୧ା୪: ତଥାକଥିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ସରଥ ରେଡ୍ଡୀ ଭାଜପାକୁ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୬୦ କୋଟି ଟଙ୍କା ଚାନ୍ଦା ଦେଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଶନିବାର ଅଭିଯୋଗ…

ଶାହାଙ୍କ ସମ୍ପତ୍ତି ୩୬ କୋଟି, ହେଲେ କୌଣସି କାର୍‌ ନାହିଁ

ଗାନ୍ଧୀନଗର, ୨୧।୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ଆସନରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶାହା ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ସମୁଦାୟ ୩୬ କୋଟି ଟଙ୍କାର ସମ୍ପତ୍ତି ରହିଛି। ଶାହାଙ୍କର ୨୦…

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପା ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ଡାଏଟ୍‌ ଚାର୍ଟକୁ ନେଇ ଲଗାତର ଟାର୍ଗେଟ କରୁଥିବା ବେଳେ…

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ ନିଜର ଇସ୍ତଫାପତ୍ର…

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଆମ ଆଦମୀ ପାର୍ଟୀ ନେତା ଇଡିର ଦାବିକୁ ନେଇ କଟାକ୍ଷ…

‘ଆମକୁ କଟାକ୍ଷ କରୁଥିଲେ, ଏବେ ଭୋଟ ପାଇଁ ମାଗଣା ବିଜୁଳି ଦେବାକୁ କହୁଛି ଭାଜପା’

ନୂଆଦିଲ୍ଲୀ,୧୪।୪: ଲୋକ ସଭା ନିର୍ବାଚନ ୨୦୨୪ ଲାଗି ଭାଜପା ନିଜର ଘୋଷଣା ପତ୍ର ଜାରି କରିଛି। ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଜାରି କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା…

‘ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମସ୍ତ ଭାଜପା ନେତା ଜେଲ ଯିବେ’

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ତୁଷ୍ଟୀକରଣ ପଙ୍କରେ ବୁଡ଼ିଥିବା ଦଳ ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ନେଇ ଆର୍‌ଜେଡି ନେତା ମିସା ଭାରତୀ ବଡ଼ ବିବୃତ୍ତି ଦେଇଛନ୍ତି, ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଭାଜପା ଲାଲୁ…

ନବରାତ୍ର ଉପବାସ ସତ୍ତ୍ୱେ ଅଟକିବେନି ମୋଦି; ୯ ଦିନରେ ୨୦ରୁ ଅଧିକ ରାଲି-ଦୈନିକ ୩ହଜାର କିମି କରିବେ ଯାତ୍ରା

ନୂଆଦିଲ୍ଲୀ,୧୦।୪: ଚୈତ୍ର ନବରାତ୍ର ଆରମ୍ଭ ହୋଇଛି। ଏହି ନବରାତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପବାସ ରଖି ପୂର୍ବଭଳି ରାଲି କରିବେ। ୭୩ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେହ ବ୍ରତ ରଖିଥିଲେ ହେଁ ୨ ରୁ ୩ ହଜାର କିମି ଯାତ୍ରା…

BJP ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍‌ ବାରାଣସୀରୁ ଜବତ , ଦିଲ୍ଲୀରୁ ହୋଇଥିଲା ଚୋରି

ନୂଆଦିଲ୍ଲୀ,୭।୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍‌କୁ ବାରାଣସୀରୁ ଜବତ କରାଯାଇଛି। ଏହି କାର୍‌ଟି ଗତ ମାସରେ ଦିଲ୍ଲୀରୁ ଚୋରି ହୋଇଯାଇଥିଲା। ପୋଲିସ ଏବେ ଗାଡ଼ି ସହ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି। ସେମାନେ…

ନିର୍ବାଚନ ପୂର୍ବରୁ ଜେଲ ଯିବେ ଲାଲୁ ଯାଦବ? ଜାରି ହେଲା ଗିରଫଦାରୀ ଓ୍ବାରେଣ୍ଟ… 

ପାଟଣା,୫।୪: ଗିରଫ ହୋଇପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଗ୍ବାଲିୟରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ପକ୍ଷରୁ ଶୁକ୍ରବାର ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ଆମର୍‌ସ ଆକ୍ଟ ମାମଲାରେ ଏହି ଗିରଫଦାରୀ ଓ୍ବାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି। ୧୯୯୫ ଏବଂ ୧୯୯୭ର…

ଭଗତ ସିଂ-ଆମ୍ବେଡକରଙ୍କ ମଝିରେ ଲାଗିଛି ଫଟୋ, ସୁନୀତା ପଢ଼ିଲେ ଜେଲ୍‌ରୁ କେଜ୍‌ରିଓ୍ବାଲ ପଠାଇଥିବା ବାର୍ତ୍ତା

ନୂଆଦିଲ୍ଲୀ,୪।୪: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ଜେଲରେ ଅଛନ୍ତି, କିନ୍ତୁ ଜେଲରୁ ପତ୍ନୀ ସୁନୀତାଙ୍କ ମାଧ୍ୟମରେ ଜନସାଧାରଣ ଏବଂ ଆମ ଆଦମୀ ପାର୍ଟି ବିଧାୟକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଛନ୍ତି। ଗୁରୁବାର ଅର୍ଥାତ ୪ ଏପ୍ରିଲରେ ସୁନୀତା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?