ବାହାନାରେ ଆସି କେନାଲକୁ ଠେଲିଦେଲେ; ପରେ କଲେ ଗଣବଳାତ୍କାର…ସାମ୍ନାକୁ ଆସିଲା କର୍ନାଟକ ଲଜ୍ଜାର ଲୋମଟାଙ୍କୁରା କାହାଣୀ…
କୋପ୍ପାଲ,୮।୩ : କର୍ନାଟକର ହାମ୍ପି ନିକଟରେ ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟସ୍ଥ କେନାଲକୁ ଫିଙ୍ଗିଦେଇଥିଲେ। ସେମାନଙ୍କ ମଧ୍ୟରୁ…
‘ମହିଳାଙ୍କୁ ଗୋଟିଏ ହତ୍ୟା କରିବାର ସ୍ବାଧୀନତା ଦିଆଯାଉ’
ନୂଆଦିଲ୍ଲୀ,୮।୩: ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମହିଳାମାନଙ୍କ ଅଧିକାର, ସେମାନଙ୍କ ଶକ୍ତି, ସେମାନଙ୍କର ମର୍ଯ୍ୟାଦା ଏବଂ ସମ୍ମାନ ବିଷୟରେ ସବୁଠି ଆଲୋଚନା ହେଉଛି। ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସମୟରେ,…
ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଉପରେ ଆକ୍ରମଣ ଉଦ୍ୟମ, ତ୍ରିରଙ୍ଗା ଚିରିଲେ ଖଲିସ୍ତାନୀ ସମର୍ଥକ-Video
ଲଣ୍ଡନ,୬।୩: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ୬ ଦିନିଆ ୟୁକେ ଏବଂ ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି। ବୈଦେଶିକ ମନ୍ତ୍ରୀ ଚାଥାମ ହାଉସରେ ପହଞ୍ଚିବା ପୂର୍ବରୁ କିଛି ଖଲିସ୍ତାନୀ ସମର୍ଥକ ସେଠାରେ ଉପସ୍ଥିତ ଥିଲେ। ସେମାନେ ଭାରତ ବିରୋଧୀ ସ୍ଲୋଗାନ ଦେଉଥିଲେ।…
ଦୁଷ୍ଟ ଶାସକ ଔରଙ୍ଗଜେବଙ୍କ କବର ଉପରେ ବୁଲ୍ଡୋଜର ଚଢ଼ାଇ ଦିଆଯାଉ…ରାମଭଦ୍ରାଚାର୍ଯ୍ୟଙ୍କ ଦାବି
ନୂଆଦିଲ୍ଲୀ,୫।୩: ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଧାର୍ମିକ ନେତା ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ବକ୍ତବ୍ୟକୁ ସମାଲୋଚନା କରୁଛନ୍ତି। ଏହି କ୍ରମରେ ତୁଳସୀ ପୀଠର ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଏକ…
‘ମୋହନ ଭାଗବତ କାହିଁକି କୁମ୍ଭ ଗଲେ ନାହିଁ ଆଗ ପଚାର’
ନୂଆଦିଲ୍ଲୀ,୨।୩: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ଉଦ୍ଯାପନ ଫେବୃଆରୀ ୨୬ରୁ ହୋଇସାରିଛି। ହେଲେ ଏହାକୁ ନେଇ ଏବେ ବି ରାଜନୈତିକ ବୟାନବାଜି ଜାରି ରହିଛି। କିଛି ଦିନ ତଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ…
ପୁତୁରାଙ୍କ ଉପରେ ମାୟାବତୀଙ୍କ ଆକ୍ସନ…ବଡ଼ ଘୋଷଣା କରି କହିଲେ ‘ମୁଁ ବଞ୍ଚି ଥିବା ପର୍ଯ୍ୟନ୍ତ ମୋର କୌଣସି ଉତ୍ତରାଧିକାରୀ ରହିବେ ନାହିଁ’
ଲକ୍ଷ୍ନୌ,୨।୩: ଉତ୍ତର ପ୍ରଦେଶର ବିଏସପି ସୁପ୍ରିମୋ ମାୟାବତୀ ରବିବାର ଲକ୍ଷ୍ନୌରେ ଅଲ୍ ଇଣ୍ଡିଆ ପଦାଧିକାରୀଙ୍କ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ସମସ୍ତ ପଦବୀରୁ ହଠାଇ ଦେଇଛନ୍ତି। ସେହିଭଳି ସାନ ଭାଇ ଆନନ୍ଦ କୁମାରଙ୍କୁ…
ଶେଷ ହୋଇଗଲାକି କଂଗ୍ରେସ ସହ ମତଭେଦ?ଖାର୍ଗେ-ରାହୁଲଙ୍କ ସହ ଫଟୋରେ ନଜର ଆସିଲେ ଶଶି ଥରୁର
ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ତଥା ତିରୁବନନ୍ତପୁରମ୍ ଏମ୍ପି ଶଶି ଥରୁର୍ ଦଳ ଉପରେ କ୍ଷୁବ୍ଧ ନଜର ଆସୁଥିଲେ। ଦଳରେ ତାଙ୍କୁ ଅଣଦେଖା କରୁଥିବା ସେ ଅନୁଭବ କରୁଥିବା କହିଥିଲେ। ହେଲେ ଏବେ ଏଭଳି ଏକ…
ସର୍ଦ୍ଦାର ପଟେଲଙ୍କ ସହ ଅମିତ ଶାହାଙ୍କ ତୁଳନା କଲେ ସଦ୍ଗୁରୁ
ନୂଆଦିଲ୍ଲୀ,୨୭।୨: ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍ଗୁରୁ ଜଗ୍ଗି ବାସୁଦେବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସାରେ ପୋତିଛନ୍ତି। ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଶାହାଙ୍କ ପ୍ରୟାସ ପ୍ରଶଂସନୀୟ। କିଛି କ୍ଷେତ୍ରରେ ସେ ସର୍ଦ୍ଦାର ପଟେଲ ଯାହା କରିଥିଲେ, ସେହି କାମ କରିଛନ୍ତି।…
ମୋର ଭାରତରେ କୌଣସି ଜମି କିମ୍ବା ଘର ନାହିଁ…ଭାଜପା ଅଭିଯୋଗକୁ ଖଣ୍ଡନ କଲେ ପିଟ୍ରୋଡା
ନୂଆଦିଲ୍ଲୀ,୨୭।୨: ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖଣ୍ଡର କରିଛନ୍ତି ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା। ତାଙ୍କର ଭାରତରେ କୌଣସି ଜମି, ଘର କିମ୍ବା ଶେୟାର ନ ଥିବା ସେ କହିଛନ୍ତି। ତେବେ ଭାଜପା…
ପିକେ ମିଶ୍ରଙ୍କଠାରୁ ଅଜିତ ଡୋଭାଲଙ୍କ ପର୍ଯ୍ୟନ୍ତ…; ଜାଣନ୍ତୁ PMOରେ ଅଛନ୍ତି କେଉଁ କେଉଁ ବଡ଼ ଅଫିସର? କାହା ପରାମର୍ଶରେ…
ନୂଆଦିଲ୍ଲୀ,୨୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବରେ ଆଇଏଏସ୍ (ଅବସରପ୍ରାପ୍ତ) ଶକ୍ତିକାନ୍ତ ଦାସଙ୍କ…
ଝିଅମାନଙ୍କୁ ମାଗଣା ସ୍କୁଟି ଦେବେ ସରକାର; କିଏ ଏବଂ କିଭଳି ଉଠାଇପାରିବେ ଏହାର ଲାଭ, ଜାଣନ୍ତୁ…
ଲକ୍ଷ୍ନୌ,୨୨।୨: କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପରିଚାଳିତ ହେଉଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମହିଳାଙ୍କ ସଂଖ୍ୟା ଅଧିକ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ…
ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି…
ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି ବିବାହ…
Archives


