ଅଧିନାୟକ ପଦ ନ ମିଳିବାରୁ MIର ବଡ଼ ଅଫର୍ ପ୍ରତ୍ୟାଖ୍ୟାନ କଲେ ବୁମ୍ରାହ? ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦୨୭ ପୂର୍ବରୁ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିବାର ବିଧିବଦ୍ଧ ଘୋଷଣା କରିଛି। ତେବେ ଏହି ନିଷ୍ପତ୍ତି ପଛରେ ଡ୍ରେସିଂ ରୁମ୍ର ଅନେକ ଅକୁହା…

