ବାପଘରୁ ଜମି ଆଣିବାକୁ ବୋହୂକୁ ନିର୍ଯାତନା, ସହିନପାରି ଜୀବନ ହାରିଲେ ମା’ ଝିଅ ମୁମ୍ବାଇ,୫।୫: ମହାରାଷ୍ଟ୍ରର ନାଗପୁର ଜିଲାରେ ଜଣେ ମା’ ଏବଂ ଝିଅ ଯୌତୁକ ପାଇଁ ଲୋଭୀ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ହେଉଥିବା ନିର୍ଯାତନାରୁ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି। ବୋହୂର ବାପାଘର ସମ୍ପତ୍ତି ଉପରେ ଶ୍ବଶୁର ଲୋଭ କରି ନିର୍ଯାତନା ଦେଉଥିବା…