ମହମ୍ମଦ ସାମିଙ୍କୁ ମିଳିଲା ନାହିଁ ସମ୍ମାନ? ଅବସର ଘୋଷଣା ପରେ କଡ଼ା କଥା କହିଦେଲେ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୮ା୧୧: ଭାରତୀୟ ଦ୍ରୁତ ବୋଲିଂ ବିଭାଗକୁ ଏକ ନୂତନ ପରିଚୟ ଦେଇଥିବା ଅଭିଜ୍ଞ ପେସର୍ ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ ଏହି ନିଷ୍ପତ୍ତି ଜଣାଇଛନ୍ତି। ତାଙ୍କର ଏଭଳି ବିଦାୟ…

