ଟ୍ରମ୍ପଙ୍କ ୫୦% ଟାରିଫ୍ ମାଡ଼, ଭାରତକୁ ହେବ ଫାଇଦା! ହୋଇଗଲା ବଡ଼ ପ୍ଲାନ
ନୂଆଦିଲ୍ଲୀ,୭।୮: ଭାରତୀୟ ଅର୍ଥନୀତି ପାଇଁ ଖରାପ ଖବର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ରପ୍ତାନି ଉପରେ ୨୫% ଅତିରିକ୍ତ ଟାରିଫ (ଶୁଳ୍କ) ଲଗାଇବାକୁ ଘୋଷଣା କରିଛନ୍ତି। ଏହା ସହିତ ରୁଷିଆରୁ ତୈଳ ଏବଂ ଅସ୍ତ୍ରଶସ୍ତ୍ର କିଣୁଥିବା କାରଣରୁ ଭାରତକୁ ଅତିରିକ୍ତ…
ଭାରତ ସହ ଟାରିଫ୍ ଓ୍ବାର ଭିତରେ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ ମୁନୀର, ହୋଇପାରେ ବଡ଼…
ଓ୍ବାଶିଂଟନ,୭।୮: ଗୋଟିଏ ପଟେ, ସମଗ୍ର ବିଶ୍ୱ ଆମେରିକାଠାରୁ ଶୁଳ୍କ ଯୁଦ୍ଧର ସମ୍ମୁଖୀନ ହେଉଛି। ଅନ୍ୟପକ୍ଷରେ, ପାକିସ୍ତାନ ପ୍ରତି ଟ୍ରମ୍ପଙ୍କ ପ୍ରେମ ହ୍ରାସ ପାଉନାହିଁ। କାରଣ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ପୁଣି ଥରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଦୁଇ…
୫୦% ଟାରିଫ ଲଗାଇବା ପରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ମାତ୍ର ୮ଘଣ୍ଟାରେ…
ଓ୍ବାଶିଂଟନ, ୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଏବେ ଆହୁରି ସେକେଣ୍ଡାରୀ ଟାରିଫ୍ । (secondary sanctions) ଲଗାଇବାର ଧମକ ଦେଇଛନ୍ତି। ଏହି ନିଷ୍ପତ୍ତି ଭାରତର ରୁଷିଆ ସହ ବାଣିଜ୍ୟ ସମ୍ପର୍କ,…
ରୁଷିଆ ପରେ ଭାରତ ସହ ହାତ ମିଳାଇଲା ଏହି ଦେଶ, ଟେନଶନରେ ଆମେରିକା!
ନୂଆଦିଲ୍ଲୀ,୬।୮: ପୂର୍ବରୁ ରୁଷିଆ ଭାରତ ବିରୋଧରେ ଆମେରିକାର ଶୁଳ୍କକୁ ବିରୋଧ କରିଥିଲା। ଏବେ ରୁଷିଆ ପରି ଆଉ ଏକ ଦେଶ ଆଗକୁ ଆସିଛି, ଯାହା କେହି ଆଶା କରିନଥିଲେ। ସେହି ଦେଶ ଅନ୍ୟ କେହି ନୁହେଁ ବରଂ ବ୍ରାଜିଲ। ଯାହା ଭାରତ…
ଟ୍ରମ୍ପଙ୍କୁ ନେଇ ଏମିତି କହିଦେଲେ ରାହୁଲ, ସମସ୍ତେ କାବା!
ନୂଆଦିଲ୍ଲୀ,୬।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ Xରେ ଲେଖିଛନ୍ତି ଯେ, ଦୟାକରି ଭାରତକୁ ବୁଝିବାକୁ ଚେଷ୍ଟା କରିବା ଉଚିତ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାରମ୍ବାର ଧମକ ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…
ଭାଜପାର ଟେନଶନ ବଢାଇଲା ବିଜେଡି, ଉପ ରାଷ୍ଟ୍ରପତି ନିର୍ବାଚନରେ…
ଭୁବନେଶ୍ୱର, ୨୭।୭: ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ରାଜ୍ୟ ରାଜନୀତି ମଧ୍ୟ ଉଷ୍ମ ରହିଛି। ଚର୍ଚ୍ଚା ହେଉଛି ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀ ଭାଜପାରୁ ହିଁ ବେ। ତେବେ ଏନେଇ ଇଣ୍ଡିଆ ମେଣ୍ଟର ବିରୋଧୀ ଦଳ ବିରୋଧ…
ମନ ପରିବର୍ତ୍ତନ ନା ଚାଇନାର ଧୋକା, କାହିଁକି ୨୦ ମାସରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ମାଳଦ୍ୱୀପ? ଜାଣନ୍ତୁ ଏହା ପଛର ରହସ୍ୟ
ମାଲେ/ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ଗସ୍ତରେ ଅଛନ୍ତି। ଶୁକ୍ରବାର ମାଳଦ୍ୱୀପର ରାଜଧାନୀ ମାଲେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ ତାଙ୍କୁ ସ୍ବାଗତ କରିବା…
ଧନଖରଙ୍କ ଇସ୍ତଫା ମୋଦିଙ୍କୁ ବଡ଼ ବାର୍ତ୍ତା; ଖୁବ୍ଶୀଘ୍ର ବଡ଼ ପରିବର୍ତ୍ତନ ନେଇ…
ନୂଆଦିଲ୍ଲୀ,୨୨।୭: ମୌସୁମୀ ଅଧିବେଶନର ଆରମ୍ଭ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ହଠାତ୍ ଇସ୍ତଫାଠାରୁ ଆରମ୍ଭ ହୋଇଛି। ସେ ସୋମବାର ରାତିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏବେ ତାଙ୍କର ଏଭଳି ପଦକ୍ଷେପ ପରେ ସରକାର ସହ ଭାଜପାରେ ମଧ୍ୟ…
ମୋହନଙ୍କ ଟ୍ବିିଟ ପଛର ରହସ୍ୟ, ଜଣାପଡିଲା ଫାଇଲ୍ର ସତ!
ଭୁବନେଶ୍ୱର,୧୩।୭: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ହାତରେ ସେ ଏକ ଧଳା ଫାଇଲ୍ ଧରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ପରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ରାଜ୍ୟ…
ମୋହନ-ମୋଦିଙ୍କୁ ଏବର୍ଷ ହେବ ୭୫, ଶାହଙ୍କୁ ନେଇ ବଢିଲା ଚର୍ଚ୍ଚା!
ନୂଆଦିଲ୍ଲୀ,୧୨।୭: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ 75 ବର୍ଷ ବୟସରେ ନେତାମାନେ ଅବସର ନେଇ ନୂଆ ପିଢ଼ିଙ୍କୁ ସୁଯୋଗ ଦେବା ଉଚିତ। ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।…
କ’ଣ ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବେ ନରେନ୍ଦ୍ର ମୋଦି? BJPର ଅବସର ପଲିସି ବୁଝନ୍ତୁ…
ନୂଆଦିଲ୍ଲୀ,୧୨।୭: ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ନିକଟରେ ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ୭୫ ବର୍ଷ ବୟସ ପୂରଣ ହେବା ପରେ ନେତାମାନଙ୍କୁ ଅନ୍ୟମାନଙ୍କୁ କାମ କରିବାର ସୁଯୋଗ ଦେବା ଉଚିତ। ନାଗପୁରର ଏକ କାର୍ଯ୍ୟକ୍ରମ ସମୟରେ…
ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ଦିଲ୍ଲୀରେ ଆଶାୟୀ ତାଲିକା ଫାଇନାଲ!
ଭୁବନେଶ୍ୱର,୧୨।୭: ଓଡ଼ିଶା ରାଜ୍ୟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଘୋଷଣା କରିଛନ୍ତି ଯେ, ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ ହେବେ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି…
Archives


