ଜାନୁଆରୀ ୧ରୁ ଭାରତୀୟଙ୍କ ପାଇଁ ମାଲେସିଆର ଭିଜାମୁକ୍ତ ପ୍ରବେଶ ବନ୍ଦ
ସିଙ୍ଗାପୁର,୨୦ା୧୧(ପି.ଟି.): ଭାରତୀୟ ନାଗରିକଙ୍କ ପାଇଁ ମାଲେସିଆ ଆସନ୍ତା ଜାନୁଆରୀ ୧ରୁ ଭିଜାମୁକ୍ତ ପ୍ରବେଶ ସୁବିଧା ବନ୍ଦ କରିବାକୁ ଯାଉଛି। ମାଲେସିଆର ଇମିଗ୍ରେସନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହି ଦେଶକୁ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କୁ ୩୦ ଦିନିଆ…

