ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍ ରାହୁଲ, ଚାରିଆଡୁ ପ୍ରଶଂସା
ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍କିପର ବ୍ୟାଟର କେଏଲ୍ ରାହୁଲ । ମ୍ୟାଚ୍ରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ‘ଗେମ୍ ଚେଞ୍ଜର ଅଫ୍ ଦି ମ୍ୟାଚ୍’…

