ଇସ୍ରାଏଲ୍ ରାଜନୀତିରେ ବଡ଼ ହଲଚଲ୍; ୧୯ ବର୍ଷ ପରେ ନେତାନ୍ୟାହୁଙ୍କ ହାତରୁ ଖସିବ ପ୍ରଧାନମନ୍ତ୍ରୀ ଆସନ! ସରକାର ଗଢ଼ିବେ….
ଜେରୁଜେଲମ୍,୮।୧୧: ଇସ୍ରାଏଲ୍ ରାଜନୀତିରେ ବଡ଼ ରାଜନୈତିକ ହଲଚଲ୍ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଲାଗିଛି ବଡ଼ ଝଟକା। ପ୍ରାୟ ୧୯ ବର୍ଷର ରାଜନୈତିକ ପ୍ରଭାବ ପରେ ତାଙ୍କ ହାତରୁ ପ୍ରଧାନମନ୍ତ୍ରୀ ଆସନ ଖସିବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୨୭ରେ…

