IPLରେ ସବୁଠୁ ବଡ଼ ଟ୍ରେଡ୍ ଡିଲ୍: ଜାଣନ୍ତୁ କିଏ କେଉଁ ଦଳକୁ ଯିବେ
ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ ହୋଇଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଆଉ କିଛି ବଡ଼ ଟ୍ରେଡ ଡିଲ୍କୁ ନେଇ…

