ଆମେରିକା ଚାହିଁଲେ ୨ ଘଣ୍ଟାରେ ଗ୍ରୀନଲାଣ୍ଡ ଉପରେ କରିପାରେ କବ୍ଜା, ପଢ଼ନ୍ତୁ ସ୍ବତନ୍ତ୍ର ରିପୋର୍ଟ…
ନ୍ୟୁୟର୍କ,୮।୧: ଗ୍ରୀନଲ୍ୟାଣ୍ଡକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ‘ଗ୍ରେଟର୍ ଆମେରିକା’ ମିଶନ ଏକ ନୂଆ ଆଲୋଡ଼ନ ସୃଷ୍ଟି କରିଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ସେ ସାମରିକ...
ଫେସବୁକ୍ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…
ଅଲିଗଡ଼/ଲାହୋର,୨।୧: ଫେସବୁକ୍ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା...
ତାଲିବାନ ଏବଂ ପାକିସ୍ତାନ ସେନା ମଧ୍ୟରେ କାହିଁକି ହେଉଛି ଯୁଦ୍ଧ? ଏହାର ପରିଣାମ କ’ଣ…
ଇସଲାମାବାଦ,୩୧।୧୨: ଆଜିକାଲି ଚାରିଆଡୁ ଅଡ଼ୁଆରେ ଫସିଛି ପାକିସ୍ତାନ। ପଡ଼ୋଶୀ ଦେଶ ଆଫଗାନିସ୍ତାନ ସହ ପାକିସ୍ତାନର ଯୁଦ୍ଧ ଆରମ୍ଭ ହୋଇଛି। କିଛି ଦିନ ପୂର୍ବେ ପାକିସ୍ତାନ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିଲା। ତାଲିବାନ ଏବେ ଏହାର ଜୋରଦାର ଜବାବ ଦେଉଛି। ପ୍ରଥମେ...
ରୁଷିଆର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ, ୟୁକ୍ରେନ୍ ଉପରେ ଏହାସାଙ୍ଗରେ ଛାଡ଼ିଲା ୧୮୮ ଡ୍ରୋନ୍
କ୍ୱିଭ୍,୨୬।୧୧: ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ଏକାସାଙ୍ଗରେ ୟୁକ୍ରେନ୍ ଉପରେ ୧୫୦ରୁ ଅଧିକ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍ର ବହୁତ କ୍ଷତି ପହଞ୍ଚିଥିବା ବେଳେ ଅନେକ ଅଞ୍ଚଳରୁ ବିଦ୍ୟୁତ୍ ଚାଲିଯାଇଛି। ଏନେଇ ୟୁକ୍ରେନ୍...
ଇସ୍କନର ଚିନ୍ମୟ ଦାସ କିଏ? ଯାହାଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ବଢ଼ୁଛି ଉତ୍ତେଜନା…
ଢାକା,୨୬।୧୧: ଢାକା ପୋଲିସ ସୋମବାର-ନଭେମ୍ବର ୨୫ରେ ବାଂଲାଦେଶ ଇସ୍କନର ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରିଛି। ଏହା ପରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିଶେଷକରି ରାଜଧାନୀ ଢାକା ଏବଂ ସଲଗ୍ନ ଶାହାବାଗ ଅଞ୍ଚଳରେ ଲୋକେ ଚିନ୍ମୟଙ୍କ ମୁକ୍ତିକୁ...
ନିର୍ବାଚନ ହାରିବା ପରେ ବି ଆମେରିକାବାସୀଙ୍କଠାରୁ କାହିଁକି ଚାନ୍ଦା ମାଗୁଛନ୍ତି କମଲା ହାରିସ୍? ଜାଣିଲେ…
ନ୍ୟୁୟର୍କ,୧୭।୧୧: ଆମେରିକାର ନିର୍ବାଚନରେ କମଲା ହାରିସ୍ ପରାଜିତ ହୋଇଛନ୍ତି। ହେଲେ ତାଙ୍କ ଟିମ୍ ପକ୍ଷରୁ ଚାନ୍ଦା ସଂଗ୍ରହ କରାଯାଉଛି। କମଲାଙ୍କ ଟିମ୍ ଦ୍ୱାରା ପଠାଯାଇଥିବା ଇମେଲରେ କୁହାଯାଇଛି, ‘ଯେପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିବୁ, ଆମେରିକାର ପ୍ରତିଶ୍ରୁତିର ଆଲୋକ ଉଜ୍ୱଳ...
ନିର୍ବାଚନ ସିନା ଜିତିଗଲେ, ଟ୍ରମ୍ପଙ୍କ ବିପକ୍ଷରେ ଚାଲୁଛି ୪ ଅପରାଧିକ ମାମଲା; ନଭେମ୍ବର ୨୬ ଦଣ୍ଡାଦେଶ ଉପରେ ଏବେ ନଜର
ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାଜିତ କରିଛନ୍ତି। ସାରା ଦେଶରେ ତାଙ୍କ ସମର୍ଥକ ନାଚିଗାଇ ବିଜୟର ଉତ୍ସବ ପାଳନ କରୁଛନ୍ତି। ଏସବୁ ମଧ୍ୟରେ ଟ୍ରମ୍ପଙ୍କ ବିପକ୍ଷରେ କୋର୍ଟରେ ଚାଲୁଥିବା ମାମଲାଗୁଡ଼ିକ...
ଜର୍ମାନୀରେ ଘନେଇଲା ରାଜନୈତିକ ସଙ୍କଟ: ଭାଙ୍ଗିଲା ଓଲାଫ୍ଙ୍କ ମେଣ୍ଟ ସରକାର
ବର୍ଲିନ,୮ା୧୧: ଜର୍ମାନୀ ମେଣ୍ଟ ସରକାରରେ ଦୀର୍ଘ ସମୟ ଧରି ଅନ୍ତର୍କଳହ ଲାଗି ରହିଥିଲା। ବୁଧବାର ଚାନ୍ସେଲର ଓଲାଫ୍ ସ୍କୋଲ୍ଜ ନିଜ ମନ୍ତ୍ରିମଣ୍ଡଳରୁ ଅର୍ଥମନ୍ତ୍ରୀଙ୍କୁ ବହିଷ୍କାର କରିବା ପରେ ମେଣ୍ଟ ସରକାର ଭାଙ୍ଗିଯାଇଛି। ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିରୋଧୀ...
ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ପୁଟିନ୍
ଓ୍ବାଶିଂଟନ/ମସ୍କୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜେତା ହୋଇଛନ୍ତି। ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୭୭ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ ଡେମୋକ୍ରେଟିକ୍ ପ୍ରାର୍ଥୀ କମଲା ହାରିସ ବହୁମତରୁ ପଛରେ ରହିଯାଇଛନ୍ତି।...
୩ ବିବାହ, ୫ ସନ୍ତାନ, ରିଅଲ୍ ଇଷ୍ଟେଟ୍ କିଙ୍ଗ…ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆହୁରି ଭଲରେ ଜାଣନ୍ତୁ…
ଓ୍ବାଶିଂଟନ,୬।୧୧: ପୁଣି ଥରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟକୁ ନେଇ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ୟୁନାଇଟେଡ୍ ଷ୍ଟେଟ୍ସ ହାଉସ୍ର ସ୍ପିକର୍ ଜନସନ୍ ମଧ୍ୟ ଟ୍ରମ୍ପଙ୍କ ବିଜୟକୁ ନେଇ ଘୋଷଣା...
ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍, ଉଚିତ ଜବାବ ଦିଆଯିବ…
ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଶନିବାର ଇରାନର ସର୍ବୋଚ୍ଚ ନେତା...
ପାକିସ୍ତାନ ଉପରେ ରାଗି ନିଆଁବାଣ ଚାଇନା, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ…
ବେଜିଂ,୩୦।୧୦: କେବଳ କଥାରେ ପାକିସ୍ତାନ-ଚାଇନା ବନ୍ଧୁ, ହେଲେ ଉଭୟଙ୍କର ବନ୍ଧୁତା କେବଳ ପରସ୍ପରଠାରୁ ଲାଭ ପାଇବା। ଭାରତ ବିରୋଧୀ ଏଜେଣ୍ଡା ହେଉଛି ଏହି ଦୁଇ ଦେଶ ମଧ୍ୟରେ ବନ୍ଧୁତାର ବଡ଼ କାରଣ। ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା...
Archives


