ହର୍ମୁଜ୍ ପ୍ରଣାଳୀ ନିକଟରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ଏପରି କାର୍ଯ୍ୟକୁ ବରଦାସ୍ତ…. ନୂଆଦିଲ୍ଲୀ,୧୪।୫: ଓମାନ ଉପକୂଳରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହାକୁ ନେଇ ଭାରତ ତୀବ୍ର କ୍ରୋଧ ପ୍ରକାଶ କରିଛି । ଏହି ଘଟଣାକୁ ଅଗ୍ରାହ୍ୟ ବୋଲି ଦର୍ଶାଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ…