Tag Archives: India

ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍ ପାଇଁ ସଂଗ୍ରାମ … ୧.୮୬ କୋଟିରେ ପହଞ୍ଚିଲା ମୂଲ୍ୟ

ନୂଆଦିଲ୍ଲୀ, ୪ା୩: ଚଳିତ ବର୍ଷ ଆଇସିସି ଟ୍ରଫି ଜିତିବା ପାଇଁ ଭାରତୀୟ ଦଳ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଚଳିତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି୨୦ ବିଶ୍ୱକପ୍ ଖେଳାଯିବ। ଏଥିରେ ଭାରତୀୟ...

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।...

ଭାରତରେ ଅଧିକ ବେରୋଜଗାରି, ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ

ନୂଆଦିଲ୍ଲୀ,୨୬।୨: ୨୦୨୨ରେ ଭାରତର ଯୁବ ବେରୋଜଗାରି ହାର ୨୩.୨୨% ଥିଲା, ଯାହାକି ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ। ଯୁବ ବେରୋଜଗାରି ହାର ପାକିସ୍ତାନରେ ୧୧.୩% ଥିବାବେଳେ ବାଂଲାଦେଶରେ ୧୨.୯% ଓ ଭୁଟାନରେ ୧୪.୪% ଥିଲା। ସେହି ବର୍ଷ ଚାଇନାରେ...

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀରେ କଂଗ୍ରେସ-ଏଏପି ମଧ୍ୟର ହେଲା ସହମତି: ରିପୋର୍ଟ

ନୂଆଦିଲ୍ଲୀ,୨୧।୨: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଏଏପି ମିଳିତ ମଞ୍ଚକୁ ନେଇ ଏକ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସୂଚନାନୁସାରେ, ଏଏପି ଦିଲ୍ଲୀର ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ଏବଂ ଏଏପି...

ଏହି ଦେଶକୁ ସଙ୍କଟରୁ ବାହାର କରିବ ଭାରତ, ସୃଷ୍ଟିହେବ ବଡ଼ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ ,୧୭।୨: ଭାରତର ଜନସଂଖ୍ୟା ବର୍ତ୍ତମାନ ଦେଶ ପାଇଁ ଏକ ବଡ଼ ଶକ୍ତି ପାଲଟିଛି। ସମଗ୍ର ବିଶ୍ୱ ପାଇଁ ଭାରତର ଶ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସାରା ବିଶ୍ୱରେ ଭାରତୀୟ ଶ୍ରମିକଙ୍କ ଚାହିଦା ବୃଦ୍ଧି ପାଉଛି। ଇସ୍ରାଏଲ ଏବଂ ଇଟାଲୀ...

ଜାଡେଜାଙ୍କ ଫିଟ୍‌ନେସ୍‌କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

ରାଜକୋଟ,୧୪।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆହତ କାରଣରୁ ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଖେଳିପାରି ନ ଥିଲେ। କିନ୍ତୁ ବର୍ତ୍ତମାନ ସେ ତୃତୀୟ ଟେଷ୍ଟରୁ ପଡ଼ିଆକୁ ଫେରିପାରିବେ। ରାଜକୋଟରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ମ୍ୟାଚ...

ଇଂଲଣ୍ଡ ଠାରୁ ହାରିବା ପରେ ର଼୍ୟାଙ୍କିଙ୍ଗରେ ବାଂଲାଦେଶ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨୯ା୧: ହାଇଦ୍ରାବାଦରେ ଇଂଲଣ୍ଡ ଠାରୁ ଟେଷ୍ଟ ମ୍ୟାଚ୍ ହାରିବା ପରେ ଭାରତ ସର୍ବଶେଷ ଡବ୍ଲୁଟିସି ର଼୍ୟାଙ୍କିଙ୍ଗରେ ବାଂଲାଦେଶଠାରୁ ତଳକୁ ଖସି ଯାଇଛି। ୨୮ ଜାନୁଆରୀ ରବିବାର ଦିନ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସିରିଜର ଓପନିଂ ଟେଷ୍ଟ ମ୍ୟାଚ୍ ଜିତିବା...

ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ଅନୁମତି ଦେଲେ ସରକାର, ୬୦ ବର୍ଷରେ ପ୍ରଥମ

ନୂଆଦିଲ୍ଲୀ,୨୭।୧: ଭାରତୀୟ ଟେନିସ ଟିମ୍ ଡେଭିସ୍ କପ୍ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ। ପ୍ରାୟ ୬୦ ବର୍ଷ ପରେ ଭାରତୀୟ ଦଳ ଡେଭିସ୍ କପ୍ ମ୍ୟାଚ୍ ପାଇଁ ପାକିସ୍ତାନ ଯିବାକୁ ଯାଉଛି। ଭାରତ ସରକାର ଏଥିପାଇଁ ପାକିସ୍ତାନ ଯିବାକୁ ଅନୁମତି...

କାନାଡା ନିର୍ବାଚନରେ ଭାରତର ହସ୍ତକ୍ଷେପ, ତଦନ୍ତ ବ୍ୟାପକ କଲେ ଟ୍ରୁଡୋ

ନୂଆଦିଲ୍ଲୀ,୨୬।୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଗତ କିଛି ମାସ ହେଲା ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗିରହିଥିବାବେଳେ ୨୦୧୯ ଏବଂ ୨୦୨୧ରେ ହୋଇଥିବା କାନାଡା ସାଧାରଣ ନିର୍ବାଚନରେ ଭାରତ ହସ୍ତକ୍ଷେପ...

ଶେଷ ଓଭରରେ ୩୬ ରନ୍: ଆଫଗାନିସ୍ଥାନ ବୋଲରଙ୍କୁ ଧୋଇଲେ ରୋହିତ-ରିଙ୍କୁ ସିଂ

ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ମାତ୍ର ୨୨ ରନରେ ଚାରିଟି ୱିକେଟ୍ ହରାଇ ବିପଦରେ ପଡିଥିବା ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ଅଧିନାୟକ ରୋହିତ ଶର୍ମା...

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଗର୍ଜିଲେ ରୋହିତ-ରିଙ୍କୁ ସିଂ, ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩

ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ଖରାପ ଆରମ୍ଭ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଏବଂ ରିଙ୍କୁ ସିଂ ଚମତ୍କାର ବ୍ୟାଟିଂ କରି ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩ ରନର ବିଜୟ ଲକ୍ଷ୍ୟ...

ସବୁକିଛି ମୋ ନିୟନ୍ତ୍ରଣରେ ନାହିଁ… ଟି-୨୦ରୁ ବାଦ୍‌ ପଡ଼ିବା ପରେ ମୁହଁ ଖୋଲିଲେ ଆୟର

ନୂଆଦିଲ୍ଲୀ,୧୬।୧୨: ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ବର୍ତ୍ତମାନ ଟି-୨୦ ଦଳର ଅଂଶ ନାହଁାନ୍ତି। କୁହାଯାଉଛି ଯେ, ଆୟର ୨୦୨୪ ଟି-୨୦ ବିଶ୍ୱକପରେ ଖେଳୁଥିବା ଦେଖାଯିବ ନାହିଁ। ସେ ବର୍ତ୍ତମାନ ଇଂଲଣ୍ଡ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri