Tag Archives: India

Blackout Exercise କ’ଣ? ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ କାହିଁକି ଏହା କରୁଛନ୍ତି ଭାରତୀୟ ସେନା, ଯୁଦ୍ଧ ହେଲେ…

ନୂଆଦିଲ୍ଲୀ,୫।୫: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛିି। ଏପରି ସମୟରେ ପଞ୍ଜାବରେ ଫିରୋଜପୁର କ୍ୟାଣ୍ଟ ବୋର୍ଡ ମେ’ ୪ ମଇ ସାରେ ଏକ ୩୦ ମିନିଟ ‘ବ୍ଲାକଆଉଟ’ ଅଭ୍ୟାସ କରିଥିଲା। ଏମିତିରେ…

ହେବ ନାହିଁ କି ଯୁଦ୍ଧ! ଭାରତର ମିତ୍ର ଦେଶ ନିକଟରେ ପହଞ୍ଚି ଫୁସୁଲାଇଲାଣି ପାକିସ୍ତାନ, ଉଠାଇଲାଣି ତାସକେଣ୍ଡ କଥା

ଇସଲାମାବାଦ,୫।୫: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ଉତ୍ତେଜନା ହ୍ରାସ କରିବା ପାଇଁ ମସ୍କୋରେ ଥିବା ପାକିସ୍ତାନର ରାଷ୍ଟ୍ରଦୂତ ରୁଷିଆର ସାହାଯ୍ୟ ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ସାକ୍ଷାତକାରରେ,…

ବଡ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନରୁ ସବୁ ଆମଦାନୀ ବନ୍ଦକଲା ଭାରତ, ମେଲ୍‌, ପାର୍ସଲ ବି ବନ୍ଦ…

ନୂଆଦିଲ୍ଲୀ,୪ା୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ିଚାଲିଥିବାବେଳେ କେନ୍ଦ୍ର ସରକାର ସେଠାରୁ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିସହ ପାକିସ୍ତାନରୁ ଆସୁଥିବା ମେଲ୍‌ ଓ ପାର୍ସଲଗୁଡ଼ିକୁ ମଧ୍ୟ ବନ୍ଦ…

୩ ମେ’, ୩ ନିଷ୍ପତ୍ତି…, ପ୍ରତିବନ୍ଧ ମାଡ଼ରେ ପାକିସ୍ତାନରେ ହାହାକାର

ଇସଲାମାବାଦ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, POKରେ ପାକିସ୍ତାନୀ ଆତଙ୍କବାଦୀ ଏବଂ ସେନାର ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ନିଶ୍ଚିତ ଭାବରେ ଘଟିବ କାରଣ ଭାରତୀୟ ସେନା ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ପିଓକେରେ…

‘ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ…’, ଏମିତି ଧମକ ପରେ ହାତ ଝାଡି ଦେଉଛନ୍ତି ବାଂଲାଦେଶର ୟୁନୁସ ସରକାର

ଢାକା,୩।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ, ବାଂଲାଦେଶରୁ ମଧ୍ୟ ଲଗାତାର ତୀବ୍ର ପ୍ରତିକ୍ରିୟା ଆସୁଛି। ମହମ୍ମଦ ୟୁନୁସଙ୍କ ପରେ, ଜଣେ ଅବସରପ୍ରାପ୍ତ ବାଂଲାଦେଶୀ ସେନା ଅଧିକାରୀ ମଧ୍ୟ ‘ଚିକେନ ନେକ’ ଉପରେ ଆକ୍ରମଣ କରି ଉତ୍ତର ପୂର୍ବ…

ପାକିସ୍ତାନ-ଚାଇନାର ସିକ୍ରେଟ ଡିଲ ଦେଖି ଭାରତ ପଡ଼ିଲାଣି ଚିନ୍ତାରେ! ରୁଷିଆ S-400 ମିଶାଇଲ ସିଷ୍ଟମର ଡାଟା ଶେୟାର କରିବ ଡ୍ରାଗନ?

ନୂଆଦିଲ୍ଲୀ,୩।୫: ଭାରତର ସୁରକ୍ଷା ରଣନୀତିରେ S-400 କ୍ଷେପଣାସ୍ତ୍ର ପ୍ରଣାଳୀକୁ ଏକ ନିର୍ଣ୍ଣାୟକ ଅସ୍ତ୍ର ଭାବରେ ଦେଖାଯାଏ। ରୁଷିଆରୁ କିଣାଯାଇଥିବା ଏହି ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା ପ୍ଲାଟଫର୍ମକୁ ଭାରତ ବିଶେଷ ଭାବରେ ଚାଇନା ଏବଂ ପାକିସ୍ତାନର ସମ୍ଭାବ୍ୟ ଆକାଶ ମାର୍ଗର ଆକ୍ରମଣକୁ ରୋକିବା ପାଇଁ…

ଚାଇନାକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ, ଭାରତର ବଢିଲା ଟେନଶନ! କରିଛି ହାଇଜ୍ୟାକ୍‌…

ୱାଶିଂଟନ, ୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରି କହିଛନ୍ତି ଯେ ଆଫଗାନିସ୍ତାନର ବାଗରାମ ବିମାନ ଘାଟି ବର୍ତ୍ତମାନ ଚାଇନା ଅଧୀନରେ ରହିଛି। ମଇ ୧ ତାରିଖରେ ୱାଶିଂଟନରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏକଥା କହିଛନ୍ତି। ସେ…

ପୁଣି ଧମକାଇଲା ପାକିସ୍ତାନ, କହିଲା ସିନ୍ଧୁ ନଦୀରେ ରକ୍ତ ବୁହାଇବୁ, Bilawal Bhuttoଙ୍କ ଯୁଦ୍ଧ ଧମକୁ ନେଇ ଚର୍ଚ୍ଚା

ଇସଲାମାବାଦ,୨।୫: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ପାକିସ୍ତାନରେ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି। ସେ…

ପାକିସ୍ତାନକୁ ଲାଗିବ ଆଉ ଏକ ବଡ଼ ଝଟକା! ଏବେ IMFରୁ ଋଣ ମିଳିବାକୁ ନେଇ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୨।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଆହୁରି ତିକ୍ତତା ଦେଖାଦେଇଛି। ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛି। ଯାହା ଯୋଗୁ ପାକିସ୍ତାନ ଏବେ ଖୁବ ରାଗିଯାଇଛି। ଏବେ ବିଶ୍ୱାସ କରାଯାଉଛି ଯେ…

ପାକିସ୍ତାନକୁ ଡବଲ ଆର୍ଥିକ ଝଟକା ଦେବ ଭାରତ, ଚାଲିଛି ଯୋଜନା

ନୂଆଦିଲ୍ଲୀ, ୨।୫: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସୀମାପାର ଆତଙ୍କବାଦ ପାଇଁ ସମର୍ଥନକୁ ରୋକିବା ଲାଗି ପାକିସ୍ତାନ ଉପରେ ଦୁଇଟି ଆର୍ଥିକ ଝଟକା ଦେବାକୁ ଯୋଜନା କରୁଛି। ସୂତ୍ର ଅନୁସାରେ, ଭାରତ ପାକିସ୍ତାନକୁ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)…

ଜବାବ ଦେଉଛି INDIA! ପାକିସ୍ତାନ ପାଇଁ ବନ୍ଦ କଲା ଏୟାରସ୍ପେସ୍‌, ଟିକିଏ ଭୁଲ୍‌ କଲେ ଫସିବ…

ନୂଆଦିଲ୍ଲୀ,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ସପ୍ତାହ ପରେ ଭାରତ ଏକ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ) ଜାରି କରିଛି। ଏଥିରେ ପାକିସ୍ତାନ ଦ୍ୱାରା ପଞ୍ଜିକୃତ, ପରିଚାଳିତ କିମ୍ବା ଲିଜ୍‌ ନେଇଥିବା ସମସ୍ତ ବିମାନ, ବାଣିଜି୍ୟକ ବିମାନ ଏବଂ ସାମରିକ ବିମାନ…

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା: କହିଲା – ‘ସାରା ବିଶ୍ୱ ଦେଖୁଛି’

ଓ୍ବାଶିଂଟନ୍‌,୩୦।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭୟରେ ଅଛି। ସେ ଭାରତର ପରବର୍ତ୍ତୀ ପଦକ୍ଷେପକୁ ଭୟ କରୁଛନ୍ତି। ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?