Tag Archives: India

ଚାଇନା, ପାକିସ୍ତାନ, ବାଂଲାଦେଶର ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ ଯୋଜନା: ଭାରତକୁ ଦୁର୍ବଳ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୬: ଚାଇନା, ପାକିସ୍ତାନ ଓ ବାଂଲାଦେଶ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)କୁ ବଦଳାଇବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ଇସଲାମାବାଦ ଓ…

ପୁଣି ପାକିସ୍ତାନକୁ ପାନେ ଦେବ ଭାରତ: ପଡ଼ୋଶୀ ଦେଶର ଚାଲ୍‌କୁ ବିଫଳ କରିବାବୁ ସମସ୍ତ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,୩୦।୬: ଭାରତ ଜୁଲାଇ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଭାପତି ପଦ ପାଇବାକୁ ଯାଉଛି ଏବଂ ଏହା ସହିତ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଭୂମିକା ଏବଂ ପ୍ରଭାବକୁ ଆହୁରି ମଜଭୁତ କରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି।…

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି ନେଲା ଏତେ ବଡ଼ ନିଷ୍ପତ୍ତି…

ଢାକା/ନୂଆଦିଲ୍ଲୀ,୨୮।୬: ଭାରତ ବାଂଲାଦେଶରୁ ଝୋଟ ଏବଂ ଫାଇବର ଉତ୍ପାଦ ଆମଦାନୀକୁ ତୁରନ୍ତ ପ୍ରଭାବରୁ ନିଷେଧ କରିଛି। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସାମଗ୍ରିକ ସମ୍ପର୍କରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ସୂତ୍ର ଅନୁଯାୟୀ, ଶନିବାର (ଜୁନ ୨୮, ୨୦୨୫) କୁହାଗଲା…

ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର; ସୀମା ଆରପଟୁ ଆରମ୍ଭ କଲା…

ଇସଲାମାବାଦ,୨୭।୬: ସୁଧୁରୁନି ପାକିସ୍ତାନ। ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛି। ସଦ୍ୟ ସୂଚନା ମୁତାବକ ପାକିସ୍ତାନରେ ଅପରେସନ ସିନ୍ଦୂର ଯୋଗୁ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ରଗୁଡ଼ିକ ଏବେ ପୁନଃର୍ନିମାଣ କରାଯାଉଛି। ଏହି…

ଚାଇନା ପ୍ରତିରକ୍ଷାମନ୍ତ୍ରୀଙ୍କୁ ୪ ଉପଦେଶ ସହ, ମଧୁବନି ପେଟିଂ ଉପହାର ଦେଲେ ରାଜନାଥ

ବେଜିଂ,୨୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ଚାଇନାରେ ଅଛନ୍ତି। ସେ ଚାଇନାର କ୍ୱିଂଡାଓରେ ଅନୁଷ୍ଠିତ SCOର ଏକ ବୈଠକରେ ଯୋଗଦେବାକୁ ଆସିଛନ୍ତି। ଗସ୍ତର ଶେଷ ଦିନ ଅର୍ଥାତ ଶୁକ୍ରବାର, ରାଜନାଥ ସିଂହ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡଙ୍ଗ ଜୁନଙ୍କୁ…

ୟୁନୁସ ସରକାରଙ୍କ ଉପରେ ଦୋଷ ଝାଡ଼ିଲା ଭାରତ: ସିଧା ଦେଲା ଧମକ

ନୂଆଦିଲ୍ଲୀ/ଢାକା,୨୭।୬: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ଦୁର୍ଗା ମାତା ମନ୍ଦିରରେ ଭଙ୍ଗାରୁଜାର ଏକ ଘଟଣା ସାମ୍ନାକୁ ଆସିଛି। ଭାରତ ଏହି ମାମଲାରେ କଡ଼ା ଆପତ୍ତି କରିଛି। ବୈଦେଶିକ ମନ୍ତ୍ରଣାଳୟ ମନ୍ଦିର ଭଙ୍ଗାରୁଜାକୁ ସମାଲୋଚନା କରିଛି ଏବଂ ଏଥିପାଇଁ ବାଂଲାଦେଶ ସରକାରଙ୍କୁ…

ଭାରତର ୨୦୩୬ ଅଲିମ୍ପିକ୍ସ ଆଶା ସ୍ଥଗିତ: ନୂତନ ଆଇଓସି ଅଧ୍ୟକ୍ଷ ନିଲାମ ପ୍ରକ୍ରିୟାକୁ ବନ୍ଦ କଲେ

ନୂଆଦିଲ୍ଲୀ, ୨୭ା୬: ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାର ସ୍ୱପ୍ନକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ନୂତନ ଅଧ୍ୟକ୍ଷ କିର୍ଷ୍ଟି କୋଭେଣ୍ଟ୍ରି ଅଲିମ୍ପିକ୍ସ ଆୟୋଜକ ସହର ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ଏବଂ ଏହାର ସମୀକ୍ଷା…

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତକୁ ‘ଜସପ୍ରିତ ବୁମରା ଝଟକା’, ଏହି ବୋଲରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ, ୨୭ା୬: ଇଂଲଣ୍ଡ ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଭାରତର ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରା ଏଡଜବାଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ…

ମହାକାଶରେ ପହଞ୍ଚିବାପରେ ପ୍ରଥମଥର ଭିଡିଓ କଲ୍‌ କଲେ ଶୁଭାଂଶୁ: କହିଲେ, ପିଲାଙ୍କ ଭଳି ଚାଲିବା ଶିଖିବି

ନୂଆଦିଲ୍ଲୀ,୨୬।୬: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚିବା ମାତ୍ରେ ଏକ ଭିଡିଓ କଲ କରିଥିଲେ। ସେ ଦେଶକୁ ନମସ୍ତେ କହିଥିଲେ ଏବଂ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ। ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର…

SCO ସମ୍ମିଳନୀରେ ଏମିତି କ’ଣ ଘଟିଲା, ରାଗିଗଲା ଭାରତ: ଘୋଷଣାପତ୍ରରେ କଲାନି ଦସ୍ତଖତ

ବେଜିଂ,୨୬।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବର୍ତ୍ତମାନ SCOର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ପାଇଁ ଚାଇନାର କ୍ୱିଂଡାଓ ସହରରେ ଅଛନ୍ତି। ସେ SCO ଘୋଷଣାପତ୍ରରେ ସ୍ବାକ୍ଷର କରିବାକୁ ମନା କରିଦେଇଛନ୍ତି। ସୂତ୍ର ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ SCO ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତକୁ ଜୋରଦାର ଝଟ୍‌କା, ସୀମାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭାରତକୁ ବଡ଼ ଝଟ୍‌କା ଦେଇଛି। ଏହି ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କୁ ପ୍ରଭାବିତ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନ ଦେଇ ଯାଉଥିବା ଚାଉଳ ରପ୍ତାନି ବନ୍ଦ…

ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର

ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି। ଏକ ବିବୃତିରେ, ଏମଇଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri