Tag Archives: icc

ICCର ଜବାବ ପରେ ହିଁ ପରବର୍ତ୍ତି ପଦକ୍ଷେପ ନେବ ବାଂଲାଦେଶ, T20 World Cup 2026 ଉପରେ ଏବେବି ସସପେନ୍ସ

ନୂଆଦିଲ୍ଲୀ,୬।୧: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ୭, ୨୦୨୬ ରେ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବାଂଲାଦେଶ କ୍ରିକେଟ ବୋର୍ଡ…

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବିଚାର କରିପାରେ।…

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ ମହାତ୍ରେ ନେବେ, ଏବଂ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଏହି ଦଳର ଅଂଶ। ଡିସେମ୍ବର ୧୪ରେ…

ICC ଘୋଷଣା କଲା ମହିଳା କ୍ରିକେଟ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ‘ଟିମ ଅଫ ଦ ଟୁର୍ନାମେଣ୍ଟ’, ଅଧିନାୟିକା ହରମନପ୍ରୀତ କୌରଙ୍କୁ ଅଣଦେଖା କରି…

ନୂଆଦିଲ୍ଲୀ,୪।୧୧: ICC ମହିଳା ବିଶ୍ୱକପ ୨୦୨୫ ପାଇଁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦଳ ଘୋଷଣା କରିଛି। ଏହି ଦଳରେ ଟାଇଟଲ ବିଜେତା ଭାରତୀୟ ମହିଳା ଦଳର ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଉପବିଜେତା ଦକ୍ଷିଣ ଆଫ୍ରିକା ଦଳର ତିନି ଜଣ ଖେଳାଳି…

ଆଫଗାନିସ୍ତାନରେ କ୍ରିକେଟରଙ୍କ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ନେବ କି ICC? ଦୁଃଖ ପ୍ରକାଶ କଲେ ଜୟ ଶାହା

ନୂଆଦିଲ୍ଲୀ,୧୮।୧୦: ଅକ୍ଟୋବର ୧୭ ତାରିଖ ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ପାକିସ୍ତାନ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ତିନି ଜଣ ସ୍ଥାନୀୟ କ୍ରିକେଟରଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଜୟ ଶାହା…

BCCIର ବଡ଼ ଅଭିଯୋଗ, ଟିମ ଇଣ୍ଡିଆର ପଦକ-ଟ୍ରଫି ସବୁ ‘ଚୋରି’ କରି ନେଇଛନ୍ତି ନକଭି

ଦୁବଇ,୨୯।୯: ଭାରତୀୟ କ୍ରିକେଟ ଦଳ ୨୦୨୫ ଏସିଆ କପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ତିଲକ ବର୍ମାଙ୍କ ପ୍ରଭାବଶାଳୀ ଏବଂ ସ୍ମରଣୀୟ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ରେକର୍ଡ ୯ମ ଥର ପାଇଁ ଏସିଆ…

ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ICC: ରିପୋର୍ଟ

ଦୁବାଇ,୧୮ା୯: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିରୋଧରେ ଏସିଆ କପରେ ଏକାଧିକ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ବିଚାର କରୁଛି। ବୁଧବାର ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ ପୂର୍ବରୁ ପିସିବି ମ୍ୟାଚ ରେଫରୀ ଆଣ୍ଡି…

PCBକୁ ICCର ଶକ୍ତ ଧକ୍କା, ପାକିସ୍ତାନ ଏବେ କରିବ କ’ଣ?

ନୂଆଦିଲ୍ଲୀ,୧୬।୯: ଏସିଆ କପ ୨୦୨୫ରେ ‘ହ୍ୟାଣ୍ଡସେକ ନାହିଁ’ ବିବାଦ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଦାବିକୁ ICC ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। PCB ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବା ପାଇଁ ଦାବି କରିଥିଲା, କିନ୍ତୁ ICC…

BCCI କୁ ବଡ ଝଟକା: ଆଗାମୀ ୭ ବର୍ଷ ପାଇଁ ଭାରତରେ ହେବନାହିଁ ICC ର ଏହି ଟୁର୍ଣ୍ଣାମେଣ୍ଟ

ଦୁବାଇ, ୨୦।୭: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛି ଯେ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲ ୨୦୩୧ ପର୍ଯ୍ୟନ୍ତ ଇଂଲଣ୍ଡରେ ହିଁ ଆୟୋଜିତ ହେବ। ଇଂଲଣ୍ଡ ଆଣ୍ଡ ଓ୍ଵେଲସ କ୍ରିକେଟ ବୋର୍ଡ (ଇସିବି)…

୪୮ ଘଣ୍ଟାରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଲାଗିଲା ଆଉ ଏକ ବଡ଼ ଝଟ୍‌କା, ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ… 

ନୂଆଦିଲ୍ଲୀ,୨୯।୬: ବାରବାଡୋସର ବ୍ରିଜଟାଉନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜକୁ ୧୫୯ ରନରେ ପରାସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି। ଏହି ଟେଷ୍ଟ ମ୍ୟାଚରେ ଅନେକ ବିବାଦୀୟ ନିଷ୍ପତ୍ତି ହୋଇଥିଲା, ଯାହା ୱେଷ୍ଟଇଣ୍ଡିଜ…

୪ ଦିନିଆ ଟେଷ୍ଟ ମ୍ୟାଚ୍ ପାଇଁ ଯୋଜନା କରୁଛି ICC: ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ପାଇଁ ଅଲଗା ନିୟମ

ଲଣ୍ଡନ, ୧୭।୬: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଚକ୍ରରେ ଛୋଟ କ୍ରିକେଟ ଖେଳୁଥିବା ଦେଶମାନଙ୍କ ପାଇଁ ୪ ଦିନିଆ ଟେଷ୍ଟ ମ୍ୟାଚ୍‌କୁ ଅନୁମୋଦନ ଦେବାକୁ ପ୍ରସ୍ତୁତ ହେଉଛି। ତେବେ, ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ…

ଷ୍ଟାଡିୟମ୍‌ରେ ଢକ ଢକ କରି ମଦ ପିଇଲେ ଏହି କ୍ରିକେଟର୍‌: ଭିଡିଓ ଭାଇରାଲ୍‌ ହେବାପରେ…

ନୂଆଦିଲ୍ଲୀ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପଡ଼ିଆରେ ହିଁ ସେଲିବ୍ରେଶନ କରିଥିଲା। ଦଳର ଅଧିନାୟକ ଟେମ୍ବା ବାଭୁମା ସମ୍ପୂର୍ଣ୍ଣ ସମୟ ପାଇଁ ବିଜୟୀ ଟ୍ରଫି ନିଜ ପାଖରେ ରଖିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?