ଆମେରିକାକୁ ପଛରେ ପକାଇ ଆଗକୁ ଗଲା ଭାରତ, ପାଲଟିଲା ‘ଗ୍ଲୋବାଲ ପାଓ୍ବାର ହାଉସ’ ନୂଆଦିଲ୍ଲୀ,୩୦।୪: ଭାରତ ସମ୍ପ୍ରତି ଶକ୍ତି କ୍ଷେତ୍ରରେ ଏକ ସଫଳତା ହାସଲ କରିଛି ଯାହା ସମଗ୍ର ବିଶ୍ୱକୁ, ବିଶେଷକରି ଆମେରିକାକୁ ଆଶ୍ଚର୍ଯ୍ୟ କରିଛି। ଭାରତ ଏହାର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ କରୁଥିବା ବେଳେ, ସୌରଶକ୍ତିରେ ବିଶ୍ୱର ଏକ ନେତା ହେବା ଆଡ଼କୁ…