Tag Archives: Fursat

Video: ହରିଣ ଛୁଆକୁ ମା’ ଭଳି ସ୍ନେହ କରୁଛି ଚିତାବାଘ, ଭାବବିହ୍ବଳ କରୁଛି ଦୃଶ୍ୟ

ଜଙ୍ଗଲର ମାଂସାହାରୀ ପ୍ରାଣୀ ମଧ୍ୟରୁ ଚିତାବାଘ ଗୋଟିଏ। ହରିଣ, ମୃଗ ଭଳି ଛୋଟ ପଶୁଙ୍କୁ ଶିକାର କରି ଏହା ପେଟ ପୁରାଇ ଥାଏ। ହେଲେ ଏହି ମାଂସାହାରୀ ପ୍ରାଣୀକୁ କେବେ କେଉଁ ଜନ୍ତୁଙ୍କୁ ସ୍ନେହ କରୁଥିବା ଦେଖିଛନ୍ତି କି? ହୁଏତ ନା।…

Video: ନିଶାରେ ଟଳମଳ ହୋଇ ବି ଟ୍ରାଫିକ୍‌ ନିୟମ ମାନିଲେ ଏହି ବ୍ୟକ୍ତି, ଭିଡିଓ ଦେଖି…

ସୋସିଆଲ ମିଡିଆରେ ମଦ୍ୟପମାନଙ୍କୁ ନେଇ ଅନେକ ଭିଡିଓ ଦେଖିଥାଇପାର, ହେଲେ କେବେ ନିଶାରେ ଥାଇ ବି ଟ୍ରାଫିକ୍‌ ନିୟମ ପାଳନ କରୁଥିବା ଦେଖିଛନ୍ତି। ହୁଏତ ନା, ଆଜି ଆମେ ଆପଣଙ୍କୁ ସେଭଳି କିଛି ଭିଡିଓ ଦେଖାଇବୁ। ଏବେ ତାହା ବେଶ ଭାଇରାଲ…

ଯୁବତୀଙ୍କୁ ସ୍କୁଟି ଚଳାଉଥିବା ଦେଖି ହାତୀ ବି ଡରିଗଲା, ବାଟେ ବାଟେ ଜଙ୍ଗଲକୁ ଧାଇଁଲା…

ପୃଥିବୀପୃଷ୍ଠର ବିଶାଳକାୟ ପଶୁଙ୍କ ମଧ୍ୟରୁ ହାତୀ ଅନ୍ୟତମ। ଜଙ୍ଗଲର ରାଜା ସିଂହ ବି ଏହାର ସାମ୍ନାକୁ ଆସିବାକୁ ସାହସ କରନ୍ତି ନାହିଁ। ହେଲେ ଯଦି କେବେ ହାତୀ ସ୍କୁଟିରେ ଯାଉଥିବା ଯୁବତୀକୁ ଦେଖି ଡରିଯାଏ, ଆପଣ ବିଶ୍ୱାସ କରିବେ ତ। ଏବେ…

Video: ଚଳନ୍ତା ବାଇକ୍‌ରେ ଖୁଲମ୍‌ଖୁଲ୍ଲା ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ, ବସ୍‌ ଡ୍ରାଇଭର କରିଦେଲେ ଏଭଳି କାରନାମା

ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆଜିକାଲି ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଯେପରି ତାଙ୍କର ମାନ ସମ୍ମାନ ଚାଲିଗଲେ ବି କିଛି ପରବାଏ ନାହିଁ। ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ପ୍ରେମୀଯୁଗଳ ଚଳନ୍ତା ବାଇକ୍‌ରେ ରୋମାନ୍ସ…

ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍‌- ଫୂର୍ତ୍ତିକୁ ଦେଖିଲେ…

କୁହାଯାଏ ଯୁବାବସ୍ଥାରେ ହିଁ ମଣିଷ ଅଧିକ ଆକ୍ଟିଭ ରୁହନ୍ତି। କଠିନରୁ କଠିନ କାମ କରିପାରନ୍ତି। ଦୌଡା ଦୌଡି, ଡିଆଁଡେଇଁ ସବୁ କରିପାରନ୍ତି। ହେଲେ ବୟସ ବଢିବା ସହ ଶରୀରର ବଳ କମିବାକୁ ଲାଗେ। ବିଭିନ୍ନ ପ୍ରକାରର ରୋଗ ମାଡିବସେ। ବସିବା ଉଠିବା…

ଇଜ୍ୟା ପାଇଁ ପରିଚିତା ପାରମିତା

ସ୍କୁଲ ବୟସରୁ ହିଁ ସେ ଗପ, କବିତା ଲେଖିବା ଆରମ୍ଭ କରିଥିଲେ। ପରେ ପରେ ଓଡ଼ିଆ ଓ ହିନ୍ଦୀ ଭାଷାରେ କବିତା ଲେଖିବା ସହ ଅନୁବାଦ ବି କଲେ। ସେ ହେଲେ ପାରମିତା ଷଡ଼ଙ୍ଗୀ। ମା’ କବିତା ଷଡ଼ଙ୍ଗୀ ଓ ପିତା…

Video: ଚାଇନାରେ କିଭଳି ହୋଇଥାଏ ରିକ୍ସା, ଦେଖିଲେ ଚକିତ ହେବେ…

ବିଶ୍ୱର ପ୍ରତିଟି ଦେଶର ନିଜ ସଂସ୍କୃତି ଏବଂ ଭାଷା ରହିଛି। ସେଠାକାର ବାସିନ୍ଦାଙ୍କ ଜୀବନ ଜିଇଁବାର ପଦ୍ଧତି ବି ନିଆରା। ଗାଡ଼ି ମୋଟରଠାରୁ ଆରମ୍ଭ କରି ଖାଦ୍ୟପେୟ, ପୋଷାକ ପରିଧାନ ଆଦିରେ ସେସବୁର ଝଲକ ଦେଖିବାକୁ ମିଳେ। ଏଭଳି ଏକ ଘଟଣାକ୍ରମରେ…

ଏପ୍ରିଲ ୮ରେ ଲୁଚିଯିବେ ସୂର୍ଯ୍ୟ, ଦିନରେ ହେବ ରାତିର ଭ୍ରମ!

ନୂଆଦିଲ୍ଲୀ,୫।୩: ଚଳିତ ବର୍ଷ ଦୃଶ୍ୟମାନ ହେବ ଏକ ବିରଳ ମହାଜାଗତିକ ଦୃଶ୍ୟ। ମାର୍ଚ୍ଚ ୮ରେ ପୃଥିବୀବାସୀ ଦେଖିବେ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଏହି ସମୟରେ ପରାଗ ସମ୍ପୂଣ୍ଣ ଭାବେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ।…

ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ କରିବାକୁ ଯାଉଥିବା ଏହି ପଣ୍ଡିତଜଣଙ୍କ କିଏ? ନିଅନ୍ତି କେତେ ପାଉଣା…

ବିବାହ ବନ୍ଧନରେ ଆବଦ୍ଧ ହେବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ ସେ। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଗୁଜରାଟ ଜାମନଗରରେ ପ୍ରି-ଓ୍ବେଡିଂ ସେଲିବ୍ରେଶନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତନାମା…

ଓ୍ବେବ୍‌ ସିରିଜ ଦେଖିବା ବହୁତ ପସନ୍ଦ କି? କହିଲେ ଦେଖି ‘OTT’ର ଫୁଲଫର୍ମ…

ବର୍ତ୍ତମାନ ସମୟରେ ଓ୍ବେବ୍‌ସିରିଜ ଦେଖିବା ଏକପ୍ରକାର ନିଶାରେ ପରିଣତ ହେଲାଣି। କେହି କେହି ରାତିସାରା ଅନିଦ୍ରା ରହିବି ସମସ୍ତ ଏପିସୋଡ ଶେଷ କରିବାର ଜିଦ୍‌ ରଖିଥାନ୍ତି। ତେବେ ଆପଣ ବହୁଳ ବ୍ୟବହାର କରୁଥିବା ‘ଓଟିଟି’ର ଫୁଲଫର୍ମ କ’ଣ ଜାଣନ୍ତି କି? ଏକଦା…

ବିଦେଶରେ ସଫଳତା ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ

ନୂଆଦିଲ୍ଲୀ: ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ। ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଝିଅ ବିଦେଶରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ନିଜ ପିତାଙ୍କୁ ଧନ୍ୟବାଦ ଦେଇଛନ୍ତି।…

ଆଜି ବିରଳ ପରିଦୃଷ୍ଟ ରୋଗ ଦିବସ

ପ୍ରତିବର୍ଷ ଫେବୃଆରୀ ଶେଷ ଦିନ (ଚଳିତ ବର୍ଷ ଫେବୃଆରୀ ୨୯ ତାରିଖ)କୁ ‘ବିରଳ ପରିଦୃଷ୍ଟ ରୋଗ ଦିବସ’ ଭାବରେ ପାଳନ କରାଯାଇଥାଏ। ଅନେକ ରୋଗ ଅଛି, ଯାହା ଖୁବ୍‌ କମ୍‌ ସଂଖ୍ୟାରେ ପରିଲକ୍ଷିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?