Tag Archives: Fursat

Video: ଢୋଲର ତାଳେତାଳେ କୁକୁର ଗାଉଛି ଗୀତ, ସ୍ବର ସାଙ୍ଗକୁ ଲୟ ଦେଖିଲେ ହେବେ ଚକିତ

ଆଜିକାଲି ସମୟରେ ସୋସିଆଲ ମିଡିଆ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଛି। ପ୍ରତ୍ୟେହ ଇଣ୍ଟରନେଟରେ ମଜାଦାର ନଚେତ ଚକିତ କଲାଭଳି ଭିଡିଓ ଭାଇରାଲ ହେଉଛି। ଏହି କ୍ରମରେ ଏବେ ଏକ କୁକୁର ଚର୍ଚ୍ଚାରେ ରହିଛି। ଭାବୁଥିବେ କେଉଁଥିଲାଗି। ତେବେ କୁକୁରଟି ଗୀତ ଗାଉଥିବା…

ପ୍ରେମିକାଙ୍କ ଉପରେ ଭରସା କରି ଫସିଲେ, ଯୁବକଙ୍କ ଗୋଡ଼ ଭାଙ୍ଗିଲା; ଭିଡିଓ ଦେଖିଲେ…

ପ୍ରେମିକାଙ୍କ ଉପରେ ବିଶ୍ୱାସ କରିବା ପଡ଼ିଲା ମହଙ୍ଗା। ଯୁବକଙ୍କ ଭାଙ୍ଗିଲା ଆଣ୍ଠୁ। କିଛି ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଅନେକେ ‘ବିଶ୍ୱାସ କରି ଭୁଲ୍‌ କରିଦେଲ’ ବୋଲି ପ୍ରତିକ୍ରିୟା ରଖୁଛନ୍ତି। ଭିଡିଓରେ ଦେଖିବେ, ଜଣେ…

Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍‌ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ…

ବସ୍‌ରେ ଯାତ୍ରା କରିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଯାତ୍ରା ସମୟରେ ଝରକା ପାଖ ସିଟ୍‌ ମିଳୁ ବୋଲି ଚାହିଁଥାନ୍ତି। କାରଣ ସେଠାରେ ବାହାରର ଦୃଶ୍ୟ ସାଙ୍ଗକୁ ଖୋଲା ପବନ ମୁହଁରେ ବାଜିବା ଅପୂର୍ବ ଆନନ୍ଦ ଦେଇଥାଏ। ହେଲେ ଏବେ ସୋସିଆଲ…

Video: ଗଛରେ ଝୁଲୁଛି ବିଶାଳକାୟ ଅଜଗର; ଦେଖିଲେ ଲାଗିବ ଭୟ…

ଗଛରେ ଝୁଲିଛି ବିଶାଳକାୟ ଅଜଗର। ଯିଏ ଦେଖୁଛି ଭୟରେ ଥରୁଛି। କିଛି ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଖିଆଗକୁ ଯେଉଁ ଦୃଶ୍ୟ ଆସୁଛି ତା’ ଉପରେ ବିଶ୍ୱାସ କରିହେଉନାହିଁ। ଏଯାବତ ହଜାର ହଜାର ଲୋକେ ଏହାକୁ…

ହୋମ୍‌ଓ୍ବାର୍କ କାହିଁକି କରିନାହଁ ବୋଲି ପଚାରିଲେ ଶିକ୍ଷକ, ଜବାବରେ କୁନି ଛାତ୍ରଜଣଙ୍କ ଯାହା କହିଲେ ଶୁଣିଲେ ମୁଣ୍ଡରେ ଦେବେ ହାତ…

ସୋସିଆଲ ମିଡିଆରେ ପ୍ରତ୍ୟହ କିଛି ନା କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯାହା ବେଶ ମଜାଦାର ହୋଇଥାଏ। ଏବେ ସେଭଳି ଏକ ଭିଡିଓରେ କୁନି ଛାତ୍ରଟିଏ ହୋମଓ୍ବାର୍କ ନକରିବା ଲାଗି ଏଭଳି କାରଣ କହୁଛନ୍ତି ଯାହାକୁ ଶୁଣି ସାଧାରଣ ଲୋକ…

ନାକରେ ହ୍ବିସିଲ ମାରି ଚର୍ଚ୍ଚାରେ ଏହି ମହିଳା, ଗିନିଜ ରେକର୍ଡରେ ପାଇଲେ ସ୍ଥାନ…

ସିଟି ବା ହ୍ବିସିଲ ମାରିବାକୁ କେହି କେହି ଖରାପ ବୋଲି କୁହନ୍ତି। ହେଲେ ଏହା ବି ଏକ କଳା। ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। କିଛି ବ୍ୟକ୍ତି ହ୍ବିସିଲରେ ଏତେ ସୁନ୍ଦର ଗୀତ ବଜାଇପାରନ୍ତି ଯେ ଶୁଣିବା ଲୋକ ଚକିତ…

Video: ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଏଭଳି କରେଣ୍ଟ ଖାଇଲେ ଯେ ଦେଖିଲେ ଡରିବେ

ସୋସିଆଲ ମିଡିଆରେ ଏକ ଚକିତ କଲାଭଳି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବକ ଟ୍ରେନ୍‌ ଉପରେ ଭୟଙ୍କର ଷ୍ଟଣ୍ଟ କରୁଥିବା ଦେଖାଯାଉଛି। ହେଲେ ତାଙ୍କ ସହ ଏଭଳି କିଛି ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି। ପ୍ରାୟ ୧…

ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ…

ଘରର ବୃଦ୍ଧବୃଦ୍ଧା ନିଜର ସମ୍ପତ୍ତି ନିଜର ପରିବାର ନାମରେ କରିଥାନ୍ତି। କେହି କେହି ନିଜର ସମ୍ପତ୍ତି ନାତି ନାତୁଣୀଙ୍କ ନାମରେ କରିଦେଇଥାନ୍ତି। ହେଲେ କେବେ ଶୁଣିଛନ୍ତି କି କୌଣସି ବ୍ୟକ୍ତି ନିଜର ସମ୍ପତ୍ତି ପାଳିତ ପଶୁଙ୍କ ନାମରେ କରିଛନ୍ତି। ହୁଏତ ନା।…

B. Tech ଗୁପ୍‌ଚୁପ୍‌ବାଲୀଙ୍କ ଭିଡିଓ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା, Tharର ଉପଯୋଗକୁ ନେଇ କହିଲେ…

ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ନିଜର ମିଟିଂ ବ୍ୟତିତ ସାଧାରଣ ଲୋକଙ୍କ ପ୍ରଭାବିତ କଲା ଭଳି ଭିଡିଓ ଶେୟାର କରିଥାନ୍ତି। ନିକଟରେ ସେ ‘ବିଟେକ୍‌ ଗୁପ୍‌ଚୁପବାଲୀ’ଙ୍କ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାପସୀ ଉପାଧ୍ୟାୟଙ୍କୁ ଦେଖିବାକୁ…

Video: ନିଜ ଛୁଆ ଲାଗି ଅଜଗର ସହ ଲଢ଼ିଲା ମା’ କଙ୍ଗାରୁ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ସୋସିଆଲ ମିଡିଆରେ ପ୍ରତ୍ୟହ ଅନେକ ଚକିତ କଲାଭଳି ଭିଡିଓ ସାମ୍ନାକୁ ଆସିଥାଏ। ବିଶେଷକରି ଖାଦ୍ୟ ଏବଂ ଖାଦକ ମଧ୍ୟରେ ଦେଖିବାକୁ ମିଳୁଥିବା ଜବରଦସ୍ତ ଲଢ଼େଇର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏହି କ୍ରମରେ ଏକ କଙ୍ଗାରୁ କିଭଳି ତାର ଛୁଆକୁ ରକ୍ଷା…

Viral Video: ଛେଳି ଚୋରି କରିବାକୁ କାର୍‌ରେ ଆସିଲେ ଚୋର, ପରେ ଏଭଳି ଉପାୟ ଆପଣାଇଲେ ଯେ ଦେଖିଲେ…

ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠି ପ୍ରତ୍ୟହ କିଛି ନା କିଛି ଭାଇରାଲ ହୋଇଥାଏ। ସେଥିରୁ କିଛି ଭାବୁକ କରୁଥିବା ବେଳେ କିଛି ମଜାଦାର ଥାଏ। ଏହି କ୍ରମରେ ଏଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି,ଯାହାକୁ ଦେଖିଲେ ଆପଣ…

କାହାକୁ ମିଳିଥାଏ ‘ଭାରତ ରତ୍ନ’? ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ମିଳେ କି କି ସୁବିଧା ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୧: ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ‘ଭାରତ ରତ୍ନ’। ରାଜନୀତି, କଳା, ଖେଳ, ସାହିତ୍ୟ, ବିଜ୍ଞାନ, ବ୍ୟବସାୟ, ଲେଖକ ଏବଂ ସମାଜସେବା ଆଦି କ୍ଷେତ୍ରରେ ଅସାଧାରଣ ସେବା ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୧୯୫୪ ଜାନୁଆରୀ ୨ରେ ତତ୍କାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?