Tag Archives: flood

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ କ୍ଷମତା ଦିଆଯାଇଛି। ସ୍ଥିତି ଦେଖି ଜିଲାପାଳ ସ୍କୁଲ ଛୁଟି ବାବଦରେ ନିଷ୍ପତ୍ତି ନେବେ…

ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର,୨୯ା୭: ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ ହୋଇଛି। ଏନେଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବାଲେଶ୍ୱରର ୧୨, ଭଦ୍ରକର ୫, ଢେଙ୍କାନାଳର ୮ଟି ବ୍ଲକ ପ୍ରଭାବିତ ହୋଇଛି। ସେହିପରି ଯାଜପୁରର ୩, ମୟୂରଭଞ୍ଜର ୧୩, ସମ୍ବଲପୁରର…

ଆସାମରେ ବନ୍ୟା ବିଭୀଷିକା

ଗୁଆହାଟୀ,୨୧ା୭: ଉପର ଆସାମରେ ବନ୍ୟା ସ୍ଥିତି ଉତ୍କଟ ହୋଇଛି। ୭ ଜିଲାରେ ୫୭,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଚା’ ବଗିଚାଗୁଡ଼ିକ ପାଣିରେ ବୁଡ଼ିଯାଇଛି। ଲଗାଣ ବର୍ଷା ଜାରି ରହିଥିବାବେଳେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସେନା ଯବାନଙ୍କ ସମେତ ହେଲିକପ୍ଟରକୁ…

ବାଂଲାଦେଶରେ ପ୍ରଳୟଙ୍କରୀ ବନ୍ୟା : ୪୪ ମୃତ

ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ ଅତିକମରେ ୪୪ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୨.୬ଲକ୍ଷରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି।…

ବର୍ଷାରେ ବେହାଲ ରାସ୍ତା, ସାମାନ୍ୟ ବର୍ଷିଲେ ସୃଷ୍ଟି ହେଉଛି ବନ୍ୟାର ଭ୍ରମ

ଦାରିଙ୍ଗବାଡ଼ି,୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ କିଛି ମାସ ହେଲା ବର୍ଷା ହେଉଥିବା ବେଳେ ୩ ତାରିଖଠାରୁ ନିୟମିତ ବର୍ଷା ହେଉଛି। ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ବର୍ଷା ଲୋକଙ୍କୁ ଦୁଃଖ…

ବଢୁଛି ବନ୍ୟା ଭୟ, ମୁଣ୍ଡୁଳି ଛୁଇଁଲା ହୀରାକୁଦ ପାଣି

ଭୁବନେଶ୍ୱର,୨୬।୯: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଫଳରେ ପ୍ରାୟ ସବୁ ନଦୀର ଜଳସ୍ତର ବଢିବାରେ ଲାଗିଛି। ଏପଟେ ହୀରାକୁଦର ୨୦ଟି ଗେଟ ଖୋଲାଥିବାରୁ ଏବେ ମହାନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି। ମୁଣ୍ଡୁଳିରେ ହୀରାକୁଦ ପାଣି ପହଞ୍ଚିବା ଫଳରେ ତଳିଆ…

ବନ୍ୟାରେ ବୁଡ଼ିଗଲାଣି ୨ହଜାର ଗାଁ, ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟ ବନ୍ୟା କବଳରେ। ସବୁଠାରୁ ଖରାପ ପରିସ୍ଥିତି ପଞ୍ଜାବରେ। ଯେଉଁଠି ୨୦୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଯାଇଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଗାଈଗୋରୁ ମଧ୍ୟ…

ପାଣି ଶେଷ କରିଦେଲା ଭାରତ-ପାକିସ୍ତାନ ସୀମା ବିବାଦ! ବନ୍ୟାରେ ଧୋଇଗଲା ୩୦ କିଲୋମିଟର ବାଡ଼

ନୂଆଦିଲ୍ଲୀ,୫।୯: ଚଳିତ ବର୍ଷର ବନ୍ୟା ପଞ୍ଜାବରେ ତାଣ୍ଡବ ରଚିଛି। ଏହି ସମୟରେ, ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଭାରତ-ପାକିସ୍ତାନ ସୀମାରେ ଥିବା ଆରାଜି ଆଡଭାନ୍ସ ବନ୍ଧ ଧୋଇ ହୋଇଯାଇଛି। ଏହାକୁ ରକ୍ଷା କରିବା ପାଇଁ ଗ୍ରାମବାସୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ…

ମହାନଦୀରେ ବଢ଼ିବ ଜଳସ୍ତର, ଯନ୍ତ୍ରୀ କହିଲେ ୩ ମାସରେ…

କଟକ,୪ା୯: ୩ ମାସରେ ବୈତରଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ୧୪ ବ୍ଲକ୍‌ରେ ୧୦୦ ମିମିରୁ ଅଧିକ, ୪୨ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା…

‘ଭାରତ ପାଣି ଛାଡିଲା ବୋଲି ଭାସି ଆସିଲା ମୃତଦେହ…’, ବୁଡ଼ିଯିବା ପରେ ବି ପୁରୁଣା ପ୍ରକୃତି ଛାଡୁନାହିଁ ପାକିସ୍ତାନ

ଇସଲାମାବାଦ,୨୯।୮: ପାକିସ୍ତାନର ପଞ୍ଜାବ, ସିଆଲକୋଟ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଭୟଙ୍କର ବନ୍ୟା ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରିଦେଇଛି। ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୨.୫ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି। ପ୍ରାୟ…

ସୀତା ନଦୀ ପୋଲ ଉପରେ ପାଣି, ଢେଙ୍କିକୋଟ-ଭୀମକୁଣ୍ଡକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ବେହାଲ ହୋଇଛି। ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ଲଗାଣ ବର୍ଷା ଫଳରେ ୩ ଫୁଟ ଉଚ୍ଚର ବର୍ଷା ଜଳ…

Video: ବୁଡ଼ିଗଲା ଚାଇନା! ପ୍ରଥମଥର ଦେଖିବାକୁ ମିଳିଲା ଚାଇନାର ଏଭଳି ଅବସ୍ଥା, ଠପ ହୋଇଯାଇଛି ସହର

ବେଜିଂ,୮।୮: ଚାଇନାର ଝେଙ୍ଗଝୋଉ ସହରରେ ସମ୍ପ୍ରତି ହୋଇଥିବା ମୁଷଳଧାରାରେ ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଲଗାତାର ପ୍ରବଳ ବର୍ଷା ଯୋଗୁ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ତୁରନ୍ତ ପ୍ରଭାବରୁ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?