FIFA World Cup 2026: ସମସ୍ତେ ଟ୍ରଫି ଦେଖିଛନ୍ତି… କିନ୍ତୁ ଏବେ FIFA ଚାମ୍ପିୟଙ୍କୁ ଦିଆଯିବ ଏକ ସ୍ବତନ୍ତ୍ର ‘Ring’, ଯାହାର ମୂଲ୍ୟ…
ନ୍ୟୁୟର୍କ,୧୯।୭: ମାତ୍ର କିଛି ଘଣ୍ଟା ମଧ୍ୟରେ, ଫୁଟବଲ ତାର ପରବର୍ତ୍ତୀ ବିଶ୍ୱ ବିଜେତାଙ୍କୁ ମୁକୁଟ ପିନ୍ଧାଇବ। ୧୯ ଜୁଲାଇ ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ ଫାଇନାଲ ପାଇଁ ଫିଫା ପ୍ରସ୍ତୁତ। ଏଥର, ବିଜେତା ଦଳର ଖେଳାଳିମାନଙ୍କୁ ଟ୍ରଫି ଏବଂ…
FIFA World Cup 2026 Prize Money: ଫିଫା ବିଶ୍ୱକପ ପୁରସ୍କାର ରାଶି ଶୁଣିଲେ ଉଡିଯିବ ହୋସ୍; ଚାମ୍ପିୟନଙ୍କ ଉପରେ ହେବ ଧନ ବର୍ଷା
ନ୍ୟୁୟର୍କ,୧୯।୭: ଆଜି (ରବିବାର) ରାତି ୧୨ଟା ୩୦ ରେ ଆର୍ଜେଣ୍ଟିନା ଏବଂ ସ୍ପେନ ମଧ୍ୟରେ ଫିଫା ବିଶ୍ୱକପ ୨୦୨୬ ଫାଇନାଲ ଅନୁଷ୍ଠିତ ହେବ। ଲିଓନେଲ ମେସିଙ୍କ ଅଧିନାୟକତ୍ୱରେ, ଦଳ ଲଗାତାର ଦ୍ୱିତୀୟ ଟାଇଟଲ ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି; ଐତିହାସିକ…
ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ମେସିଙ୍କୁ ଜୋରଦାର ଝଟକା, ହାତରୁ ଖସିଗଲା ଗୋଲ୍ଡେନ ବୁଟ !
ନ୍ୟୁୟର୍କ,୧୯ା୭: ଆଜି ସ୍ପେନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଫିଫା ବିଶ୍ୱକପ 2026 ଫାଇନାଲ ମୁକାବିଲା ପୂର୍ବରୁ, ଲିଓନେଲ ମେସିଙ୍କୁ ଏକ ଝଟକା ଲାଗିଛି। ସେ ଗୋଲ୍ଡେନ ବୁଟ ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି; ଫାଇନାଲରେ ଏକ ଐତିହାସିକ ପ୍ରଦର୍ଶନ ତାଙ୍କୁ…
ବିଶ୍ୱକପ ଜିତିଲେ ମିଳିବ ଦୁଇଗୁଣା ପୁରସ୍କାର: ପ୍ରଥମ ଥର ପାଇଁ ବିଜେତାଙ୍କୁ ମେଡାଲ ସହ ମିଳିବ…
ନ୍ୟୁୟର୍କ,୧୮ା୭ ଫିଫା ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣର ବିଶ୍ୱ ଚାମ୍ପିୟନ ଦଳର ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ସ୍ମାରକୀ ମୁଦି ପ୍ରଦାନ କରାଯିବ। ଫିଫାର ୱେବ୍ସାଇଟ୍ ଅନୁଯାୟୀ, ଆମେରିକାର ପ୍ରସିଦ୍ଧ ବ୍ୟବସାୟିକ କ୍ରୀଡ଼ା ଲିଗ୍ (ଯେପରିକି…
FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!
ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ ପାଇଁ ନିଲମ୍ବିତ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଦଣ୍ଡକୁ 12 ମାସ…
ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ
ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପକ୍କା କରିଛି। ବେଲିଂଘମ ପ୍ରଥମାର୍ଦ୍ଧରେ ଗୋଲ କରି ମ୍ୟାଚ୍କୁ ବରାବର କରିବା…
କେପ୍ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ
ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍ରେ ସଭିଙ୍କୁ ଚକିତ କରି ନକ୍ଆଉଟ୍ରେ ପ୍ରବେଶ କରିଛି କେପ୍ ଭର୍ଡି । କେପ୍ ଭର୍ଡି ରାଉଣ୍ଡ ଅଫ୍-୩୨ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ ଭେଟିବ। ହେଲେ ଦଳର ଏହି ସ୍ମରଣୀୟ ଅଭିଯାନକୁ ସୋମବାର ଏକ ଶକ୍ତ ଧକ୍କା…
୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର
ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍ରେ ୨୩ତମ ସ୍ଥାନରେ ଥିବା ଇକ୍ୱେଡର ଲାଗି ଏହା ସର୍ବବୃହତ୍ ବିଜୟ। ଏହି ବିଜୟ ସହ…
ବିଶ୍ୱକପ୍ରେ ମେସିଙ୍କ ରେକର୍ଡ, ନକ୍ଆଉଟ୍ରେ ପହଞ୍ଚିଲା ଆର୍ଜେଣ୍ଟିନା
ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ନକ୍ଆଉଟ୍ ରାଉଣ୍ଡରେ ପ୍ରବେଶ କରିଛି। ଏହି ମ୍ୟାଚ୍ରେ ମେସି ଫିଫା…
ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ
ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍କୁ ବ୍ରାଜିଲ ୧-୧ ଗୋଲ୍ରେ ଡ୍ର’ ରଖିଛି। ଏହି ମ୍ୟାଚ୍ରେ ମରକୋ ବିଶ୍ୱକପ୍ ଇତିହାସର ପ୍ରଥମ ଦଳ ଭାବେ ଷ୍ଟାର୍ଟିଂ ଇଲେଭେନରେ ଦେଶ ବାହାରେ ଜନ୍ମ ହୋଇଥିବା ଖେଳାଳିଙ୍କୁ ସାମିଲ…
ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ବଡ଼ ନିଷ୍ପତ୍ତି, ଫିଫା ବିଶ୍ୱକପରୁ ଓହରି ଯିବା ନେଇ ଆସିଲା ବଡ଼ ସଙ୍କେତ
ତେହରାନ୍,୨।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ ଫିଫା ବିଶ୍ୱକପ୍ 2026 ଉପରେ ମଧ୍ୟ ପ୍ରଭାବ ପକାଇବା ପରି ମନେ ହେଉଛି। ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଆମେରିକା ମାଟିରେ ସମସ୍ତ ଗ୍ରୁପ ମ୍ୟାଚ୍ ଖେଳୁଥିବା…
ଫିଫା ବିଶ୍ୱକପ୍ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…
ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବିଶ୍ୱକପ୍ରେ କେଉଁ ଦଳ ଗ୍ରୁପ୍ ପର୍ଯ୍ୟାୟରେ କେବେ କାହାକୁ ଭେଟିବ, ତାହା ସ୍ପଷ୍ଟ ହୋଇଛି।…
Archives


