ରାଉରକେଲା ଏନ୍ଆଇଟିର ଗବେଷଣା, ମାନବ ମୂତ୍ରରୁ ପ୍ରସ୍ତୁତ ହେବ ସାର
ରାଉରକେଲା,୨୪।୧୧(ସଙ୍ଗୀତା ଜେନା): ଅପଚୟ ମାନବ ମୂତ୍ରରୁ ମୂଲ୍ୟବାନ କୃଷି ଉପଯୋଗୀ ସାର ପ୍ରସ୍ତୁତ ହେବ। ଏପରି ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ବୈଜ୍ଞାନିକ। ମାନବ ମୂତ୍ରରୁ ବୈଦ୍ୟୁତିକ ରାସାୟନିକ ପ୍ରକ୍ରିୟା ଜରିଆରେ କୃଷି ବ୍ୟବହୃତ…

