‘ଏବେ ମୋର ନାତି ଦରକାର’
ହାଇଦ୍ରାବାଦ: କାମ ସାରି ଯେବେ ବି ଘରକୁ ଫେରେ ଲାଗେ ମହିଳା ହଷ୍ଟେଲକୁ ଯାଉଛି। ସମସ୍ତଙ୍କ ମଧ୍ୟରେ ମୋତେ ଓ୍ବାର୍ଡନ ଭଳି ମନେ ହୁଏ। ଏଣୁ ମୋର ନାତି ଦରକାର। ପୁଅ ରାମଚରଣଙ୍କ ନିକଟରେ ଏଭଳି ଦାବି ରଖି ଚର୍ଚ୍ଚାରେ ତେଲୁଗୁ…
ପ୍ରିୟଙ୍କାଙ୍କ ଭାଇଙ୍କ ହୃଦୟ ଚୋରି କରିଥିବା ଲଳନାଜଣଙ୍କ କିଏ? ବିବାହକୁ ନେଇ…
ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ଗ୍ଲୋବାଲ୍ ଷ୍ଟାର ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଏଥିରେ ଯୋଗଦେବାକୁ ଅଭିନେତ୍ରୀ ଭାରତ ଆସିଛନ୍ତି। ସିଦ୍ଧାର୍ଥ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୀଲମ ଚୋପ୍ରାଙ୍କ ହାତ ଧରିବେ। ଏମିତିରେ ଆସନ୍ତୁ ଜାଣିବା ନୀଲମଙ୍କ ବିଷୟରେ…
Kiss Controversy: ଉଦିତଙ୍କ ପୂର୍ବରୁ ଲିପ୍କିସ୍କୁ ନେଇ ବିବାଦକୁ ଆସିଥିଲେ ଏସବୁ କଳାକାର, ଜଣଙ୍କୁ ଯିବାକୁ ପଡ଼ିଥିଲା କୋର୍ଟ…
ମୁମ୍ବାଇ: ଗ୍ଲାମର୍ ଓ୍ବାଲ୍ଡରେ ବିବାଦ ସାଧାରଣ କଥା। କେତେବେଳେ ସେଲିବ୍ରିଟିମାନଙ୍କ ବ୍ୟବହାର ପ୍ରଶଂସକଙ୍କ ହୃଦୟ ଜିତିଥାଏ ତ କେବେ ଟ୍ରୋଲିଂର କାରଣ ପାଲଟିଥାଏ। ଏବେ ସେମିତି କିଛି ଉଦିତ ନାରାୟଣଙ୍କ ସହ ଘଟିଛି। ଏକ ଲାଇଭ୍ କନ୍ସର୍ଟରେ ମହିଳା ପ୍ରଶଂସକଙ୍କୁ ଚୁମ୍ବନ…
ପାକିସ୍ତାନର ବୋହୂ ହେବେ ରାଖୀ ସାଓ୍ବନ୍ତ, PAKର ଏହି ବ୍ୟକ୍ତିଙ୍କୁ କରିବେ ତୃତୀୟ ବିବାହ..ଜାଣନ୍ତୁ
ମୁମ୍ବାଇ: ବି-ଟାଉନ୍ର ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଦୁଇ ଦୁଇ ଥର ବିବାହରେ ବିଫଳ ହେବା ପରେ ସେ ତୃତୀୟ ବିବାହ କରିବେ। ଏଥିଲାଗି ସେ ପାକିସ୍ତାନର ଯୁବକଙ୍କୁ ବାଛିଛନ୍ତି। ସେ ହେଲେ ଡୋଡି…
ଟ୍ରକ୍ ଧକ୍କାରେ ଚାଲିଗଲା ଅଭିନେତାଙ୍କ ଜୀବନ, ଶୁଟିଂ ପାଇଁ ଯାଉଥିଲେ…
ମୁମ୍ବାଇ: ଟେଲି ଧାରାବାହିକ ‘ଧର୍ତିପୁତ୍ର ନନ୍ଦିନୀ’ ଫେମ୍ ଅଭିନେତା ଅମନ୍ ଜୈସଓ୍ବାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ବାଇକ୍ ଯୋଗେ ଶୁଟିଂକୁ ଯାଉଥିଲେ। ମୁମ୍ବାଇର ଜାଗେଶ୍ୱରୀ ହାଇଓ୍ବେରେ ଟ୍ରକ୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ୨୫-୩୦ ମିନିଟ୍ରେ ତାଙ୍କ…
ସୈଫଙ୍କ ଉପରେ ଆକ୍ରମଣ କରିଥିଲେ କି ‘ଶାହିଦ୍’? ହେଲା ବଡ଼ ଖୁଲାସା…
ମୁମ୍ବାଇ,୧୭।୧: ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ଅପ୍ଡେଟ୍ ସାମ୍ନାକୁ ଆସୁଛି। ପୋଲିସ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରୁଛି। ତାଙ୍କ ନାମ ‘ଶାହିଦ୍’ ବୋଲି ଜଣାପଡ଼ିଛି। ଫକ୍ଲ୍ୟାଣ୍ଡ…
ବଡ଼ପୁଅ ଇବ୍ରାହିମ୍ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ…
ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶଂସକ ଚିନ୍ତାରେ। ଗୋଟିଏପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜୋରଦାର କରିଥିବା ବେଳେ ଡାକ୍ତରଖାନାରେ ଅଭିନେତାଙ୍କ ଚିକିତ୍ସା ଚାଲିଛି। ଆକ୍ରମଣକାରୀ ଛଅ ଥର ଅଭିନେତାଙ୍କ ଉପରେ ଆକ୍ରମଣ…
ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ…
ମୁମ୍ବାଇ: ସକାଳ ପ୍ରାୟ ଦୁଇଟା ବେଳେ ଘରେ ପଶିଥିଲେ ଅଜଣା ବ୍ୟକ୍ତି। କେହି କିଛି ବୁଝିବା ଆଗରୁ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କୁ କରିଥିଲେ ଅତର୍କିତ ଛୁରାମାଡ଼। ଏଥିରେ ତାଙ୍କ ଘରର ଚାକରାଣୀ ମଧ୍ୟ ଆହତ ହୋଇଥିଲେ। ଏବେ ଉଭୟଙ୍କ ଚିକିତ୍ସା…
ଏକଦା ଦିନକୁ ଓଳିଏ ଖାଇ ରହୁଥିଲେ,ଏବେ ୧୦୦ କୋଟି ସମ୍ପତ୍ତିର ମାଲିକାଣୀ; ବଡ଼ ବଡ଼ ହିରୋଇନଙ୍କୁ ପଛରେ ପକାଇବେ ଏହି ସାଉଥ୍ ଅଭିନେତ୍ରୀ
ସାମନ୍ଥା ରୁଥ୍ ପ୍ରଭୁ । ଦକ୍ଷିଣ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏଯାଏ ସେ ବଲିଉଡରେ କାମ କରିନାହାନ୍ତି ସତ ହେଲେ ତଥାପି ତାଙ୍କର ଲୋକପ୍ରିୟତା କୌଣସି ହିନ୍ଦୀ ସିନେମା ଷ୍ଟାରଙ୍କଠାରୁ କମ ନୁହେଁ।…
ହୃଦଘାତ ନୁହେଁ, ଟିକୁ ତଲସାନିଆଙ୍କର ହୋଇଛି ବ୍ରେନ୍ ଷ୍ଟ୍ରୋକ୍; ଚିନ୍ତାରେ ପ୍ରଶଂସକ
ମୁମ୍ବାଇ: ବଲିଉଡର ଖ୍ୟାତନାମା ଅଭିନେତା ଟିକୁ ତଲସାନିଆ ଅସୁସ୍ଥ। ବ୍ରେନ୍ ଷ୍ଟ୍ରୋକ୍ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତତ କରାଯାଇଛି। ଶନିବାର ସକାଳେ ଅଭିନେତାଙ୍କୁ ହୃଦଘାତ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ତାଙ୍କ ପତ୍ନୀ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା…
ହଠାତ ବିଗିଡ଼ିଲା କିଆରାଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି
ମୁମ୍ବାଇ: ଅସୁସ୍ଥ ହୋଇପଡ଼ିଛନ୍ତି ଅଭିନେତ୍ରୀ କିଆରା ଆଡଭାଣୀ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିଲାଗି ସେ ନିଜର ଫିଲ୍ମ ‘ଗେମ୍ ଚେଞ୍ଜର’ର ଟ୍ରେଲର୍ ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନାହାନ୍ତି। କାର୍ଯ୍ୟକ୍ରମ ସମୟରେ ହୋଷ୍ଟ ପ୍ରଶଂସକଙ୍କୁ ଏନେଇ ଜଣାଇବା ପରେ ସମସ୍ତେ…
ଛାଡ଼ପତ୍ର ହୋଇନାହିଁ, ତଥାପି ପତ୍ନୀ-ପିଲାଙ୍କ ସହ ଏକାଠି ଗୋଟିଏ ଘରେ ରୁହନ୍ତି ନାହିଁ ଗୋବିନ୍ଦା; କାରଣ ଜାଣିଲେ…
ମୁମ୍ବାଇ: ଫିଲ୍ମରୁ ଦୂରେଇ ଯାଇଥିବା ଗୋବିନ୍ଦା ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ପତ୍ନୀ ସୁନୀତା ଆହୁଜା ଉଭୟଙ୍କ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ନାହିଁ। ଏହାସତ୍ତ୍ୱେ ସେମାନେ ଗୋଟିଏ ଘରେ ନୁହେଁ…
Archives


