ସୈଫଙ୍କ ଉପରେ ଆକ୍ରମଣ କରିଥିଲେ କି ‘ଶାହିଦ୍‌’? ହେଲା ବଡ଼ ଖୁଲାସା…

ମୁମ୍ବାଇ,୧୭।୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ପୋଲିସ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରି ପଚରାଉଚରା କରୁଛି। ତାଙ୍କ ନାମ ‘ଶାହିଦ୍‌’ ବୋଲି ଜଣାପଡ଼ିଛି। ଫକ୍‌ଲ୍ୟାଣ୍ଡ ରୋଡ୍‌ ଗିରଗାଓଁରୁ ତାଙ୍କୁ ହେପାଜତକୁ ନିଆଯାଇଛି।

ଅଟକ ଥିବା ଶାହିଦ୍‌ଙ୍କ ଉପରେ ପୂର୍ବରୁ ୪-୫ ଚୋରିର ମାମଲା ରହିଛି। ହେଲେ ସେ ହିଁ ସୈଫଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ଚେହେରା କ୍ୟାମେରାରେ କଏଦ ହୋଇଥିବା ଆକ୍ରମଣକାରୀଙ୍କ ସହ ମେଳ ଖାଉଛି। ପୋଲିସ ତଦନ୍ତ ଜାରି ରଖିଛି।

ସୈଫଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଲୀଳାବତୀ ହସ୍ପିଟାଲର ଡାକ୍ତରମାନେ ବୁଲେଟିନ୍‌ ଦେଇଛନ୍ତି। ଅଭିନେତା ଏବେ ସୁସ୍ଥ ଅଛନ୍ତି। ହେଲେ ଛୁରୀ ଆଉ ୨ମିମି ଭିତରେ ପଶିଯାଇଥିଲେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା। ସର୍ଜରୀ ପରେ ତାଙ୍କୁ ଆଇସିୟୁର ସ୍ବତନ୍ତ୍ର କୋଠରୀକୁ ପଠାଯାଇଛି। ଏବେ ସେ ସପ୍ତାହେ ଯାଏ ବିଶ୍ରାମ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Sikandar Release Date: ଫେବୃଆରୀ ୨୭ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ସଲମାନ

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନେକ ଦିନର ବ୍ୟବଧାନ ପରେ ସଲମାନ ‘ସିକନ୍ଦର’ ସହିତ...

Video:ପ୍ରଥମଥର ବିମାନରେ ବସିଲେ ମୋନାଲିସା: ଷ୍ଟାଇଲିସ୍‌ ଲୁକ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୨: ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କ ଭାଗ୍ୟ ଫିଟିଛି। ସେ ଖୁବଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ପ୍ରତିଦିନ ମୋନାଲିସାଙ୍କ ନୂଆ ନୂଆ ଭିଡିଓ...

Krrish 4ରେ ଏଣ୍ଟ୍ରି କରିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡର ସବୁଠାରୁ ସଫଳ ସୁପରହିରୋ ଫିଲ୍ମ ଫ୍ରାଞ୍ଚାଇଜ କ୍ରିଶର ଚତୁର୍ଥ ସଂସ୍କରଣ ବେଶ କିଛି ଦିନ ଧରି ଖବରରେ ରହିଛି। ସମସ୍ତେ Krrish 4ର...

ବଲିଉଡରେ ଏଣ୍ଟ୍ରି କରିବେ ସାନିଆ ମିର୍ଜାଙ୍କ ପୁଅ! ଏହି ଫିଲ୍ମ ମେକର ଦେଲେ…

ମୁମ୍ବାଇ,୧୮।୨: ଫରାହ ଖାନ YouTubeରେ କୁକିଂ ବ୍‌ଲଗ ତିଆରି କରନ୍ତି। ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ତାଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା। ସାନିଆଙ୍କୁ ତାଙ୍କ...

ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା

ବୋଗୋଟା: କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍‌ ରାଇଟର ଶକିରା (୪୮) ରବିବାର ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର...

କାର୍ତ୍ତିକଙ୍କ ବିପକ୍ଷରେ ଶ୍ରୀଲୀଲା

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା...

Anubhav Mohanty ବହିରେ ସବୁକଥା ଲେଖିଦେଲେ ଜାଗୃତି, ସମ୍ପର୍କରେ ଆସିଲା ନୂଆ ଟ୍ବିଷ୍ଟ!

ଭୁବନେଶ୍ୱର,୧୫।୨: ପ୍ରକାଶ ପାଇଛି ଓଡିଶାର ଲୋକପ୍ରିୟ ସୁପରଷ୍ଟାର ତଥା ରାଜନେତା Anubhav Mohanty ବାୟୋଗ୍ରାଫି। ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି Jagrati Shukla।  ଏହାର...

Amitabh Bachchan ୬୩ ବର୍ଷରେ ରେଡ୍‌ ଲାଇଟ୍‌ ଏରିଆ ଯାଇଥିଲେ ବିଗ୍‌ ବି! କ୍ଲବରେ…ବଡ଼ ଖୁଲାସା

ମୁମ୍ବାଇ: ଫିଲ୍ମ ର୍ନିମାତା ଅପୂର୍ବ ଲାଖିଆ Amitabh Bachchan ଙ୍କ ସହ ଜଡିତ ଏକ ତାଜୁବ କରିଦେବା ଭଳି କାହାଣୀ ଶେୟାର କରିଛନ୍ତି। ଅପୂର୍ବା ୨୦୦୫ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri