Tag Archives: Entertainment News

ମୋତେ ବାରମ୍ବାର ଅପମାନିତ କରାଯାଇଛି, ଆଉ ନିର୍ବାଚନ ଲଢ଼ିବି ନାହିଁ: ମିମି ଚକ୍ରବର୍ତ୍ତୀ

କୋଲକାତା,୧୫।୨: ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଯାଦବପୁରର ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କୁ ବାରମ୍ବାର ଅପମାନିତ କରାଯାଇଥିବା ମିମି କହିବା ସହ…

ପୁଣି ଥରେ ରିଲିଜ ହେଲା ଶାହିଦଙ୍କ ୧୭ ବର୍ଷ ପୁରୁଣା ହିଟ୍‌ ଫିଲ୍ମ

ବମ୍ବେ: ବଲିଉଡ୍‌ ଅଭିନେତା ଶାହିଦ କପୁର ସଦ୍ୟ ରିଲିଜ ହୋଇଥିବା ଫିଲ୍ମ ‘ତେରି ବାତୋଁ ମେ ଐସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫେବୃଆରୀ ୯ରେ ଏହା ସିନେମାଘରେ ରିଲିଜ ହୋଇଛି। ଏଥିରେ ତାଙ୍କ ନାୟିକା ଭାବେ ନଜର ଆସୁଛନ୍ତି…

ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ବମ୍ବେ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟୋକ୍‌। ଅସୁସ୍ଥତାକୁ ନେଇ ସେ ଶନିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କର ମେଡିକାଲ ରିପୋର୍ଟ ଆସିଛି। ଏଥିରୁ ତାଙ୍କୁ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ…

ସିକ୍ରେଟ୍‌ ଗର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ମୁନାଓ୍ବର ଫାରୁକି

ବମ୍ବେ: ବିଗ୍‌ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ରିଆଲିଟି ଶୋ’ରେ ସାମିଲ ହେବା ପରଠାରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି।…

ଦ୍ୱିତୀୟ ସ୍ବାମୀଙ୍କୁ ବି ଛାଡ଼ପତ୍ର ଦେବେ ଦଲଜିତ୍‌: ଇନ୍‌ଷ୍ଟାଗ୍ରାମରୁ ଡିଲିଟ୍‌ କଲେ ଫଟୋ, ହଟାଇଲେ ସରନେମ୍‌

ବମ୍ବେ: ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍‌ କୌର। ଆଫ୍ରିକୀୟ ବ୍ୟବସାୟୀ ନିଖିଲ ପଟେଲଙ୍କ ହାତ ଧରିଥିଲେ ସେ। ବିବାହର ବର୍ଷେ ନପୁରୁଣୁ ଏବେ ଉଭୟଙ୍କ ସମ୍ପର୍କ ଖଟା ହୋଇଛି। ଦଲଜିତ୍‌ ନିଜ ନାମରୁ…

ବଡ଼ ହୋଇ ହିରୋ ନୁହେଁ, ଫୁଟ୍‌ବଲ୍‌ ଖେଳାଳି ହେବାକୁ ଚାହାନ୍ତି କରିନାଙ୍କ ପୁଅ ତୈମୁର

ବମ୍ବେ: ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କ ବଡ଼ପୁଅ ତୈମୁର ବଲିଉଡ୍‌ର ଲୋକପ୍ରିୟ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ଜଣେ । ପିଲାଟିଦିନରୁ ସେ ଲାଇମଲାଇଟ୍‌ରେ ରହି ଆସୁଛନ୍ତି। କଳାକାରଙ୍କ ସନ୍ତାନ ହୋଇଥିବା ଯୋଗୁ ସେ ବଡ଼ ହୋଇ ହିରୋ ହେବେ ବୋଲି କୁହାଯାଉଥିଲା। ହେଲେ…

ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇଛନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ କାରଣ…?

ଅଯୋଧ୍ୟା,୯।୨: ଜାନୁଆରୀ ୨୨ ଦେଶବାସୀଙ୍କ ଲାଗି ଐତିହାସିକ ଦିନ ଥିଲା। ଏହି ଦିନ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ବଡ଼ ବଡ଼ ସେଲିବ୍ରିଟିମାନେ ନିମନ୍ତ୍ରିତ ହୋଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ।…

Video: ଶାହାରୁଖ ଖାନ୍‌ଙ୍କ ଘର ଭିତର ଦୃଶ୍ୟ ଲିକ୍‌, ପଡ଼ୋଶୀଙ୍କ ଏଭଳି କାର୍ଯ୍ୟ ଦେଖି ପ୍ରଶଂସକ ଖପ୍ପା

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କର ଘର ‘ମନ୍ନତ’କୁ ଦେଖିବା ଲାଗି ପ୍ରଶଂସକଙ୍କ ଭିଡ଼ ଜମିଥାଏ। ହେଲେ ଏବେ ଘରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ପଛରେ ଅଭିନେତାଙ୍କ ପଡୋଶୀ ରହିଛନ୍ତି। ଭିଡିଓରେ ମନ୍ନତ ଭିତରର ଦୃଶ୍ୟ…

ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’

ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍‌ର ହିଟ୍‌ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା। ଏବେ…

ବାପା ସରକାରୀ ଚାକିରିଆ, ବଡ଼ ହେବା ସ୍ବପ୍ନ ଦେଖି ପୁଅ ଛିଡ଼ା କଲେ ୫୦୦ କୋଟିର କମ୍ପାନୀ

ସୋନି ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘ସାର୍କ ଟ୍ୟାଙ୍କ ଇଣ୍ଡିଆ’ର ସିଜନ୍‌ ୩ରେ ଯୋଡ଼ି ହୋଇଛନ୍ତି ଅନେକ ନୂଆ ସାର୍କ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଜହର ଇକବାଲ। ଇନଶଟର୍‌ସର ସହ ସଂସ୍ଥାପକ ଏବଂ ସିଇଓ ଅଜହର ଶୋ’ରେ ସାମିଲ ହୋଇଥିବା…

ସ୍ବାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଈଶା ଦେଓଲ ସ୍ବାମୀ ଭାରତ ଭରତଙ୍କଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୧୨ ବର୍ଷର ବୈବାହିକ ସମ୍ପର୍କ ଉପରେ ଲାଗିଛି ବିରାମ। ତେବେ ଦୁହେଁ ସହମତିରେ ରାସ୍ତା ଅଲଗା କରିଥିବା ଈଶା ସ୍ପଷ୍ଟ କରିଛନ୍ତି। ଛାଡ଼ପତ୍ର ସତ୍ତ୍ୱେ ସେମାନେ…

ଜଣେ ନିର୍ଦ୍ଦେଶକଙ୍କ ସହ ରୋମାନ୍ସ ଉର୍ମିଳାଙ୍କ କ୍ୟାରିୟରରେ ଲଗାଇଥିଲା ଗ୍ରହଣ, ଧରିଛନ୍ତି ୯ ବର୍ଷ ସାନ ବ୍ୟକ୍ତିଙ୍କ ହାତ

ବମ୍ବେ: ନବେ ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଅନ୍ୟତମ। ନିଜ ଅଭିନୟକୁ ନେଇ ଏବେ ବି ସେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ୧୯୭୪ ଫେବୃୟାରୀ ୪ରେ ମୁମ୍ବାଇରେ ଅଭିନେତ୍ରୀଙ୍କ ଜନ୍ମ। ଆଜି ସେ ୫୦ ବର୍ଷର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?