Tag Archives: Entertainment News

ଅକ୍ଷୟ କୁମାରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ, ଦେଖନ୍ତୁ…

ବମ୍ବେ: ଡିପ୍‌ଫେକ୍‌ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଏବେ ଅଭିନେତାଙ୍କର ଏକ ଭିଡିଓକୁ ଅନଲାଇନ୍‌ ଗେମ୍‌ରେ ପ୍ରମୋଶନ କରାଯାଇଛି। ଏନେଇ ଜଣାପଡ଼ିବା ପରେ ଅକ୍ଷୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି। ଗତବର୍ଷ ଅଭିନେତ୍ରୀ…

ବିବାଦୀୟ ପୁନମ୍‌: ଏମ୍‌ଏମ୍‌ଏସ୍‌ ଲିକ୍‌ ହେବା ପରେ ଆସିଥିଲେ ଚର୍ଚ୍ଚାକୁ, ଦେଖନ୍ତୁ ମଡେଲଙ୍କ କିଛି ଭାଇରାଲ ଭିଡିଓ…

ବମ୍ବେ: ନିଜର ରୋକଠୋକ ସ୍ବଭାବକୁ ନେଇ ପରିଚିତ ଥିଲେ ବୋଲ୍ଡ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ୩୨ ବର୍ଷ ବୟସରେ ସେ ଆଖି ବୁଜିଥିବା ନେଇ ଟିମ୍‌ ଏବଂ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ସର୍‌ଭାଇକାଲ କ୍ୟାନ୍‌ସରରେ ପୀଡ଼ିତ…

3Dରେ ରିଲିଜ ହେବ ‘ହନୁମାନ’

ହାଇଦ୍ରାବାଦ: ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ହନୁମାନ’ ରିଲିଜ ସହ ରଚିଥିଲା ଇତିହାସ। ଏଥିରେ ନୂଆ କଳକାରଙ୍କୁ କାଷ୍ଟ କରାଯାଇଥିଲା। ହେଲେ ବକ୍ସ ଅଫିସରେ ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ସୁପରଷ୍ଟାର ପ୍ରଭାସଙ୍କୁ ପଛରେ ପକାଇଥିବା ବେଳେ ଏବେ…

ସ୍ବାମୀଙ୍କ ମଧ୍ୟରେ ଏହି ଗୁଣକୁ ଖୋଜିବେ ତୃପ୍ତି, କହୁ କହୁ କହିଦେଲେ ମନ କଥା

ବମ୍ବେ: ବ୍ଲକବଷ୍ଟର ବଲିଉଡ୍‌ ଫିଲ୍ମ ‘ଆନିମଲ’ରେ ଅଭିନୟ କରି ‘ନ୍ୟାଶନାଲ କ୍ରସ୍‌’ ଆଖ୍ୟା ପାଇଛନ୍ତି ଅଭିନେତ୍ରୀ ତୃପ୍ତି ଡିମ୍‌ରି। ୨୦୧୨ରୁ ଅଭିନୟ କରି ଆସୁଥିଲେ ହେଁ ତାଙ୍କୁ ସେତେଟା ଲୋକପ୍ରିୟତା ମିଳି ନ ଥିଲା। ହେଲେ ଫିଲ୍ମରେ ରଣବୀର କପୁରଙ୍କ ସହ…

କିମିଆ କରୁଛି ‘ମଙ୍କି ମ୍ୟାନ୍‌’ ଟ୍ରେଲର୍‌, ଦେଖିଲେ କହିବେ ବାଃ

ବମ୍ବେ: ଓସ୍କାର ନୋମିନେଟେଡ୍‌ ଅଭିନେତା ଦେବ ପଟେଲ ନିଜର ଅପକମିଂ ଫିଲ୍ମ ‘ମଙ୍କି ମ୍ୟାନ୍‌’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ଜରିଆରେ ସେ ଅଭିନୟ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି। ଏବେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକଙ୍କୁ ଏହା ବେଶ…

ବିଗ୍‌ ବସ୍‌ରୁ ବାହାରୁ ବାହାରୁ ଏହି ଅଭିନେତ୍ରୀଙ୍କ ସହ ପାର୍ଟି କରି ଚର୍ଚ୍ଚାରେ ବିକ୍କି

ବମ୍ବେ: ବିଗ୍‌ବସ୍‌ ୧୭ ଫାଇନାଲ ପୂର୍ବରୁ ଶୋ’ରୁ ବିଦା ହୋଇଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଏବେ ସେ ଘରୁ ବାହାରେ ଥିବା ବେଳେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେଇଟି ହେଲା ‘ପାର୍ଟି’। ଶୋ’ରୁ ବାହାର…

ଚିରଞ୍ଜିବୀଙ୍କୁ ମିଳିଲା ‘ପଦ୍ମ ବିଭୂଷଣ’, ଖୁସିରେ ଝୁମିଲେ ଆଲ୍ଲୁ ଅର୍ଜୁନ-ରାଜାମୌଲୀ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ମେଗାଷ୍ଟାର ଚିରଞ୍ଜିବୀଙ୍କୁ କିଏ ବା ନଜାଣେ। ସେ ୧୫୦ରୁ ଅଧିକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ହିନ୍ଦୀ, ମାଲାୟାଲମ, କନ୍ନଡ଼ ଭାଷୀୟ ଫିଲ୍ମ ମଧ୍ୟ କରିଛନ୍ତି। ଅଭିନୟକୁ ନେଇ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ…

ଫାଇନାଲ ପୂର୍ବରୁ ବିକ୍କି ବିଦା

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’। ୧୭ତମ ସିଜନରେ ଅନେକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏବେ ଆଉ ଜଣେ ହେଲେ ବିଦା। ସେ ହେଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଫିନାଲେ…

ଧରାପଡ଼ିଲେ ରଶ୍ମିକାଙ୍କ ‘ଡିପ୍‌ଫେକ୍‌’ ଭିଡିଓ କରିଥିବା ଅଭିଯୁକ୍ତ

ବମ୍ବେ: ସୋସିଆଲ ମିଡିଆର ବହୁଳ ବ୍ୟବହାର ସହ ‘ଡିପ୍‌ଫେକ୍‌’ ମାମଲା ବଢ଼ିବାରେ ଲାଗିଛି। ବଡ଼ ବଡ଼ ସେଲିବ୍ରିଟିମାନଙ୍କ ଭିଡିଓ ଭାଇରାଲ ହେବା ପରେ ସରକାର କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଶ୍ଳିଳ ଭିଡିଓ…

‘ସିଙ୍ଘମ ଏଗେନ୍‌’ର ଝଲକ ଦେଖାଇଲେ ରୋହିତ

ବମ୍ବେ: ବହୁ ପ୍ରତିକ୍ଷିତ ଫିଲ୍ମ ‘ସିଙ୍ଘମ ଏଗେନ୍‌’ର ଝଲକ ଦେଖାଇଛନ୍ତି ନିର୍ମାତା ରୋହିତ ସେଟ୍ଟୀ। ଚଳିତ ବର୍ଷ ସିନେମା ରିଲିଜ ହେବ। ଏଥିରେ ଅଭିନେତା ଅଜୟ ଦେବଗନ ଦମ୍‌ଦାର ଆକ୍ସନ କରୁଥିବା ନଜର ଆସିବେ। ଏହାଛଡ଼ା ନାୟିକା ଭୂମିକାରେ କରିନା କପୁରଙ୍କୁ…

ସୀତାଙ୍କ ଚରିତ୍ର ମୋ’ ପାଇଁ ଜାତୀୟ ପୁରସ୍କାର ଜିତିବା ଭଳି: ଶିବ୍ୟା

ବମ୍ବେ: ପରଦାରେ ମା’ ସୀତାଙ୍କ ଭୂମିକା ତୁଲାଇବା କୌଣସି ଜାତୀୟ ପୁରସ୍କାରଠାରୁ କମ୍‌ ନୁହେଁ। ଏଥିଲାଗି ଅଭିନେତ୍ରୀ ଶିବ୍ୟା ପଠାନିଆ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରନ୍ତି। ଶିବ୍ୟା ‘ରାଧାକୃଷ୍ଣ’ରେ ରାଧା, ‘ବାଲ ଶିବ’ରେ ମା’ ପାର୍ବତୀ ଏବଂ ‘ରାମ ସିଆ…

ନିରବିଲେ ‘ଆଓଗେ ଜବ୍‌ ତୁମ୍‌ ଓ ସାଜ୍‌ନା’ ଗାୟକ ଉସ୍ତାଦ ରଶିଦ ଖାନ୍‌, ୫୫ ବର୍ଷରେ ପରଲୋକ

କୋଲକାତା: ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍‌ ଆଉ ନାହାନ୍ତି। ଦୀର୍ଘ ବର୍ଷ ଧରି କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି ସେ। କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ସେ ଆଖି ବୁଜିଛନ୍ତି। ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?