Tag Archives: drone attack

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା। ଏଥିରୁ ପ୍ରାୟ ୪୫୦ଟି ମସ୍କୋ ଦିଗକୁ ଆସିଥିବା ଏବଂ ସେଗୁଡ଼ିକୁ ଧ୍ୱଂସ କରାଯାଇଥିବା…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ ପାଇପ୍‌ଲାଇନ୍‌କୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଏହି ପାଇପଲାଇନ ସାଉଦି ଆରବ ପାଇଁ…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ମସ୍କୋ ଉପକଣ୍ଠ ଖିମ୍‌କିଠାରେ ୟୁକ୍ରେନ୍‌ର ଡ୍ରୋନ୍‌ ମାଡ଼ରେ ଏକ ଘର…

Video: ଡ୍ରୋନ ଆକ୍ରମଣରେ ହୁତୁହୁତୁ ହୋଇ ଜଳିଲା ଦୁବାଇ ବିମାନ ବନ୍ଦର, ସମସ୍ତ ଉଡାଣ ବାତିଲ

ଦୁବାଇ,୧୬।୩: ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଜୋରଦାର ବିସ୍ଫୋରଣ ପରେ ଦୁବାଇରେ ଆତଙ୍କ ଖେଳିଗଲା, ଯାହା ଏକ ଡ୍ରୋନ ଦୁର୍ଘଟଣା ଯୋଗୁ ହୋଇଥିଲା ଏବଂ ପରେ ଏକ ଇନ୍ଧନ ଟାଙ୍କିରେ ଏକ ବଡ଼ ନିଆଁ ଲାଗିଯାଇଥିଲା। ସୋସିଆଲ…

ମଧ୍ୟପ୍ରାଚ୍ୟ ସଂଘର୍ଷ: ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ ଆଟାକ୍, ଜଣେ ଭାରତୀୟଙ୍କ ସମେତ ଚାରି ଆହତ

ନୂଆଦିଲ୍ଲୀ,୧୧।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଦୁବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇରାନ ଆଜି ଦୁବାଇ ବିମାନବନ୍ଦର ନିକଟରେ ଆଉ ଏକ ଡ୍ରୋନ୍ ହମଲା କରିଛି । ଯଦିଓ ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରାଯାଇଛି, ତଥାପି…

ୟୁକ୍ରେନ ଉପରେ ଡ୍ରୋନ୍‌ ମାଡ଼ କଲା ରୁଷିଆ, ୪ ଶିଶୁ ସମେତ ୧୫ ମୃତ

କ୍ୱିଭ୍‌,୨୮ା୮: ୟୁକ୍ରେନ ଉପରେ ରୁଷିଆ ଗୁରୁବାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଯେଉଁଥିରେ ୪ ଶିଶୁ ସମେତ ମୋଟ୍‌ ୧୫ ଜଣ ପ୍ରାଣ ହରାଇଛନ୍ତି। ଏହାର ପ୍ରତିକ୍ରିୟା ଦେଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା…

ମସ୍କୋ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ, ଆକାଶରେ ଚକ୍କର କାଟିଲା ଭାରତୀୟ ଏମ୍‌ପିଙ୍କ ବିମାନ

ମସ୍କୋ,୨୩।୫: ରୁଷିଆର ମସ୍କୋ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ମସ୍କୋ ବିମାନବନ୍ଦରରେ ୟୁକ୍ରେନରୁ ହୋଇଥିବା ଡ୍ରୋନ ଆକ୍ରମଣ ହଇଚଇ ସୃଷ୍ଟି କରିଥିଲା। ଆଶ୍ଚର୍ଯ୍ୟଜନକ ଭାବରେ, ମସ୍କୋ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ ସେତେବେଳେ ଘଟିଥିଲା ଯେତେବେଳେ ଭାରତୀୟ ପ୍ରତିନିଧିମଣ୍ଡଳୀକୁ…

ରୁଷିଆରେ ୟୁକ୍ରେନର ବଡ଼ଧରଣର ଆକ୍ରମଣ: ଶିଶୁଙ୍କ ସମେତ ୬ ମୃତ, ୧୦ରୁ ଅଧିକ ଗୁରୁତର

ମସ୍କୋ,୨୧ା୧୨: ରୁଷିଆର କଜାନ ସହର ଉପରେ ୟୁକ୍ରେନ ଏକ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣ ଆମେରିକାର ୯/୧୧ ଷ୍ଟାଇଲ୍‌ରେ ହୋଇଛି। ଫଳରେ ଶିଶୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଗୁରୁତର ରହିଛନ୍ତି। ମୃତ୍ୟୁସଂଖ୍ୟା…

୯/୧୧ ଭଳି ରୁଷିଆ ଉପରେ ୟୁକ୍ରେନର ଭୟଙ୍କର ଡ୍ରୋନ୍‌ ମାଡ଼, ୩ ବିଲ୍ଡିଂ ଧ୍ୱଂସ

କିଭ୍‌/ମସ୍କୋ,୨୧ା୧୨: ରୁଷିଆର କଜାନ ସହରରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଠାକାର ତିନୋଟି ବଡ଼ ବିଲ୍ଡିଂରେ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଏହା ଆମେରିକାର ୯/୧୧ ଘଟଣା ପରି। ଏହି ଆକ୍ରମଣ ପାଇଁ ରୁଷିଆ ୟୁକ୍ରେନକୁ ଦାୟୀ କରିଛି। ଏହି ଡ୍ରୋନ୍‌ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?