ଏତେ କୋଟି ଟଙ୍କା ଦାନ କରିଛନ୍ତି ଅମ୍ବାନୀ ପରିବାର; ଜାଣନ୍ତୁ ଶୀର୍ଷ ୫ ଜଣଙ୍କ ତାଲିକାରେ ସେମାନଙ୍କ ସ୍ଥାନ କେଉଁଠି
ମୁମ୍ବାଇ,୨୧।୧୧: ଦେଶର ପ୍ରମୁଖ ଶିଳ୍ପପତିମାନଙ୍କ ଆୟ ଏବଂ ସମ୍ପତ୍ତି ପ୍ରାୟତଃ ଆଲୋଚନାର ବିଷୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ, ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ବାରମ୍ବାର ଚର୍ଚ୍ଚାରେ ରୁହନ୍ତି। କେବଳ ସେମାନଙ୍କ ବ୍ୟବସାୟିକ ଉଦ୍ୟମ ପାଇଁ ନୁହେଁ, ବରଂ ସାମାଜିକ କାର୍ଯ୍ୟରେ…

