Tag Archives: diwali

ଆଜି ଶ୍ରୀମନ୍ଦିରରେ ଦୀପାବଳି, ବଡ଼ବଡୁଆଙ୍କୁ ଡାକିବେ ଭକ୍ତ

ପୁରୀ,୧ା୧୧: ଶୁକ୍ରବାର ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡୁଆଙ୍କୁ ଡାକିବେ।  ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଗାଁରେ ପରିବାର ଲୋକଙ୍କ ସହ ପାଳିବେ ଦୀପାବଳି

କେନ୍ଦୁଝର,୩୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌...

ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ପ୍ରତିବର୍ଷ…

ଭୁବନେଶ୍ୱର,୩୧ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାର୍ଣ୍ଡି ଭୁବନେଶ୍ୱରର ୧ ନଂ ହାଟ ପାଖ ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଛନ୍ତି। ମୁଖ୍ୟମନ୍ତ୍ରୀ ଦୀପ, ଆଖୁ ଏବଂ ନଡ଼ିଆ ଆଦି ସାମଗ୍ରୀ...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର ମହୋତ୍ସବ ପାଳନ କରାଯାଏ। ଏଥର ମଧ୍ୟ ଆଜି ଅର୍ଥାତ୍‌ ସୋମବାର ଦୀପାବଳିକୁ ‘ହ୍ବାଇଟ୍‌...

ଦିନେ ମୋତେ ଅଯୋଧ୍ୟାରେ ଦୀପାବଳି ପାଳନ କରିବାକୁ ରୋକାଯାଇଥିଲା: ଯୋଗୀ ଆଦିତ୍ୟନାଥ

ଜୟପୁର,୩।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ଥାନ ଗସ୍ତରେ ଆସିଛନ୍ତି। ସେ ଯୋଧପୁରର ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ବ୍ରହ୍ମଲିନ ଆୟାସ ଜୀ ଶ୍ରୀ ଯୋଗୀ କୈଳାଶନାଥ ଜୀ ମହାରାଜଙ୍କ ବିଶାଳ ଭଣ୍ଡାର ମହୋତ୍ସବରେ ଭାଗ ନେଇଥିଲେ। ଏଠାରେ ସାଧାରଣ...

ଦୀପାବଳିରେ ୩.୭୫ ଲକ୍ଷ କୋଟି ଟଙ୍କାର କାରବାର କଲେ ବ୍ୟବସାୟୀ, ଚାଇନାକୁ ୧ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ,୧୩।୧୧: ଚଳିତ ବର୍ଷର ଦୀପାବଳି ଋତୁ ବଜାରରେ ୩.୭୫ ଲକ୍ଷ କୋଟିରୁ ଅଧିକ ଟଙ୍କାର କାରବାର ଅନେକ ପୂର୍ବ ରେକର୍ଡ ଭାଙ୍ଗିଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଏହି ସୂଚନା...

ଧନତେରାସ୍‌ ପୂର୍ବରୁ ଏହିଦିନ କରନ୍ତୁ ଶପିଂ, ରହିବନି ଧନର ଅଭାବ

ନଭେମ୍ବର ଆସିବା ମାତ୍ରେ ଚାରିଆଡ଼େ ଦୀପାବଳିର ମାହୋଲ ଦେଖିବାକୁ ମିଳେ। ଏହା ସହିତ ବଜାର ମଧ୍ୟ ବେଶ୍‌ ଭିଡ଼ ରହେ। ଏବେଠାରୁ ଦୋକାନୀମାନେ ଧନତେରାସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେଣୁ ସେହି ସମୟରେ ସାଧାରଣ ଲୋକମାନେ ମଧ୍ୟ ଶପିଂ...

ଆସୁଛି ଦୀପାବଳି; ମିଠା ତିଆରିରେ କ୍ଷତିକାରକ ସାମଗ୍ରୀ ବ୍ୟବହାର ରୋକିବାକୁ ସର୍ଭିଲାନ୍ସ ବଢାଇବ FSSAI

ନୂଆଦିଲ୍ଲୀ: ଆଗକୁ ଦୀପାବଳି ଆସୁଥିବା ବେଳେ ମିଠା ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିପାରେ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଶସ୍ତା ଅସ୍ୱାସ୍ଥ୍ୟକର ସାମଗ୍ରୀର ମିଶ୍ରଣ କରିପାରନ୍ତି। ଏଥିରେ ରୋକ ଲଗାଇବା ପାଇଁ ଭାରତୀୟ ଖାଦ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri