ଓଡ଼ିଶାକୁ ବାତ୍ୟା ଭୟ: ୧ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର,୩୦।୧୧(ଅନିଲ ଦାସ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବୁଧବାର ଅବପାତ (ଡିପ୍ରେସନ)ରେ ପରିଣତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଗୁରୁବାର ଗଭୀର ଅବପାତ (ଡିପ୍ ଡିପ୍ରେସନ)ରେ ପରିଣତ ହେବ। ଏହାର…
ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ
ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ସେବେଠାରୁ ଦର୍ଶକେ ଏହାର ରିଲିଜ ଡେଟ୍କୁୁ ଅପେକ୍ଷା କରି ରହିଛନ୍ତି।…
ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ
ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର କିଛି ଫଟୋ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାଛଡ଼ା ଏକାଧିକ…
ରିଲିଜ କରିଥିଲା ଗୁଜରାଟ ଟାଇଟନ୍ସ, ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ଶତକ ମାରି ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର
ବମ୍ବେ: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ଗୁଜରାଟ ଟାଇଟନ୍ସରୁ ରିଲିଜ କରାଯାଇଥିବା ଉର୍ଭିଲ ପଟେଲ। ଟୁର୍ନାମେଣ୍ଟରେ ମାତ୍ର ୪୧ ବଲରେ ଶତକ ମାରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଦ୍ୱିତୀୟ…
ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ ପଡ଼ିଥାଏ ବୋଲି କୁହାଯାଏ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି, ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା…
ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…
ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।…
ଭିକ ମାଗି କୋଟିପତି ହେଲେ ଏହି ସୁନ୍ଦରୀ ଯୁବତୀ, ମାଲେସିଆରେ କିଣିଛନ୍ତି ଦୁଇ ଫ୍ଲାଟ; ରହିଛି ଅନେକ ଦାମୀ ଗାଡ଼ି
ଦେଖିବାକୁ କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ। ହେଲେ ଭିକମାଗି କୋଟିପତି ହୋଇଛନ୍ତି ଯୁବତୀ। ଏବେ ତାଙ୍କର ମାଲେସିଆରେ ରହିଛି ଦୁଇ ଫ୍ଲାଟ୍ ଏବଂ ଦାମୀ କାର୍। ଚକିତ ହେଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏବେ ଉକ୍ତ ଯୁବତୀଙ୍କ…
୪୭ ବର୍ଷ ବୟସରେ ବିବାହ କରିବାକୁ ଯାଉଛନ୍ତି ଏହି ବଲିଉଡ୍ ଅଭିନେତା
ବମ୍ବେ: ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ୪୭ ବର୍ଷ ବୟସରେ ପ୍ରେମିକା ଲିନ୍ ଲାଶରମ୍ଙ୍କ ହାତ ଧରିବେ ସେ। ଏହି ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିନେତା ସୋସିଆଲ ମିଡିଆ…
ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ‘ପନୌତି’ , ଏବେ ଜବାବରେ ରାହୁଲଙ୍କୁ ଭାଜପା କହିଲା ‘ଫ୍ୟୁଜ୍ ଟ୍ୟୁବଲାଇଟ୍’
ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି।…
ରଣବୀର କହିଲେ-‘ରାହାଙ୍କ ପରେ ପୁଣି ଝିଅଟିଏ ଦରକାର’
ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ଚୁଲବୁଲି ରଶ୍ମିକା ମନ୍ଦାନା। ଟ୍ରେଲର ରିଲିଜ ପରଠାରୁ ଦର୍ଶକଙ୍କ କ୍ରେଜ ବଢ଼ିଥିବା ବେଳେ ରଣବୀର ନିଜେ ଅନେକ ସାକ୍ଷାତକାର ଦେଉଛନ୍ତି।…
ଲାବୁସେନ୍ କଲେ ଖୁଲାସା: ଫାଇନାଲରେ ‘କାହାର ଥିଲା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି’
ସିଡନୀ,୨୪।୧୧: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ମାର୍ନସ ଲାବୁସେନ ବିଶ୍ୱକପ୍ ଫାଇନାଲରେ ଦଳ ପକ୍ଷରୁ ନିଆଯାଇଥିବା ବୋଲିଂ ନିଷ୍ପତ୍ତିକୁ ନେଇ ବଡ଼ ଖୁଲାସା କରିଛନ୍ତି। ପୂର୍ବରୁ ଟସ୍ ଜିତିଲେ ଦଳ ବ୍ୟାଟିଂ କରିବ ବୋଲି ଆଲୋଚନା ହୋଇଥିଲା। ହେଲେ ଉକ୍ତ ଦିନ ରଣନୀତି ପ୍ରସ୍ତୁତ…
୨୬ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା, ଶାସକ ଦଳ ଏକତରଫା ଭାବେ ବନ୍ଦ କରିଦେଇଥିବା କହିଲେ ବିରୋଧୀ
ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ୨୬ ଦିନ ପୂର୍ବରୁ ଶେଷ ହୋଇଛି। ନଭେମ୍ବର ୨୧ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୦ ଯାଏ ଚାଲିଥାନ୍ତା। ହେଲେ ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ…
Archives


